ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ଶନିବାର, ତିଥି –୧୦ ମୀ ଦିବା ୧୧/୨୭ ଗତେ ୧୧ ଶୀ, ଚନ୍ଦ୍ର – ବୃଷ ଅହୋରାତ୍ର, ଘାତ ଚନ୍ଦ୍ର- ବିଛା ରାଶିର ଅହୋରାତ୍ର, ଘାତ ବାର –ବୃଷ, ସିଂହ ଓ କନ୍ୟା ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୨ ପାଦ କୃଷ ଓ ବଂଶହାନି- ଭୂମି ଓ ତିଳକାଞନ ଦାନ ୦୭/୦୩ ଗତେ ୧ ପାଦ - କୃଷିହାନି- ଭୂମିଦାନ ।
ଶୁଭ ସମୟ :-
ଦିବା ୧୦/୧୫ ରୁ ୦୧/୧୧
ରାତ୍ରି ୦୮/୩୫ ରୁ ୧୦/୪୭
ରାତ୍ରି ୧୨/୧୫ ରୁ ୦୧/୪୩
ରାତ୍ରି ୦୨/୨୭ ରୁ ୦୩/୫୫
ଅଶୁଭ ସମୟ :-
ଋାହୁକାଳ - ଦିବା ୦୮/୩୭ ରୁ ୧୦/୧୫
କାଳବେଳା - ପ୍ରାତଃ ୦୫/୨୨ ରୁ ୦୭/୦୦ ଓ ଦିବା ୦୪/୪୫ ରୁ ୦୬/୨୩
ବାରବେଳା – ଦିବା ୦୧/୩୦ ରୁ ୦୩/୦୮
କାଳରାତ୍ରି - ସନ୍ଧ୍ୟା ୦୬/୨୩ ରୁ ୦୭/୪୫ ଓ ରାତ୍ରି ୦୪/୦୦ ରୁ ୦୫/୨୩
ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ମେଷ :-
- ଅଶ୍ୱନୀ – ବନ୍ଧୁ ମାନଙ୍କର ଅପପ୍ରଚାରରୁ ମାନସିକ ଅଶାନ୍ତି ଦେଖାଦେଇ ପାରେ
- ଦ୍ୱିଜା – ପ୍ରତିବାଦର ସାମନା କରିବାକୁ ପଡିପାରେ
- କୃତିକା – ବ୍ୟସ୍ତତା ଭିତରେ ସମୟ କାଟିବେ
ପ୍ରତିକାର - ଗାଇକୁ ଖାଇବାକୁ ଦିଅନ୍ତୁ
ବୃଷ :-
- କୃତିକା - ସୁଖ ଓ ସ୍ୱାଚ୍ଛନ୍ଦ୍ୟ ତଥା ଭୋଗବିଳାସ ଭାଗୀ ହେବେ
- ରୋହିଣୀ – ଅନ୍ୟକୁ ସହଯୋଗର ମନବୃତି ପୋଷଣ କରିବେ
- ମୃଗଶିରା – ଭାତୃ କଳହ ଦୂରେଇ ଯିବ
ପ୍ରତିକାର –ପର୍ଶୁରାମଙ୍କର ପୂଜାର୍ଚ୍ଚନା କରନ୍ତୁ
ମିଥୁନ :-
- ମୃଗଶିରା -ପ୍ରତ୍ୟେକ କ୍ଷେତ୍ରରେ ପ୍ରାଚୁର୍ଯ୍ୟ ବୋଧ କରିବ
- ଆଦ୍ରା - କଳା ବିଦ୍ୟା ପ୍ରତି ଆଗ୍ରହ ସୃଷ୍ଟି ହୋଇପାରେ
- ପୁନର୍ବସୁ - ଗୋପନୀୟ କାର୍ଯ୍ୟ ନିର୍ବାହ କରି ଉଦ୍ୱିଘ୍ନ ହେବେ
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
କର୍କଟ:-
- ପୁନର୍ବସୁ - ରାଜନୈତିକତା ଉତ୍ପରତା ବଢିବା ନିଶ୍ଚିନ୍ତତା ଅନୁଭବ କରିବେ
- ପୁଷ୍ୟା – ଭୂମି ଲାଭର ସୂଚନା ମିଳିବ
- ଅଶ୍ଳେଷା - ଆତ୍ମ ବିଶ୍ୱାସ ବଢିପାରେ
ପ୍ରତିକାର –ଅରୁଆ ଚାଉଳରେ ମହୁ ମିଶାଇ ଜଳରେ ଭସାୟି ଦିଅନ୍ତୁ
ସିଂହ :-
- ମଘା – କୈାଣସି ପଦ ବ୍ୟକ୍ତିଙ୍କ ସାନିଦ୍ଧ୍ୟ ପାଇ ପାରନ୍ତି
- ପୂ , ଫାଲଗୁନୀ - ଆଶା କରିଥିବା ଦିଗରୁ ସାହାଯ୍ୟ ପାଇବେ
- ଉ ,ଫାଲଗୁନୀ – ସ୍ୱାସ୍ଥ୍ୟ ସ୍ଥିତିରେ ସଂପୂର୍ଣ୍ଣ ଉନ୍ନତି ଦେଖାଦେବ
ପ୍ରତିକାର – ଶ୍ରୀ ମାତଙ୍ଗୀଙ୍କ ପୂଜା କରନ୍ତୁ
କନ୍ୟା :-
- ଉ , ଫାଲଗୁନୀ – କରଦାତା ମାନଙ୍କର ଚାପ ବୃଦ୍ଧି ପାଇବ
