• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ  ୦୫ ତାରିଖ  ମଙ୍ଗଳବାର, ତିଥି – ୬ ଷ୍ଠୀ ସନ୍ଧ୍ୟା  ୦୭/୨୮ ଗତେ ୭ମୀ, ଚନ୍ଦ୍ର   – ସିଂହ ଦିବା ୦୪/୫୧  ଗତେ କନ୍ୟା,ଘାତ ଚନ୍ଦ୍ର- କର୍କଟ, ମକର  ଦିବା ୦୪/୫୧ ଗତେ ବୃଷ ରାଶିର ଘାତ ବାର – ମକର ରାଶିର,ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷିହାନି – ଭୂମିଦାନ  ଦିବା ୧୦/୨୯ ଗତେ ୨ ପାଦ -କୃଷି ଓ ବଂଶହାନି-ଭୂମି ଓ ତିଳକାଞନ ଦାନ  ସନ୍ଧ୍ୟା ୦୭/୨୮ ଗତେ ୩ ପାଦ  କୃଷି ପଶୁ ଓ ବଂଶହାନି-ଭୂମି ଓ ତିଳକାଞନ ଦାନ ।
ଶୁଭ ସମୟ :-
ପ୍ରାତଃ  ୦୫/୧୬  ରୁ   ୦୬/୫୫ 
ଦିବା   ୦୯/୩୯   ରୁ  ୧୨/୧୭

ଦିବା ୦୪/୪୭  ରୁ   ୦୫/୩୩
 ସନ୍ଧ୍ୟା ୦୬/୨୬  ରୁ   ୦୭/୦୯
ରାତ୍ରି  ୦୯/୦୮ ରୁ  ୧୦/୦୨
ରାତ୍ରି ୧୨/୧୩ ରୁ ୦୨/୨୩
ଅଶୁଭ ସମୟ:-
ଋାହୁକାଳ - ଦିବା ୦୩/୦୮ ରୁ ୦୪/୪୭ 
କାଳବେଳା - ଦିବା ୦୧/୨୯ ରୁ ୦୩/୦୮
ବାରବେଳା – ପ୍ରାତଃ ୦୬/୫୫ ରୁ   ୦୮/୩୩ 
କାଳରାତ୍ରି - ରାତ୍ରି ୦୭/୪୭ ରୁ ୦୯/୦୮

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...


ମେଷ:- 

Aries
  • ଅଶ୍ୱନୀ – ପିଲା ମାନେ ସୁଗୁଣ ଅନୁପ୍ରାଣିତ ହେବେ
  • ଦ୍ୱିଜା –ଆପଣଙ୍କ ଆୟ ପୂର୍ବ ଭଳି ରହିବ
  • କୃତିକା – କୈାଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ଆନନ୍ଦ ପାଇବେ

ପ୍ରତିକାର -  ଲାଲ୍ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ ।


ବୃଷ:-  

Taurus
  • କୃତିକା  - ମହିଳା ମାନେ ସନ୍ତାନଙ୍କ ପାଇଁ ଚିନ୍ତିତ ହେବେ
  • ରୋହିଣୀ – ଚାକିରୀରେ  ସା୍ଥନାନ୍ତର ବା ସ୍ଥାନଭ୍ରଷ୍ଟ ହେବେ
  • ମୃଗଶିରା – ପରିବେଷ୍ଟିନୀ ସ୍ୱଚ୍ଚଳ ସତ୍ତ୍ୱେ ଆପଣଙ୍କୁ କିଛିଟା ହରେଇବାକୁ ପଡିବ

ପ୍ରତିକାର – ମହାଲକ୍ଷ୍ମୀଙ୍କର ଆରାଧନା କରନ୍ତୁ ।


ମିଥୁନ:- 

Gemini
  • ମୃଗଶିରା  - ତିର୍ଥଯାତ୍ରାରେ ଦେବ ଦର୍ଶନ କରିପାରନ୍ତି
  • ଆଦ୍ରା -  ଶତ୍ରୁନେ ପ୍ରତିହତ ହେବେ ,ଆୟ କ୍ରମେ ବଢିବ
  • ପୁନର୍ବସୁ -  ଆପଣଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ, ଉ୍‌ଦ୍ଧିଷ୍ଟ କାର୍ଯ୍ୟ ସିନ୍ଧି ହେବ

ପ୍ରତିକାର – ଗଣେଷଙ୍କର ଗାୟତ୍ରୀ ପାଠ କରନ୍ତୁ ।
କର୍କଟ:- 

Cancer
  • ପୁନର୍ବସୁ - ଦୂରଯାତ୍ରାରେ  ଲକ୍ଷ ପୂରଣ ହେବ, ଅତିଭିଳାଷ ଜିନିଷ ପାଇବେ 
  • ପୁଷ୍ୟା –  ହାତକୁ ନେଇ ଥିବା କାମରେ କୃତ କାର୍ଯ୍ୟ ହେବେ
  • ଅଶ୍ଳେଷା - ସପଂର୍କୀୟ ମାନଙ୍କ ସହିତ ବନ୍ଧୁତା ସ୍ୱତରେ ଆବଦ୍ଧ ହୋଇ ପାରନ୍ତି 

ପ୍ରତିକାର – ସକାଳୁ ଉଠି ଗୁରୁଜନଙ୍କୁ ପ୍ରଣାମ କରନ୍ତୁ ।


ସିଂହ:- 

Leo


ମଘା – ସ୍ଥିତିର ମନ ଦେଇ ସବୁ ସମସ୍ୟାର ସରଳ ସମାଧାନ କରି ପାରିବେ
ପୂ , ଫାଲଗୁନୀ -  ବ୍ୟକ୍ତିଙ୍କ ସହଯୋଗରୁ ,  ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ
ଉ ,ଫାଲଗୁନୀ – ନୂତନ ଯୋଜନା ଆରମ୍ଭ କରିବା ସକାଶେ ମନ ବଳାଇବେ
ପ୍ରତିକାର – ମହାମୃତ୍ୟୁଞୟ ମନ୍ତ୍ର ପାଠ କରନ୍ତୁ ।


