ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ମଙ୍ଗଳବାର , ତିଥି – ୧୩ଶୀ ନ୍ଧ୍ୟା ୦୬/୪୭ ଗତେ ୧୪ଶୀ, ଚନ୍ଦ୍ର – ମିଥୁନ ଅହୋରାତ୍ର, ଘାତ ଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର, ଘାତ ବାର –ମକର ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷିହାନି- ଭୂମିଦାନ ରାତ୍ରି ୦୪/୦୯ ଗତେ ୨ ପାଦ -କୃଷି ଓ ବଂଶହାନି - ଭୂମି ଓ ତିଳକାଞନ ଦାନ ।
ଶୁଭ ସମୟ :-
ଦିବା ୦୮/୩୮ ରୁ ୧୦/୩୫
ଦିବା ୧୦/୧୦ ରୁ ୦୧/୩୦
Also Read
ଦିବା ୦୪/୪୫ ରୁ ୦୫/୩୦
ସନ୍ଧ୍ୟା ୦୬/୨୨ ରୁ ୦୭/୦୬
ରାତ୍ରି ୦୯/୧୮ ରୁ ୧୧/୩୧
ରାତ୍ରି ୦୧/୪୩ ରୁ ୦୩/୧୧
ଅଶୁଭ ସମୟ :-
ଋାହୁକାଳ - ଦିବା ୦୩/୦୭ ରୁ ୦୪/୪୫
କାଳବେଳା - ଦିବା ୦୧/୩୦ ରୁ ୦୩/୦୭
ବାରବେଳା – ପ୍ରାତଃ ୦୭/୦୧ ରୁ ୦୮/୩୮
କାଳରାତ୍ରି – ରାତ୍ରି ୦୭/୪୫ ରୁ ୦୯/୦୭
ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ମେଷ :-
- ଅଶ୍ୱନୀ – ରଚନାତ୍ମକ କାର୍ଯ୍ୟ ଲାଗି ସମୟ ଦେଇ ପାରନ୍ତି
- ଦ୍ୱିଜା – ସମସ୍ତଙ୍କ ପ୍ରତି ଆପଣଙ୍କର ବ୍ୟବହାର ଭଲ ରହିବ
- କୃତିକା – ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ
ପ୍ରତିକାର - ଗାଧୋଇ ସାରି ଗାଈକୁ ଦୂବ ଘାସ ନିଜ ହାତରେ ଖୁଆଇ ଦିଅନ୍ତୁ
ବୃଷ :-
- କୃତିକା - ଜୀବନ ସାଥିଙ୍କ ସହିତ ମନମାଳିନ୍ୟ ଦେଖାଦେଇ ପାରେ
- ରୋହିଣୀ –ଦୁର୍ବଳ ଇଚ୍ଛା ଶକ୍ତି ହେତୁ ଆପଣଙ୍କର ମାନସିକ ଅଶାନ୍ତି ଘଟିପାରେ
- ମୃଗଶିରା – ବ୍ୟର୍ଥ କଥାଠୁ ନିଜକୁ ଦୂରରେ ରଖନ୍ତୁ
ପ୍ରତିକାର – ମା କମଳାଙ୍କର ମୂଳମନ୍ତ୍ର ପାଠ କରନ୍ତୁ
ମିଥୁନ :-
- ମୃଗଶିରା - ବ୍ୟବସାୟରେ ଉନ୍ନତି ପାଇଁ ନୂଆ ପଥ ଖୋଲିବ
- ଆଦ୍ରା - ପାରିପାରିକ ଜୀବନ ସୁଖକର ହୋଇପାରେ
- ପୁନର୍ବସୁ - ସଫଳତା ପାଇଁ ପ୍ରୟାସ ଜାରି ରଖନ୍ତୁ
ପ୍ରତିକାର – ବୁଧଙ୍କର ମନ୍ତ୍ର ଓଁ ବୁଧାୟ ନମଃ ପାଠ କରନ୍ତୁ
କର୍କଟ :-
- ପୁନର୍ବସୁ - ଜମି , ଦଲାଲ୍ଙ୍କୁ ଯଥେଷ୍ଟ ଲାଭ ମିଳିବ
- ପୁଷ୍ୟା – ବନ୍ଧୁଙ୍କ ସହିତ ସିନେମା ଦେଖିବାର ଯୋଜନା କରିବେ
- ଅଶ୍ଳେଷା - ବିବାହିତଙ୍କ ପାଇଁ ଦିନଟି ଶୁଭ ରହିବ
ପ୍ରତିକାର – ସକାଳୁ ଉଠି ସ୍ନାନସାରି ନିଜ ମାଙ୍କର ପାଦ ସ୍ପର୍ଶ କରନ୍ତୁ
ସିଂହ :-
- ମଘା –ଆପଣଙ୍କର ଆତ୍ମ ବିଶ୍ୱାସ ଦେଖି କର୍ତୁପକ୍ଷ ଖୁସି ହେବେ
- ପୂ , ଫାଲଗୁନୀ - ଜୀବନ ସାଥିଙ୍କ ପାଖରେ ଅଧିକ ସମୟ ବିତାଇବେ
