• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ରବିବାର, ତିଥି – ୬ଷ୍ଠୀ ରାତ୍ରି ୧୦/୧୮ ଗତେ ୭ମୀ, ଚନ୍ଦ୍ର – କୁମ୍ଭ ରାଶିର ଅହୋରାତ୍ର,ଘାତ ଚନ୍ଦ୍ର- ମିଥୁନ, ମୀନ ରାଶିର ଅହୋରାତ୍ର, ଘାତ ବାର – ମେଷ ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷ- ହାନି-ଭୂମିଦାନ ରାତ୍ରି ୧୦/୧୮ ଗତେ ୨ ପାଦ-କୃଷି- ପଶୁହାନି- ଭୂମି ଓ ଅନ୍ନଦାନ ନିଶାନ୍ତ ୦୪/୫୩ ଗତେ ୩ ପାଦ - ବଂଶହାନି- ତିଳକାଞନ ଦାନ ।

ଶୁଭ ସମୟ :-

ପ୍ରାତଃ ୦୭/୫୭ ରୁ ୦୯/୩୬

ଦିବା ୦୯/୨୭ ରୁ ୦୨/୫୨

ସନ୍ଧ୍ୟା ୦୪/୩୮ ରୁ ୦୪/୪୪

ରାତ୍ରି ୦୬/୨୩ ରୁ ୦୭/୫୦

ରାତ୍ରି ୧୦/୪୩ ରୁ ୧୨/୫୨

ଅଶୁଭ ସମୟ :-ଋାହୁକାଳ –

ଦିବା ୦୪/୪୪ ରୁ ୦୬/୨୩

କାଳବେଳା - ଦିବା ୦୪/୪୪ ରୁ ୦୧/୨୭

ବାରବେଳା – ଦିବା ୧୦/୦୯ ରୁ ୧୧/୪୮

କାଳରାତ୍ରି - ରାତ୍ରି ୦୧/୦୯ ରୁ ୦୨/୩୦

ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ ଓ କ'ଣ ରହିଛି ଆପଣଙ୍କ ରାଶିରେ..

ମେଷ :- 

Aries
  • ଅଶ୍ୱନୀ – ଘରର ବୟୋଜ୍ୟେଷ୍ଠଙ୍କର ପାରାମର୍ଶ ନେଇ କାର୍ଯ୍ୟ କରିଲେ ସଫଳତା ପାଇବେ
  • ଦ୍ୱିଜା – ଆର୍ଥିକ ସ୍ଥିତି ମଜବୁତ ରହିବ
  • କୃତିକା – ଛାତ୍ର ଭବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତ କରି ପାଠ ପଢନ୍ତୁ

ପ୍ରତିକାର - ମା ମଙ୍ଗଳାଙ୍କର ପୂଜା ପାଠ କରନ୍ତୁ

ବୃଷ :- 

Taurus
  • କୃତିକା - ବୈଜ୍ଞାନିକଙ୍କୁ କୈାଣସି ବଡ ସଫଳତା ମିଳିବ
  • ରୋହିଣୀ – ଲୋକ ମାନେ ଆପଣଙ୍କ ଜ୍ଞାନ ଦ୍ୱାରା ପ୍ରଭାବିତ ହେବେ
  • ମୃଗଶିରା – ପାରିପାରିକ ସମସ୍ୟାର ସମାଧାନ ହୋଇଯିବ

ପ୍ରତିକାର – ନଡିଆରେ ଚନ୍ଦନ ଟିପା ଲଗାଇ ଜଳରେ ଭସାଇ ଦିଅନ୍ତୁ

ମିଥୁନ :-

Gemini
  • ମୃଗଶିରା - ଖର୍ଚ୍ଛ ହ୍ରାସ ପାଇଁ ଚେଷ୍ଟା କରନ୍ତୁ ନଚେତ ଅସୁବିଧାରେ ପଡିବେ
  • ଆଦ୍ରା - ବ୍ୟବସାୟୀ ନିଜ କାଗଜ ପତ୍ର ସମ୍ଭାଳି ଋଖନ୍ତୁ
  • ପୁନର୍ବସୁ – କ୍ରୋଧକୁ ନିୟଣନ୍ତ୍ରରେ ନରଖିଲେ ଅସୁବିଧାରେ ପଡିବେ

ପ୍ରତିକାର – କିଛି ମୁଗଡାଲି ବିଷ୍ଣୁଙ୍କ ମନ୍ଦିରରେ ଦାନ କରନ୍ତୁ

କର୍କଟ :-

Cancer
  • ପୁନର୍ବସୁ - ଚାକିରିଆଙ୍କ କାମରେ ବୋଝ ଅଧିକ ରହିବ
  • ପୁଷ୍ୟା – ପରିବାରରେ ତିକ୍ତତା ଦେଖାଦେଇ ପାରେ
  • ଅଶ୍ଳେଷା – କାହାରିକୁ ଧାର ଦିଅନ୍ତୁ ନାହିଁ

ପ୍ରତିକାର – ଧଳା ରଙ୍ଗର ମାଛକୁ ଖାଦ୍ୟ ଦେଇ ଦିନ ଆରମ୍ଭ କରନ୍ତୁ

ସିଂହ :-

Leo
  • ମଘା – ଧ୍ୟାନ ଜପରେ ମନ ନିବେଶ କରିବେ
  • ପୂ , ଫାଲଗୁନୀ - ଅଫିସରେ ସମସ୍ତଙ୍କ ସହିତ ଭଲ ସପଂର୍କ ରହିବ
  • ଉ ,ଫାଲଗୁନୀ – ବ୍ୟବସାୟ କରିବା ଲାଗି ଦିନଟି ଭଲ ରହିବ

