• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ଶନିବାର, ତିଥି –୧୦ ମୀ ଦିବା ୧୧/୨୭ ଗତେ ୧୧ ଶୀ, ଚନ୍ଦ୍ର – ବୃଷ ଅହୋରାତ୍ର, ଘାତ ଚନ୍ଦ୍ର- ବିଛା ରାଶିର ଅହୋରାତ୍ର, ଘାତ ବାର –ବୃଷ, ସିଂହ ଓ କନ୍ୟା ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୨ ପାଦ କୃଷ ଓ ବଂଶହାନି- ଭୂମି ଓ ତିଳକାଞନ ଦାନ ୦୭/୦୩ ଗତେ ୧ ପାଦ - କୃଷିହାନି- ଭୂମିଦାନ ।

ଶୁଭ ସମୟ :-

ଦିବା ୧୦/୧୫ ରୁ ୦୧/୧୧

ରାତ୍ରି ୦୮/୩୫ ରୁ ୧୦/୪୭

ରାତ୍ରି ୧୨/୧୫ ରୁ ୦୧/୪୩

ରାତ୍ରି ୦୨/୨୭ ରୁ ୦୩/୫୫

ଅଶୁଭ ସମୟ :-

ଋାହୁକାଳ - ଦିବା ୦୮/୩୭ ରୁ ୧୦/୧୫

କାଳବେଳା - ପ୍ରାତଃ ୦୫/୨୨ ରୁ ୦୭/୦୦ ଓ ଦିବା ୦୪/୪୫ ରୁ ୦୬/୨୩

ବାରବେଳା – ଦିବା ୦୧/୩୦ ରୁ ୦୩/୦୮

କାଳରାତ୍ରି - ସନ୍ଧ୍ୟା ୦୬/୨୩ ରୁ ୦୭/୪୫ ଓ ରାତ୍ରି ୦୪/୦୦ ରୁ ୦୫/୨୩

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ :- 

Aries
  • ଅଶ୍ୱନୀ – ବନ୍ଧୁ ମାନଙ୍କର ଅପପ୍ରଚାରରୁ ମାନସିକ ଅଶାନ୍ତି ଦେଖାଦେଇ ପାରେ
  • ଦ୍ୱିଜା – ପ୍ରତିବାଦର ସାମନା କରିବାକୁ ପଡିପାରେ
  • କୃତିକା – ବ୍ୟସ୍ତତା ଭିତରେ ସମୟ କାଟିବେ

ପ୍ରତିକାର - ଗାଇକୁ ଖାଇବାକୁ ଦିଅନ୍ତୁ

ବୃଷ :- 

Taurus
  • କୃତିକା - ସୁଖ ଓ ସ୍ୱାଚ୍ଛନ୍ଦ୍ୟ ତଥା ଭୋଗବିଳାସ ଭାଗୀ ହେବେ
  • ରୋହିଣୀ – ଅନ୍ୟକୁ ସହଯୋଗର ମନବୃତି ପୋଷଣ କରିବେ
  • ମୃଗଶିରା – ଭାତୃ କଳହ ଦୂରେଇ ଯିବ

ପ୍ରତିକାର –ପର୍ଶୁରାମଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ :- 

Gemini
  • ମୃଗଶିରା -ପ୍ରତ୍ୟେକ କ୍ଷେତ୍ରରେ ପ୍ରାଚୁର୍ଯ୍ୟ ବୋଧ କରିବ
  • ଆଦ୍ରା - କଳା ବିଦ୍ୟା ପ୍ରତି ଆଗ୍ରହ ସୃଷ୍ଟି ହୋଇପାରେ
  • ପୁନର୍ବସୁ - ଗୋପନୀୟ କାର୍ଯ୍ୟ ନିର୍ବାହ କରି ଉଦ୍ୱିଘ୍ନ ହେବେ

ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

କର୍କଟ:- 

Cancer
  • ପୁନର୍ବସୁ - ରାଜନୈତିକତା ଉତ୍ପରତା ବଢିବା ନିଶ୍ଚିନ୍ତତା ଅନୁଭବ କରିବେ
  • ପୁଷ୍ୟା – ଭୂମି ଲାଭର ସୂଚନା ମିଳିବ
  • ଅଶ୍ଳେଷା - ଆତ୍ମ ବିଶ୍ୱାସ ବଢିପାରେ

ପ୍ରତିକାର –ଅରୁଆ ଚାଉଳରେ ମହୁ ମିଶାଇ ଜଳରେ ଭସାୟି ଦିଅନ୍ତୁ

ସିଂହ :- 

Leo
  • ମଘା – କୈାଣସି ପଦ ବ୍ୟକ୍ତିଙ୍କ ସାନିଦ୍ଧ୍ୟ ପାଇ ପାରନ୍ତି
  • ପୂ , ଫାଲଗୁନୀ - ଆଶା କରିଥିବା ଦିଗରୁ ସାହାଯ୍ୟ ପାଇବେ
  • ଉ ,ଫାଲଗୁନୀ – ସ୍ୱାସ୍ଥ୍ୟ ସ୍ଥିତିରେ ସଂପୂର୍ଣ୍ଣ ଉନ୍ନତି ଦେଖାଦେବ