କନ୍ୟା:- 

Virgo
  • ଉ ,ଫାଲଗୁନୀ – ନିଜ ଲୋକଙ୍କୁ ବୃଥା ସନ୍ଦେହ କରି ନିଜେ  ହିଁ କ୍ଷତିରେ ପଡିବେ
  • ହସ୍ତା – ପରିବାରରେ ସନ୍ତାନ ଚିନ୍ତା ଜାଗ୍ରତ ହେବ
  • ଚିତ୍ରା – ପରିସ୍ଥିତି ବଶତଃ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବାରୁ ମାନସିକ କ୍ଳାନ୍ତି ଅନୁଭବ କରିବେ

ପ୍ରତିକାର - ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ ।  


ତୁଳା :- 

Libra
  • ଚିତ୍ରା – କଳା, ସାହିତ୍ୟ, ଗବେଷଣା କ୍ଷେତ୍ରରେ ଖୁସି ରହିବେ
  • ସ୍ୱାତୀ – ଆଶା ପୂରଣ ଦିଗରେ ବନ୍ଧୁ ମାନଙ୍କ ସହିତ ପରାମର୍ଶ କରିଲେ ଅବଶ୍ୟ ଭଲ ହେବ
  • ବିଶାଖା – ବହୁପ୍ରତିକ୍ଷୀତ ଖବରଟି ଆଜି ପାଇବେ

ପ୍ରତିକାର – ମହାଲକ୍ଷ୍ମୀଙ୍କର ଗାୟତ୍ରୀ ପାଠ କରନ୍ତୁ ।


ବିଛା:- 

Scorpio
  • ବିଶାଖା – ରାଜନୀତିରେ ପ୍ରତିହତ କରି ନିଜକୁ ସୁରକ୍ଷିତ ରଖିପାରିବେ
  • ଅନୁରାଧା –ନିଜର ମନ ଅନୁଯାୟୀ କର୍ମ କ୍ଷେତ୍ରରେ ସ୍ୱାଧିନତା ପାଇ ପାରନ୍ତି
  • ଜ୍ୟେଷ୍ଠା  –  ଗୃହିଣୀ ମାନଙ୍କ  ଦିନଟି ମିଶ୍ରିତ ରହିବ

ପ୍ରତିକାର – ହନୁମାନ ଚାଳିଶା  ପାଠ କରନ୍ତୁ ।


ଧନୁ:- 

Sagittarius
  • ମୂଳା – ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ
  • ପୂ , ଷାଢା – ଦୀର୍ଘଦିନରୁ ଭାଙ୍ଗିପଡିଥିବା କୌଣସି ସଂପର୍କ ପୁନଃ ପ୍ରତିଷ୍ଠିତ ହେବ
  • ଉ , ଷାଢା – ଆଜିର ପ୍ରତ୍ୟୁଷ ଯାତ୍ରାରେ ଲକ୍ଷପୂରଣ ହେବ

ପ୍ରତିକାର – ଗୁରୁଜନଙ୍କ ଠାରୁ ଆଶିର୍ବାଦ ନିଅନ୍ତୁ ।


ମକର:- 

Capricorn
  • ଉ,ଷାଢା - ସବୁଜାଣିଥିଲେ ମଧ୍ୟ ସଫଳତା ପାଇ ପାରିବେ ନାହିଁ 
  • ଶ୍ରବଣା –  ଅନ୍ୟ ମନସ୍କ ରହି ଯାତ୍ରା ସମୟରେ ଦୁର୍ଘଟଣାର ଶିକାର ହୋଇପାରନ୍ତି 
  • ଧନିଷ୍ଠା – ରାଜନୀତିରେ ଚାପରେ ଗତିକରିବେ

ପ୍ରତିକାର – କଳା ରଙ୍ଗର କୁକୁରକୁ ଖାଇବାକୁ ଦିଅନ୍ତୁ ।


କୁମ୍ଭ:- 

Aquarius
  • ଧନିଷ୍ଠା – ଅନ୍ୟ ମାନଙ୍କ ସହଯୋଗକାର ଠାରୁ ଉପକୃତ ହେବେ
  • ଶତଭିଷା –  କର୍ମ ତତ୍ପରତା ହେତୁ ଆଗେଇ ଚାଲିବେ
  • ପୂ ,ଭାଦ୍ରପଦ  – ସାଂସାରିକ ଦ୍ରବ୍ୟାଦି ଲାଭ କରିବାରେ ସୁଯୋଗ ପାଇବେ

ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ ।


ମୀନ:- 

Pisces
  • ପୂ,ଭାଦ୍ରପଦ - ଆପଣଙ୍କର ବିଦେଶ ଭ୍ରମଣ  ଯୋଗ ଅଛି
  • ଉ,ଭଦ୍ରପଦ - ବ୍ୟବସାୟରେ ଲାଭପ୍ରଦ ହେବେ ଓ ସୈଖିନ ଦ୍ରବ୍ୟ ସଗ୍ରହ କରିବେ
  • ରେବତୀ – ମହିଳା ମାନେ ସୁଖଭାଗିନୀ ଓ ପିଲାମାନେ ଉଦଯୋଗି ହେବେ

ପ୍ରତିକାର – ହଳଦିଆ ରଙ୍ଗର ପୋଷାକ ବ୍ୟବହାର କରିବେ ।

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-9439050099)