ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୫ ତାରିଖ ମଙ୍ଗଳବାର, ତିଥି – ୬ ଷ୍ଠୀ ସନ୍ଧ୍ୟା ୦୭/୨୮ ଗତେ ୭ମୀ, ଚନ୍ଦ୍ର – ସିଂହ ଦିବା ୦୪/୫୧ ଗତେ କନ୍ୟା,ଘାତ ଚନ୍ଦ୍ର- କର୍କଟ, ମକର ଦିବା ୦୪/୫୧ ଗତେ ବୃଷ ରାଶିର ଘାତ ବାର – ମକର ରାଶିର,ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷିହାନି – ଭୂମିଦାନ ଦିବା ୧୦/୨୯ ଗତେ ୨ ପାଦ -କୃଷି ଓ ବଂଶହାନି-ଭୂମି ଓ ତିଳକାଞନ ଦାନ ସନ୍ଧ୍ୟା ୦୭/୨୮ ଗତେ ୩ ପାଦ କୃଷି ପଶୁ ଓ ବଂଶହାନି-ଭୂମି ଓ ତିଳକାଞନ ଦାନ ।
ଶୁଭ ସମୟ :-
ଦିବା ୦୯/୩୯ ରୁ ୧୨/୧୭
Also Read
ସନ୍ଧ୍ୟା ୦୬/୨୬ ରୁ ୦୭/୦୯
ରାତ୍ରି ୦୯/୦୮ ରୁ ୧୦/୦୨
ରାତ୍ରି ୧୨/୧୩ ରୁ ୦୨/୨୩
ଅଶୁଭ ସମୟ:-
ଋାହୁକାଳ - ଦିବା ୦୩/୦୮ ରୁ ୦୪/୪୭
କାଳବେଳା - ଦିବା ୦୧/୨୯ ରୁ ୦୩/୦୮
ବାରବେଳା – ପ୍ରାତଃ ୦୬/୫୫ ରୁ ୦୮/୩୩
କାଳରାତ୍ରି - ରାତ୍ରି ୦୭/୪୭ ରୁ ୦୯/୦୮
ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ମେଷ:-
- ଅଶ୍ୱନୀ – ପିଲା ମାନେ ସୁଗୁଣ ଅନୁପ୍ରାଣିତ ହେବେ
- ଦ୍ୱିଜା –ଆପଣଙ୍କ ଆୟ ପୂର୍ବ ଭଳି ରହିବ
- କୃତିକା – କୈାଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ଆନନ୍ଦ ପାଇବେ
ପ୍ରତିକାର - ଲାଲ୍ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ ।
ବୃଷ:-
- କୃତିକା - ମହିଳା ମାନେ ସନ୍ତାନଙ୍କ ପାଇଁ ଚିନ୍ତିତ ହେବେ
- ରୋହିଣୀ – ଚାକିରୀରେ ସା୍ଥନାନ୍ତର ବା ସ୍ଥାନଭ୍ରଷ୍ଟ ହେବେ
- ମୃଗଶିରା – ପରିବେଷ୍ଟିନୀ ସ୍ୱଚ୍ଚଳ ସତ୍ତ୍ୱେ ଆପଣଙ୍କୁ କିଛିଟା ହରେଇବାକୁ ପଡିବ
ପ୍ରତିକାର – ମହାଲକ୍ଷ୍ମୀଙ୍କର ଆରାଧନା କରନ୍ତୁ ।
ମିଥୁନ:-
- ମୃଗଶିରା - ତିର୍ଥଯାତ୍ରାରେ ଦେବ ଦର୍ଶନ କରିପାରନ୍ତି
- ଆଦ୍ରା - ଶତ୍ରୁନେ ପ୍ରତିହତ ହେବେ ,ଆୟ କ୍ରମେ ବଢିବ
- ପୁନର୍ବସୁ - ଆପଣଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ, ଉ୍ଦ୍ଧିଷ୍ଟ କାର୍ଯ୍ୟ ସିନ୍ଧି ହେବ
ପ୍ରତିକାର – ଗଣେଷଙ୍କର ଗାୟତ୍ରୀ ପାଠ କରନ୍ତୁ ।
କର୍କଟ:-
- ପୁନର୍ବସୁ - ଦୂରଯାତ୍ରାରେ ଲକ୍ଷ ପୂରଣ ହେବ, ଅତିଭିଳାଷ ଜିନିଷ ପାଇବେ
- ପୁଷ୍ୟା – ହାତକୁ ନେଇ ଥିବା କାମରେ କୃତ କାର୍ଯ୍ୟ ହେବେ
- ଅଶ୍ଳେଷା - ସପଂର୍କୀୟ ମାନଙ୍କ ସହିତ ବନ୍ଧୁତା ସ୍ୱତରେ ଆବଦ୍ଧ ହୋଇ ପାରନ୍ତି
ପ୍ରତିକାର – ସକାଳୁ ଉଠି ଗୁରୁଜନଙ୍କୁ ପ୍ରଣାମ କରନ୍ତୁ ।
ସିଂହ:-
ମଘା – ସ୍ଥିତିର ମନ ଦେଇ ସବୁ ସମସ୍ୟାର ସରଳ ସମାଧାନ କରି ପାରିବେ
ପୂ , ଫାଲଗୁନୀ - ବ୍ୟକ୍ତିଙ୍କ ସହଯୋଗରୁ , ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ
ଉ ,ଫାଲଗୁନୀ – ନୂତନ ଯୋଜନା ଆରମ୍ଭ କରିବା ସକାଶେ ମନ ବଳାଇବେ
ପ୍ରତିକାର – ମହାମୃତ୍ୟୁଞୟ ମନ୍ତ୍ର ପାଠ କରନ୍ତୁ ।
କନ୍ୟା:-
- ଉ ,ଫାଲଗୁନୀ – ନିଜ ଲୋକଙ୍କୁ ବୃଥା ସନ୍ଦେହ କରି ନିଜେ ହିଁ କ୍ଷତିରେ ପଡିବେ
- ହସ୍ତା – ପରିବାରରେ ସନ୍ତାନ ଚିନ୍ତା ଜାଗ୍ରତ ହେବ
- ଚିତ୍ରା – ପରିସ୍ଥିତି ବଶତଃ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବାରୁ ମାନସିକ କ୍ଳାନ୍ତି ଅନୁଭବ କରିବେ
ପ୍ରତିକାର - ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ ।
ତୁଳା :-
- ଚିତ୍ରା – କଳା, ସାହିତ୍ୟ, ଗବେଷଣା କ୍ଷେତ୍ରରେ ଖୁସି ରହିବେ
- ସ୍ୱାତୀ – ଆଶା ପୂରଣ ଦିଗରେ ବନ୍ଧୁ ମାନଙ୍କ ସହିତ ପରାମର୍ଶ କରିଲେ ଅବଶ୍ୟ ଭଲ ହେବ
- ବିଶାଖା – ବହୁପ୍ରତିକ୍ଷୀତ ଖବରଟି ଆଜି ପାଇବେ
ପ୍ରତିକାର – ମହାଲକ୍ଷ୍ମୀଙ୍କର ଗାୟତ୍ରୀ ପାଠ କରନ୍ତୁ ।
ବିଛା:-
- ବିଶାଖା – ରାଜନୀତିରେ ପ୍ରତିହତ କରି ନିଜକୁ ସୁରକ୍ଷିତ ରଖିପାରିବେ
- ଅନୁରାଧା –ନିଜର ମନ ଅନୁଯାୟୀ କର୍ମ କ୍ଷେତ୍ରରେ ସ୍ୱାଧିନତା ପାଇ ପାରନ୍ତି
- ଜ୍ୟେଷ୍ଠା – ଗୃହିଣୀ ମାନଙ୍କ ଦିନଟି ମିଶ୍ରିତ ରହିବ
ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ ।
ଧନୁ:-
- ମୂଳା – ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ
- ପୂ , ଷାଢା – ଦୀର୍ଘଦିନରୁ ଭାଙ୍ଗିପଡିଥିବା କୌଣସି ସଂପର୍କ ପୁନଃ ପ୍ରତିଷ୍ଠିତ ହେବ
- ଉ , ଷାଢା – ଆଜିର ପ୍ରତ୍ୟୁଷ ଯାତ୍ରାରେ ଲକ୍ଷପୂରଣ ହେବ
ପ୍ରତିକାର – ଗୁରୁଜନଙ୍କ ଠାରୁ ଆଶିର୍ବାଦ ନିଅନ୍ତୁ ।
ମକର:-
- ଉ,ଷାଢା - ସବୁଜାଣିଥିଲେ ମଧ୍ୟ ସଫଳତା ପାଇ ପାରିବେ ନାହିଁ
- ଶ୍ରବଣା – ଅନ୍ୟ ମନସ୍କ ରହି ଯାତ୍ରା ସମୟରେ ଦୁର୍ଘଟଣାର ଶିକାର ହୋଇପାରନ୍ତି
- ଧନିଷ୍ଠା – ରାଜନୀତିରେ ଚାପରେ ଗତିକରିବେ
ପ୍ରତିକାର – କଳା ରଙ୍ଗର କୁକୁରକୁ ଖାଇବାକୁ ଦିଅନ୍ତୁ ।
କୁମ୍ଭ:-
- ଧନିଷ୍ଠା – ଅନ୍ୟ ମାନଙ୍କ ସହଯୋଗକାର ଠାରୁ ଉପକୃତ ହେବେ
- ଶତଭିଷା – କର୍ମ ତତ୍ପରତା ହେତୁ ଆଗେଇ ଚାଲିବେ
- ପୂ ,ଭାଦ୍ରପଦ – ସାଂସାରିକ ଦ୍ରବ୍ୟାଦି ଲାଭ କରିବାରେ ସୁଯୋଗ ପାଇବେ
ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ ।
ମୀନ:-
- ପୂ,ଭାଦ୍ରପଦ - ଆପଣଙ୍କର ବିଦେଶ ଭ୍ରମଣ ଯୋଗ ଅଛି
- ଉ,ଭଦ୍ରପଦ - ବ୍ୟବସାୟରେ ଲାଭପ୍ରଦ ହେବେ ଓ ସୈଖିନ ଦ୍ରବ୍ୟ ସଗ୍ରହ କରିବେ
- ରେବତୀ – ମହିଳା ମାନେ ସୁଖଭାଗିନୀ ଓ ପିଲାମାନେ ଉଦଯୋଗି ହେବେ
ପ୍ରତିକାର – ହଳଦିଆ ରଙ୍ଗର ପୋଷାକ ବ୍ୟବହାର କରିବେ ।
(ଜ୍ୟୋତିର୍ବିଦ୍ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-9439050099)