ପ୍ରତିକାର – ଶ୍ରୀ ମାତଙ୍ଗୀଙ୍କ ପୂଜା କରନ୍ତୁ

କନ୍ୟା :- 

Virgo
  • ଉ , ଫାଲଗୁନୀ – କରଦାତା ମାନଙ୍କର ଚାପ ବୃଦ୍ଧି ପାଇବ
  • ହସ୍ତା – ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ
  • ଚିତ୍ରା –ଅଧିକାଂଶ ସମୟ ପ୍ରତିକୂଳ ପରିସ୍ଥିତି ଦେଇ ଗତିକରିବ

ପ୍ରତିକାର - ନାରାୟଣଙ୍କୁ ତୁଳସୀ ପତ୍ର ଭୋଗ କରନ୍ତୁ

ତୁଳା :- 

Libra
  • ଚିତ୍ରା –ଆପଣଙ୍କ ବ୍ୟବହାର ଅନ୍ୟମାନଙ୍କୁ ଆଘାତ ଦେଇପାରେ
  • ସ୍ୱାତୀ –ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ
  • ବିଶାଖା – ସନ୍ଦେହ ଓ ଭୁଲ ବୁଝାବଣାରୁ ପାରିବାରିକ କଳହ ସୃଷ୍ଟି ହୋଇପାରେ

ପ୍ରତିକାର – ଭାର୍ଗବୀଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ବିଛା :- 

Scorpio
  • ବିଶାଖା – ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଓ କୂଟନୀତି ପ୍ରୟୋଗ କରି କାମ ହାସଲ କରିବେ
  • ଅନୁରାଧା –ପୁରୁଣା କଥା ଭୁଲି ସଂପର୍କ ରକ୍ଷା କରିବେ
  • ଜ୍ୟେଷ୍ଠା – ପୂର୍ବରୁ ସ୍ଥିର କରିଥିବା ସ୍ଥାନକୁ ଯାତ୍ରା କରିପାରନ୍ତି

ପ୍ରତିକାର –ନୃସିଂହଙ୍କର ପୂଜାର୍ଚ୍ଚନା କରନ୍ତୁ

ଧନୁ :-  

Sagittarius
  • ମୂଳା – କର୍ମ କ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ତାହାକୁ ଠିକ୍ ଭାବରେ ସାମ୍ନା କରିବାର ସାହାସ ରଖି କୃତକାର୍ଯ୍ୟ ହେବେ
  • ପୂ , ଷାଢା – ଛାତ୍ର, ଛାତ୍ରୀ ମାନେ ପଢା ପଢିରେ ମନ ନିବେଶ କରିବେ
  • ଉ , ଷାଢା –ନୂତନ ବନ୍ଧୁ ସଂପର୍କ ଯୋଡିବା ପାଇ ଚେଷ୍ଟା କରିବେ

ପ୍ରତିକାର - ଗୁରୁଜନ ମାନଙ୍କର ଆଜ୍ଞା ପାଳନ କରନ୍ତୁ

ମକର :- 

Capricorn
  • ଉ , ଷାଢା - ଉଦ୍ୟମରେ ଅହେତୁକ ବାଧାବିଘ୍ନ ଦେଇ ଗତି କରିପାରନ୍ତି
  • ଶ୍ରବଣା – ସାଂସାରିକ ଜୀବନରେ ଚିନ୍ତାରେ ରହିବେ
  • ଧନିଷ୍ଠା – ସପଂର୍କ ଓ ସନ୍ତାନ ମଧ୍ୟରେ ବ୍ୟତିକ୍ରମ ଘଟିବାର ଆଶଙ୍କା ରହିଛି

ପ୍ରତିକାର – ସକାଳୁ ଗାଧୋଇ ସାରି ବରଗଛ ମୂଳରେ କ୍ଷୀର ଢାଳନ୍ତୁ

କୁମ୍ଭ:- 

Aquarius
  • ଧନିଷ୍ଠା – ଯୋଗ୍ୟତା ଅନୁସାରେ କୈାଣସି ଉଚ୍ଚ ପଦବୀ ମିଳିପାରେ
  • ଶତଭିଷା – ବହୁ ଭ୍ରମଣ କରିବା ସୁଯୋଗ ପାଇବେ
  • ପୂ , ଭାଦ୍ରପଦ – କୃତିତ୍ୱ ହେତୁ ସମ୍ମାନିତ ହୋଇପାରନ୍ତି

ପ୍ରତିକାର – ଶନିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ମୀନ :- 

Pisces
  • ପୂ , ଭାଦ୍ରପଦ - ବିଦ୍ୟାର୍ଥୀ ମାନେ ଏକାଗ୍ରତା ରକ୍ଷା କରିବେ
  • ଉ , ଭଦ୍ରପଦ - କିଛି ନୂତନ କାର୍ଯ୍ୟ ଆରମ୍ଭ କରିବେ
  • ରେବତୀ – ମାନସିକ ସ୍ତରରେ ଉନ୍ନତି ଆସିବ

ପ୍ରତିକାର – ବୃହସ୍ପତିଙ୍କର ମନ୍ତ୍ରକୁ ୨୧ ଥର ପାଠ କରନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-୯୪୩୯୦୫୦୦୯୯, ୯୨୩୮୩୯୭୧୦୦)