• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ରାଶିଫଳ

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୮ତାରିଖ ଗୁରୁବାର । ତିଥି – ଅମାବାସ୍ୟା ରାତ୍ରି ୧୧/୨୪ ଗତେ ପ୍ରତିପଦ,ଚନ୍ଦ୍ର – କର୍କଟ ଅହୋରାତ୍ର, ଘାତ ଚନ୍ଦ୍ର- ନାସ୍ତି,ଘାତ ବାର – ତୁଳା ଓ କୁମ୍ଭ ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୁଟୁମ୍ଭହାନି- ତିଳକାଞନ ଦାନ ପ୍ରାତଃ ୦୭/୦୪ ପର୍ଯ୍ୟନ୍ତ ।

ଶୁଭ ସମୟ-

ପ୍ରାତଃ ୦୫/୨୪ ରୁ ୦୭/୦୮

ଦିବା ୧୦/୩୫ ରୁ ୦୧/୧୦

ରାତ୍ରି ୦୨/୨୮ ରୁ ୦୩/୧୨

ଅଶୁଭ ସମୟ-

ଋାହୁକାଳ - ଦିବା ୦୧/୩୦ ରୁ ୦୩/୦୭

କାଳବେଳା - ଦିବା ୦୩/୦୭ ରୁ ୦୪/୪୪

ବାରବେଳା – ଦିବା ୦୪/୪୪ ରୁ ୦୬/୨୧

କାଳରାତ୍ରି – ରାତ୍ରି ୧୧/୫୩ ରୁ ୦୧/୧୬

ଆଜିର ରାଶିଫଳ-

ମେଷ:

ଅଶ୍ୱନୀ – ବନ୍ଧୁ ପ୍ରିତି ଓ ତୀର୍ଥାଟନ ତଥା କାରବାରରେ ସଫଳତା ପାଇବେ

ଦ୍ୱିଜା –ଅନ୍ୟର ସାହାର୍ଯ୍ୟ ସମର୍ଥନରେ ଲକ୍ଷହାସଲ କରିପାରିବେ

କୃତିକା – ସୂର୍ଣ୍ଣଳଙ୍କାର କିଣି ଖୁସି ଅନୁଭବ କରିପାରନ୍ତି

ପ୍ରତିକାର - ହନୁମାନଙ୍କର ଦର୍ଶନ କରନ୍ତୁ

ବୃଷ:

କୃତିକା - ସାହସର ସହିତ ଅଟକି ରହିଥିବା କାମକୁ ଆରମ୍ଭ କରିପାରନ୍ତି

ରୋହିଣୀ – ଚଳଚିତ୍ରରେ ସୁନାମ ଅର୍ଜନ କରିପାରନ୍ତି

ମୃଗଶିରା – ସଭାସମିତିରେ ସମ୍ମାନ ପ୍ରାପ୍ତି ଘଟିବ

ପ୍ରତିକାର – ମା କମଳାଙ୍କ ପୂଜାର୍ଚ୍ଚନା କରନ୍ତୁ

ମିଥୁନ:

ମୃଗଶିରା -ପଡୋଶୀଙ୍କ କୁମନ୍ତ୍ରଣା ପରିସ୍ଥିତିକୁ ସଙ୍ଗିନ କରିପାରେ

ଆଦ୍ରା - ମହିଳା ମାନେ ଗୃହ ଚିନ୍ତାରେ ବ୍ୟସ୍ତ ରହିବେ

ପୁନର୍ବସୁ - ମାଲିମକନ୍ଦମାରେ ପଡି ଖର୍ଚ୍ଚାନ୍ତ ହୋଇପାରନ୍ତି

ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ

କର୍କଟ:

ପୁନର୍ବସୁ - ସାସ୍କୃତିକ କାର୍ଯ୍ୟରେ ସମ୍ମାନିତ ହେବାର ଯୋଗ ରହିଛି

ପୁଷ୍ୟା – ଧନ ସମ୍ମାନ ପ୍ରାପ୍ତି ହୋଇପାରେ

ଅଶ୍ଳେଷା - ବନ୍ଧୁଙ୍କ ସାହାର୍ଯ୍ୟ ଦ୍ୱାରା କଠିନ କାର୍ଯ୍ୟ କରିବେ

ପ୍ରତିକାର – ଭୂବନେଶ୍ୱରୀ ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ସିଂହ:

ମଘା – ପ୍ରେମରେ ସଫଳତା ଅନୁଭବ କରିବେ

ପୂ , ଫାଲଗୁନୀ - ବ୍ୟବସାୟରେ ନୂଆ ପ୍ରସ୍ତାବ ଆସି ପାରେ

ଉ ,ଫାଲଗୁନୀ – ଅର୍ଥର ସଦୁପ ଯୋଗ କରିବେ

ପ୍ରତିକାର – ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ

କନ୍ୟା:

ଉ , ଫାଲଗୁନୀ – କଷ୍ଟ କାମକୁ ସହଜରେ କରି ପାରିବେ

ହସ୍ତା –ପରିବାର ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ

ଚିତ୍ରା – ଚାକିରି ସମ୍ବଦ୍ଧିୟ ଭଲ ଖବର ମିଳିପାରେ

ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କ ପୂଜାର୍ଚ୍ଚନା କରନ୍ତୁ

ତୁଳା:

ଚିତ୍ରା –ଅଭିଭାବକ ଠାରୁ ଉପହାର ପାଇ ପାରନ୍ତି

ସ୍ୱାତୀ –ନୂଆ ସ୍ରୋତରୁ ଧନ ଲାଭ ହୋଇପାରେ

ବିଶାଖା –ନୃତ୍ୟ ବାଦି କ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି

ପ୍ରତିକାର – ମହାଦେବଙ୍କର ଦର୍ଶନ କରନ୍ତୁ

ବିଛା:

ବିଶାଖା –ଆଶାଶୂନ୍ୟ ପରିସି୍ଥତିରୁ ମାନସିକ ଅବସାଦ ଦେଖାଦେବ

ଅନୁରାଧା – ଆକସ୍କିକ ବିପଦ ଦେଖାଦେଇ ପାରେ

ଜ୍ୟେଷ୍ଠା – ଗୃହ ଚିନ୍ତାରେ ବ୍ୟତିବ୍ୟସ୍ତ ହୋଇ ପଡିବେ

ପ୍ରତିକାର – ମା ଚର୍ଚ୍ଚିକାଙ୍କ ପୂଜା ପାଠ କରନ୍ତୁ

ଧନୁ:

ମୂଳା – ଦୂର୍ଘଟଣାର ସମ୍ଭାବନା ଅଛି, ସତର୍କ ରୁହନ୍ତୁ

ପୂ , ଷାଢା – ବ୍ୟବସାୟ ସଂପୂର୍ଣ୍ଣ କ୍ଷତିରେ ଚାଲିପାରନ୍ତି

ଉ , ଷାଢା – ଭାଇ, ଭାଇ ମଧ୍ୟରେ କଳହ ଦେଖା ଦେଇପାରେ

ପ୍ରତିକାର – ଘିଅ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ମକର:

ଉ , ଷାଢା - ବୃଦ୍ଧି ବିଦ୍ୟାର ଉତମ ଉପଯୋଗ କରି କାର୍ଯ୍ୟରେ ସଫଳତା ପାଇବେ

ଶ୍ରବଣା – କାଳକ୍ଷେପଣ ପଦ୍ଧତି ଅନୁଯାୟୀ ସମସ୍ୟାର ସମାଧାନ କରିବେ

ଧନିଷ୍ଠା – ମିତ୍ର ବନ୍ଧୁ ମାନଙ୍କ ପରିସର ବୃଦ୍ଧି ପାଇବ

ପ୍ରତିକାର – ଶାରଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

କୁମ୍ଭ:

ଧନିଷ୍ଠା –ଅତିତର ଅପୂରଣୀୟ ଆଶା ପୂରଣ ପାଇଁ ଅନୁକୂଳ ପରିବେଶ ରହିବ

ଶତଭିଷା – କୃଷି ପଶୁରେ ଉନ୍ନତି ଓ ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ

ପୂ , ଭାଦ୍ରପଦ – ସୁଖ ଶାନ୍ତି ଓ ଐଶ୍ୱର୍ଯ୍ୟର ଅଧିକାରୀ ହୋଇପାରନ୍ତି

ପ୍ରତିକାର – ହନୁମାନଙ୍କର ପୂଜା ସହିତ ଚାଳିଶା ପାଠ କରନ୍ତୁ

ମୀନ:

ପୂ , ଭାଦ୍ରପଦ -ନିଷ୍ପତି ନେବାରେ ଦ୍ୱନ୍ଦର ସମ୍ମୁଖିନ ହେବାକୁ ପଡିପାରେ

ଉ , ଭଦ୍ରପଦ -ଅଳ୍ପ କଥାରେ ବିରକ୍ତି ଭାବ ପ୍ରକାଶ କରିବେ

ରେବତୀ – ଶାରିରୀକ ଦୁର୍ବଳତା ଦେଖାଦେବ

ପ୍ରତିକାର – ମା ତାରାଙ୍କର ମନ୍ତ୍ର ପାଠ କରନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-୯୪୩୯୦୫୦୦୯୯, ୯୨୩୮୩୯୭୧୦୦)