ପ୍ରତିକାର – ଲାଲ ମୁହା ମାଙ୍କଡକୁ ଗୁଡ ଖାଇବାକୁ ଦିଅନ୍ତୁ

କନ୍ୟା :-

Virgo
  • ଉ , ଫାଲଗୁନୀ - କିଛି ଲୋକଙ୍କ ଠାରୁ ଆଶାଠୁ ଅଧିକ ଲାଭ ମିଳିବ
  • ହସ୍ତା - ଦାମ୍ପତ୍ୟ ଜୀବନ ସୁଖମୟ ରହିବ
  • ଚିତ୍ରା – କାରବାର ବୃଦ୍ଧି ଲାଗି ଭଲ ପରାମର୍ଶ ମିଳିବ

ପ୍ରତିକାର – ୧ ଖଣ୍ଡ ମଗଜ ପଥର ୭ଟି ମୁଗ ପତ୍ର ଦାନା ଏକ ସବୁଜ ରଙ୍ଗର ପତ୍ରରେ ଜଳରେ ଭସାଇ ଦିଅନ୍ତୁ

ତୁଳା :-

Libra
  • ଚିତ୍ରା – ପୂର୍ବ କଥାକୁ ନେଇ ଚିନ୍ତାରେ ରହିବେ
  • ସ୍ୱାତୀ – କୈାଣସି ସପଂର୍କୀୟ ଆପଣଙ୍କୁ ଧାର ମାଗିପାରନ୍ତି
  • ବିଶାଖା – ସାବଧାନ ରୁହନ୍ତୁ ସଡକ ଦୁର୍ଘଟଣା ହୋଇପାରେ

ପ୍ରତିକାର – ଦହି, ଅରୁଆ ଚାଉଳ ମନ୍ଦିରରେ ଦାନ କରନ୍ତୁ

ବିଛା :-

Scorpio
  • ବିଶାଖା – ସରକାରି କ୍ଷେତ୍ରରେ ପ୍ରୋତ୍ସାହନ ମିଳିପାରେ
  • ଅନୁରାଧା - ଲୁଗା ବ୍ୟବସାୟୀ ଲାଗି ଦିନଟି ଭଲ ରହିବ
  • ଜ୍ୟେଷ୍ଠା – ଜୀବନରେ ନୂଆ ପ୍ରେମ ସପଂର୍କ ଆରମ୍ଭ ହୋଇପାରେ

ପ୍ରତିକାର – ସକାଳୁ ସୂର୍ଯ୍ୟ ଦେବତାକୁ ଜଳ ଅର୍ପଣ କରନ୍ତୁ

ଧନୁ :-

Sagittarius
  • ମୂଳା – ନୂଆ କାମର ସନ୍ଧାନ ମିଳିପାରେ
  • ପୂ , ଷାଢା – ଅଳଙ୍କାର କ୍ରୟ କରିବାର ସୁଯୋଗ ପାଇବେ
  • ଉ , ଷାଢା – ଭବିଷ୍ୟତ ଲାଗି ନୂଆ ଯୋଜନା କରିବେ

ପ୍ରତିକାର – ଗୁରୁଜନ ମାନଙ୍କୁ ଅପମାନ କରନ୍ତୁ ନାହିଁ ତାଙ୍କର ଆଜ୍ଞା ପାଳନ କରନ୍ତୁ

ମକର :-

Capricorn
  • ଉ , ଷାଢା - ଛାତ୍ରଛାତ୍ରୀ ଆଜି ପରିଶ୍ରମ କରିବାକୁ ପଡିବ
  • ଶ୍ରବଣା – ଜମିଜମାକୁ ନେଇ ଗଣ୍ଡେଗୋଳ ସୃଷ୍ଟି ହୋଇପାରେ
  • ଧନିଷ୍ଠା – ସାବଧାନ ରୁହନ୍ତୁ ଠକାମିରେ ପଡିପାରନ୍ତି

ପ୍ରତିକାର – କୋଇଲା ଖଣ୍ଡ ନେଇ କୌଣସି ରୋଷୋଇ ହେଉଥିବା ଧର୍ମ ସ୍ଥାନରେ ଦିଅନ୍ତୁ

କୁମ୍ଭ :-

Aquarius
  • ଧନିଷ୍ଠା - ଛାତ୍ରିଙ୍କ କ୍ୟାରିଅରେ ନୂଆ ମୋଡ ଆସିପାରେ
  • ଶତଭିଷା – ଘରକୁ ବନ୍ଧୁ ଆସିବା ହେତୁ ଖୁସିର ମାହୋଲ ରହିବ
  • ପୂ , ଭାଦ୍ରପଦ – ସ୍ୱାଦିଷ୍ଟ ଖାଦ୍ୟ ଖାଇବାର ସୁଯୋଗ ପାଇବେ

ପ୍ରତିକାର – ରାହୁଙ୍କର ମନ୍ତ୍ର ପାଠ କରନ୍ତୁ ।

ମୀନ :-

Pisces
  • ପୂ , ଭାଦ୍ରପଦ - କାର୍ଯ୍ୟ କ୍ଷେତ୍ରରେ ମନ ପ୍ରାଣ ଢାଳି କାମ କରିବେ
  • ଉ , ଭଦ୍ରପଦ - ଭାଗ୍ୟର ପୁରା ସହଯୋଗ ପାଇବେ
  • ରେବତୀ – ପରିବାରରେ ବିଶ୍ୱାସ ବଢିବ

ପ୍ରତିକାର – ଗୌର ବର୍ଣ୍ଣ ବ୍ରାହ୍ମଣର ସେବା କରନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)