• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ମଙ୍ଗଳବାର , ତିଥି – ୧୩ଶୀ ନ୍ଧ୍ୟା ୦୬/୪୭ ଗତେ ୧୪ଶୀ, ଚନ୍ଦ୍ର – ମିଥୁନ ଅହୋରାତ୍ର, ଘାତ ଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର, ଘାତ ବାର –ମକର ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷିହାନି- ଭୂମିଦାନ ରାତ୍ରି ୦୪/୦୯ ଗତେ ୨ ପାଦ -କୃଷି ଓ ବଂଶହାନି - ଭୂମି ଓ ତିଳକାଞନ ଦାନ ।

ଶୁଭ ସମୟ :-

ଦିବା ୦୮/୩୮ ରୁ ୧୦/୩୫

ଦିବା ୧୦/୧୦ ରୁ ୦୧/୩୦

ଦିବା ୦୪/୪୫ ରୁ ୦୫/୩୦

ସନ୍ଧ୍ୟା ୦୬/୨୨ ରୁ ୦୭/୦୬

ରାତ୍ରି ୦୯/୧୮ ରୁ ୧୧/୩୧

ରାତ୍ରି ୦୧/୪୩ ରୁ ୦୩/୧୧

ଅଶୁଭ ସମୟ :-

ଋାହୁକାଳ - ଦିବା ୦୩/୦୭ ରୁ ୦୪/୪୫

କାଳବେଳା - ଦିବା ୦୧/୩୦ ରୁ ୦୩/୦୭

ବାରବେଳା – ପ୍ରାତଃ ୦୭/୦୧ ରୁ ୦୮/୩୮

କାଳରାତ୍ରି – ରାତ୍ରି ୦୭/୪୫ ରୁ ୦୯/୦୭

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ :- 

Aries
  • ଅଶ୍ୱନୀ – ରଚନାତ୍ମକ କାର୍ଯ୍ୟ ଲାଗି ସମୟ ଦେଇ ପାରନ୍ତି
  • ଦ୍ୱିଜା – ସମସ୍ତଙ୍କ ପ୍ରତି ଆପଣଙ୍କର ବ୍ୟବହାର ଭଲ ରହିବ
  • କୃତିକା – ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ

ପ୍ରତିକାର - ଗାଧୋଇ ସାରି ଗାଈକୁ ଦୂବ ଘାସ ନିଜ ହାତରେ ଖୁଆଇ ଦିଅନ୍ତୁ

ବୃଷ :-

Taurus
  • କୃତିକା - ଜୀବନ ସାଥିଙ୍କ ସହିତ ମନମାଳିନ୍ୟ ଦେଖାଦେଇ ପାରେ
  • ରୋହିଣୀ –ଦୁର୍ବଳ ଇଚ୍ଛା ଶକ୍ତି ହେତୁ ଆପଣଙ୍କର ମାନସିକ ଅଶାନ୍ତି ଘଟିପାରେ
  • ମୃଗଶିରା – ବ୍ୟର୍ଥ କଥାଠୁ ନିଜକୁ ଦୂରରେ ରଖନ୍ତୁ

ପ୍ରତିକାର – ମା କମଳାଙ୍କର ମୂଳମନ୍ତ୍ର ପାଠ କରନ୍ତୁ

ମିଥୁନ :- 

Gemini
  • ମୃଗଶିରା - ବ୍ୟବସାୟରେ ଉନ୍ନତି ପାଇଁ ନୂଆ ପଥ ଖୋଲିବ
  • ଆଦ୍ରା - ପାରିପାରିକ ଜୀବନ ସୁଖକର ହୋଇପାରେ
  • ପୁନର୍ବସୁ - ସଫଳତା ପାଇଁ ପ୍ରୟାସ ଜାରି ରଖନ୍ତୁ

ପ୍ରତିକାର – ବୁଧଙ୍କର ମନ୍ତ୍ର ଓଁ ବୁଧାୟ ନମଃ ପାଠ କରନ୍ତୁ

କର୍କଟ :- 

Cancer
  • ପୁନର୍ବସୁ - ଜମି , ଦଲାଲ୍‌ଙ୍କୁ ଯଥେଷ୍ଟ ଲାଭ ମିଳିବ
  • ପୁଷ୍ୟା – ବନ୍ଧୁଙ୍କ ସହିତ ସିନେମା ଦେଖିବାର ଯୋଜନା କରିବେ
  • ଅଶ୍ଳେଷା - ବିବାହିତଙ୍କ ପାଇଁ ଦିନଟି ଶୁଭ ରହିବ

ପ୍ରତିକାର – ସକାଳୁ ଉଠି ସ୍ନାନସାରି ନିଜ ମାଙ୍କର ପାଦ ସ୍ପର୍ଶ କରନ୍ତୁ

ସିଂହ :- 

Leo
  • ମଘା –ଆପଣଙ୍କର ଆତ୍ମ ବିଶ୍ୱାସ ଦେଖି କର୍ତୁପକ୍ଷ ଖୁସି ହେବେ
  • ପୂ , ଫାଲଗୁନୀ - ଜୀବନ ସାଥିଙ୍କ ପାଖରେ ଅଧିକ ସମୟ ବିତାଇବେ
  • ଉ ,ଫାଲଗୁନୀ – ସମାଜ ସେବାରେ ମନ ବଳାଇବେ