- ହସ୍ତା – ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ
- ଚିତ୍ରା –ଅଧିକାଂଶ ସମୟ ପ୍ରତିକୂଳ ପରିସ୍ଥିତି ଦେଇ ଗତିକରିବ
ପ୍ରତିକାର - ନାରାୟଣଙ୍କୁ ତୁଳସୀ ପତ୍ର ଭୋଗ କରନ୍ତୁ
ତୁଳା :-
- ଚିତ୍ରା –ଆପଣଙ୍କ ବ୍ୟବହାର ଅନ୍ୟମାନଙ୍କୁ ଆଘାତ ଦେଇପାରେ
- ସ୍ୱାତୀ –ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ
- ବିଶାଖା – ସନ୍ଦେହ ଓ ଭୁଲ ବୁଝାବଣାରୁ ପାରିବାରିକ କଳହ ସୃଷ୍ଟି ହୋଇପାରେ
ପ୍ରତିକାର – ଭାର୍ଗବୀଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ବିଛା :-
- ବିଶାଖା – ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଓ କୂଟନୀତି ପ୍ରୟୋଗ କରି କାମ ହାସଲ କରିବେ
- ଅନୁରାଧା –ପୁରୁଣା କଥା ଭୁଲି ସଂପର୍କ ରକ୍ଷା କରିବେ
- ଜ୍ୟେଷ୍ଠା – ପୂର୍ବରୁ ସ୍ଥିର କରିଥିବା ସ୍ଥାନକୁ ଯାତ୍ରା କରିପାରନ୍ତି
ପ୍ରତିକାର –ନୃସିଂହଙ୍କର ପୂଜାର୍ଚ୍ଚନା କରନ୍ତୁ
ଧନୁ :-
- ମୂଳା – କର୍ମ କ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ତାହାକୁ ଠିକ୍ ଭାବରେ ସାମ୍ନା କରିବାର ସାହାସ ରଖି କୃତକାର୍ଯ୍ୟ ହେବେ
- ପୂ , ଷାଢା – ଛାତ୍ର, ଛାତ୍ରୀ ମାନେ ପଢା ପଢିରେ ମନ ନିବେଶ କରିବେ
- ଉ , ଷାଢା –ନୂତନ ବନ୍ଧୁ ସଂପର୍କ ଯୋଡିବା ପାଇ ଚେଷ୍ଟା କରିବେ
ପ୍ରତିକାର - ଗୁରୁଜନ ମାନଙ୍କର ଆଜ୍ଞା ପାଳନ କରନ୍ତୁ
ମକର :-
- ଉ , ଷାଢା - ଉଦ୍ୟମରେ ଅହେତୁକ ବାଧାବିଘ୍ନ ଦେଇ ଗତି କରିପାରନ୍ତି
- ଶ୍ରବଣା – ସାଂସାରିକ ଜୀବନରେ ଚିନ୍ତାରେ ରହିବେ
- ଧନିଷ୍ଠା – ସପଂର୍କ ଓ ସନ୍ତାନ ମଧ୍ୟରେ ବ୍ୟତିକ୍ରମ ଘଟିବାର ଆଶଙ୍କା ରହିଛି
ପ୍ରତିକାର – ସକାଳୁ ଗାଧୋଇ ସାରି ବରଗଛ ମୂଳରେ କ୍ଷୀର ଢାଳନ୍ତୁ
କୁମ୍ଭ:-
- ଧନିଷ୍ଠା – ଯୋଗ୍ୟତା ଅନୁସାରେ କୈାଣସି ଉଚ୍ଚ ପଦବୀ ମିଳିପାରେ
- ଶତଭିଷା – ବହୁ ଭ୍ରମଣ କରିବା ସୁଯୋଗ ପାଇବେ
- ପୂ , ଭାଦ୍ରପଦ – କୃତିତ୍ୱ ହେତୁ ସମ୍ମାନିତ ହୋଇପାରନ୍ତି
ପ୍ରତିକାର – ଶନିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ମୀନ :-
- ପୂ , ଭାଦ୍ରପଦ - ବିଦ୍ୟାର୍ଥୀ ମାନେ ଏକାଗ୍ରତା ରକ୍ଷା କରିବେ
- ଉ , ଭଦ୍ରପଦ - କିଛି ନୂତନ କାର୍ଯ୍ୟ ଆରମ୍ଭ କରିବେ
- ରେବତୀ – ମାନସିକ ସ୍ତରରେ ଉନ୍ନତି ଆସିବ
ପ୍ରତିକାର – ବୃହସ୍ପତିଙ୍କର ମନ୍ତ୍ରକୁ ୨୧ ଥର ପାଠ କରନ୍ତୁ
(ଜ୍ୟୋତିର୍ବିଦ୍ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-୯୪୩୯୦୫୦୦୯୯, ୯୨୩୮୩୯୭୧୦୦)