- ଉ ,ଫାଲଗୁନୀ – ସମାଜ ସେବାରେ ମନ ବଳାଇବେ
ପ୍ରତିକାର – ଇଷ୍ଟ ଦେବୀ ମାତଙ୍ଗୀଙ୍କର ପୂଜାର୍ଚ୍ଚନା କରନ୍ତୁ
କନ୍ୟା :-
- ଉ , ଫାଲଗୁନୀ – ଧାର ଦେଇଥିବା ପଇସା ଫେରସ୍ତ ପାଇବେ
- ହସ୍ତା –ପରିବାରରେ ନୂଆ ଦାୟିତ୍ୱ ଗ୍ରହଣ କରିବେ
- ଚିତ୍ରା – ବୁଝି ବିଚାରି ସମସ୍ୟାର ସମାଧାନ କରିବେ
ପ୍ରତିକାର - ବିଷ୍ଣୁ ସହସ୍ର ନାମ ପାଠ କରନ୍ତୁ
ତୁଳା :-
- ଚିତ୍ରା – ବିରୋଧୀ ସମ୍ମୁଖକୁ ଆସିବାକୁ ଭୟ କରିବେ
- ସ୍ୱାତୀ – ବ୍ୟବସାୟରେ ବୁଝିବିଚାରି ଭାଗିଦାରି କରନ୍ତୁ
- ବିଶାଖା – କଥା କଥାରେ ଆପଣଙ୍କୁ କ୍ରୋଧ ଆସିପାରେ
ପ୍ରତିକାର – ସକାଳୁ କିଛି ପଶୁ, ପକ୍ଷୀଙ୍କୁ ଖାଇବାକୁ ଦେଇ ଦିନ ଆରମ୍ଭ କରନ୍ତୁ
ବିଛା :-
- ବିଶାଖା –ନିଜର ସଫଳତା ପଛରେ କାହାରିକୁ ଆସିବାକୁ ଦିଅନ୍ତୁ ନାହିଁ
- ଅନୁରାଧା – ଭାବିଚିନ୍ତି ପୁଞିନିବେଶ କରନ୍ତୁ
- ଜ୍ୟେଷ୍ଠା –ଆପଣଙ୍କ କାମରେ ଗତିରୋଧ ଆସିପାରେ
ପ୍ରତିକାର – ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ
ଧନୁ :-
- ମୂଳା –ଅନ୍ୟ ମାନଙ୍କ ସହିତ ଭଲ ତାଳ ମେଳ ରହିବ
- ପୂ , ଷାଢା – ସନ୍ତାନଙ୍କ ସଫଳତା ଦେଖି ଆପଣ ଖୁସି ଅନୁଭବ କରିବେ
- ଉ , ଷାଢା –ଅଚାନକ ଧନ ଲାଭ ହୋଇପାରେ
ପ୍ରତିକାର – ଶ୍ରୀ ରାମ ରକ୍ଷା ସ୍ତୋତ୍ର ପାଠ କରନ୍ତୁ
ମକର :-
- ଉ , ଷାଢା - ଆତ୍ମ ବିଶ୍ୱାସ ଓ ଆଶାକୁ ନେଇ ଆଗକୁ ବଢିବେ
- ଶ୍ରବଣା – ଲୋକଙ୍କ ସହିତ ଖୋଲା ମନରେ କଥା ହୁଅନ୍ତୁ
- ଧନିଷ୍ଠା – କାର୍ଯ୍ୟରେ ନୂଆ ଉପାୟ ପ୍ରୟୋଗ କରିବାକୁ ଚେଷ୍ଟା କରିବେ
ପ୍ରତିକାର – ମା କାଳୀଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ
କୁମ୍ଭ :-
- ଧନିଷ୍ଠା – ତରବରିଆ ଭାବେ ନିସ୍ପତି ନିଅନ୍ତୁ ନାହିଁ
- ଶତଭିଷା – ପୂର୍ବ ସମସ୍ୟା ଆପଣଙ୍କ ଆଗରେ ଉଭା ହୋଇପାରେ
- ପୂ , ଭାଦ୍ରପଦ – ଆର୍ଥିକ ପକ୍ଷ ଦୁର୍ବଳ ହୋଇପାରେ
ପ୍ରତିକାର – ମହାମୃତ୍ୟୁଞୟ ମନ୍ତ୍ର ପାଠ କରି ଦିନ ଅରମ୍ଭ କରନ୍ତୁ
ମୀନ :-
- ପୂ , ଭାଦ୍ରପଦ -ଅଧିକ ପରିଶ୍ରମ କରିଲେ ଜରୁରୀ କାମ ପୁରା ହୋଇଯିବ
- ଉ , ଭଦ୍ରପଦ - ଜୀବନ ସାଥିଙ୍କ ସହିତ ଅଧିକ ସମୟ ବିତାଇବେ
- ରେବତୀ – ତର୍କ ଶକ୍ତିକୁ ଆପଣ ମଜବୁତ କରି ରଖନ୍ତୁ
ପ୍ରତିକାର – ସକାଳୁ ଗୁରୁଜନଙ୍କୁ ପ୍ରଣାମ କରନ୍ତୁ
(ଜ୍ୟୋତିର୍ବିଦ୍ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-୯୪୩୯୦୫୦୦୯୯, ୯୨୩୮୩୯୭୧୦୦)