ପ୍ରତିକାର – ଇଷ୍ଟ ଦେବୀ ମାତଙ୍ଗୀଙ୍କର ପୂଜାର୍ଚ୍ଚନା କରନ୍ତୁ

କନ୍ୟା :- 

Virgo
  • ଉ , ଫାଲଗୁନୀ – ଧାର ଦେଇଥିବା ପଇସା ଫେରସ୍ତ ପାଇବେ
  • ହସ୍ତା –ପରିବାରରେ ନୂଆ ଦାୟିତ୍ୱ ଗ୍ରହଣ କରିବେ
  • ଚିତ୍ରା – ବୁଝି ବିଚାରି ସମସ୍ୟାର ସମାଧାନ କରିବେ

ପ୍ରତିକାର - ବିଷ୍ଣୁ ସହସ୍ର ନାମ ପାଠ କରନ୍ତୁ

ତୁଳା :- 

Libra
  • ଚିତ୍ରା – ବିରୋଧୀ ସମ୍ମୁଖକୁ ଆସିବାକୁ ଭୟ କରିବେ
  • ସ୍ୱାତୀ – ବ୍ୟବସାୟରେ ବୁଝିବିଚାରି ଭାଗିଦାରି କରନ୍ତୁ
  • ବିଶାଖା – କଥା କଥାରେ ଆପଣଙ୍କୁ କ୍ରୋଧ ଆସିପାରେ

ପ୍ରତିକାର – ସକାଳୁ କିଛି ପଶୁ, ପକ୍ଷୀଙ୍କୁ ଖାଇବାକୁ ଦେଇ ଦିନ ଆରମ୍ଭ କରନ୍ତୁ

ବିଛା :- 

Scorpio
  • ବିଶାଖା –ନିଜର ସଫଳତା ପଛରେ କାହାରିକୁ ଆସିବାକୁ ଦିଅନ୍ତୁ ନାହିଁ
  • ଅନୁରାଧା – ଭାବିଚିନ୍ତି ପୁଞିନିବେଶ କରନ୍ତୁ
  • ଜ୍ୟେଷ୍ଠା –ଆପଣଙ୍କ କାମରେ ଗତିରୋଧ ଆସିପାରେ

ପ୍ରତିକାର – ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ

ଧନୁ :- 

Sagittarius
  • ମୂଳା –ଅନ୍ୟ ମାନଙ୍କ ସହିତ ଭଲ ତାଳ ମେଳ ରହିବ
  • ପୂ , ଷାଢା – ସନ୍ତାନଙ୍କ ସଫଳତା ଦେଖି ଆପଣ ଖୁସି ଅନୁଭବ କରିବେ
  • ଉ , ଷାଢା –ଅଚାନକ ଧନ ଲାଭ ହୋଇପାରେ

ପ୍ରତିକାର – ଶ୍ରୀ ରାମ ରକ୍ଷା ସ୍ତୋତ୍ର ପାଠ କରନ୍ତୁ

ମକର :- 

Capricorn
  • ଉ , ଷାଢା - ଆତ୍ମ ବିଶ୍ୱାସ ଓ ଆଶାକୁ ନେଇ ଆଗକୁ ବଢିବେ
  • ଶ୍ରବଣା – ଲୋକଙ୍କ ସହିତ ଖୋଲା ମନରେ କଥା ହୁଅନ୍ତୁ
  • ଧନିଷ୍ଠା – କାର୍ଯ୍ୟରେ ନୂଆ ଉପାୟ ପ୍ରୟୋଗ କରିବାକୁ ଚେଷ୍ଟା କରିବେ

ପ୍ରତିକାର – ମା କାଳୀଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ

କୁମ୍ଭ :- 

Aquarius
  • ଧନିଷ୍ଠା – ତରବରିଆ ଭାବେ ନିସ୍ପତି ନିଅନ୍ତୁ ନାହିଁ
  • ଶତଭିଷା – ପୂର୍ବ ସମସ୍ୟା ଆପଣଙ୍କ ଆଗରେ ଉଭା ହୋଇପାରେ
  • ପୂ , ଭାଦ୍ରପଦ – ଆର୍ଥିକ ପକ୍ଷ ଦୁର୍ବଳ ହୋଇପାରେ

ପ୍ରତିକାର – ମହାମୃତ୍ୟୁଞୟ ମନ୍ତ୍ର ପାଠ କରି ଦିନ ଅରମ୍ଭ କରନ୍ତୁ

ମୀନ :- 

Pisces
  • ପୂ , ଭାଦ୍ରପଦ -ଅଧିକ ପରିଶ୍ରମ କରିଲେ ଜରୁରୀ କାମ ପୁରା ହୋଇଯିବ
  • ଉ , ଭଦ୍ରପଦ - ଜୀବନ ସାଥିଙ୍କ ସହିତ ଅଧିକ ସମୟ ବିତାଇବେ
  • ରେବତୀ – ତର୍କ ଶକ୍ତିକୁ ଆପଣ ମଜବୁତ କରି ରଖନ୍ତୁ

ପ୍ରତିକାର – ସକାଳୁ ଗୁରୁଜନଙ୍କୁ ପ୍ରଣାମ କରନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-୯୪୩୯୦୫୦୦୯୯, ୯୨୩୮୩୯୭୧୦୦)

OTV is now on Whatsapp

Join and get latest news update delivered to you via whatsapp

Join Now