Today Panchang 25th Feb 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ...

କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ମଙ୍ଗଳବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

Panchang

କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ମଙ୍ଗଳବାର । ଚନ୍ଦ୍ର- ମକର ଅହୋରାତ୍ର,ତିଥି- ୧୨ଶୀ ଦିବା ୧୨.୪୭ ଗତେ ୧୩ଶୀ,ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର,ଘାତବାର- ମକର ରାଶିର,ପୁଷ୍କର ଦୋଷ- ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୧୨.୪୭ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୬.୩୦ ଗତେ ୧ ପାଦ-କୃଷିହାନି-ଭୂମିଦାନ ।

ଶୁଭସମୟ:

ଦିବା- ୦୯.୦୬ ରୁ ୧୦.୫୦

ଦିବା- ୦୧.୦୯ ରୁ ୦୧.୨୬

ଦିବା- ୦୪.୧୯ ରୁ ୦୫.୦୦

ସନ୍ଧ୍ୟା- ୦୫.୪୬ ରୁ ୦୬.୩୬

ରାତ୍ରି- ୦୯.୦୫ ରୁ ୧୧.୩୪

ରାତ୍ରି- ୦୨.୦୩ ରୁ ୦୩.୪୩

ଅଶୁଭସମୟ:

ରାହୁକାଳ- ଦିବା ୦୨.୫୩ ରୁ ୦୪.୧୯

କାଳବେଳା- ଦିବା ୦୧.୨୬ ରୁ ୦୨.୫୩

ବାରବେଳା- ପ୍ରାତଃ ୦୭.୩୯ ରୁ ୦୯.୦୬

କାଳରାତ୍ରି- ସନ୍ଧ୍ୟା ୦୭.୧୯ ରୁ ୦୮.୫୩