ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ। ଇଂରାଜୀରେ ୧୮ ତାରିଖ ସୋମବାର।
ତିଥି- ୫ମୀ ଦିବା ୦୮/୫୫ ଗତେ ୬ଷ୍ଠୀ
ଚନ୍ଦ୍ର– କୁମ୍ଭ ପ୍ରାତଃ ୦୬/୩୫ ଗତେ ମୀନ
ଘାତ ଚନ୍ଦ୍ର- ମିଥୁନ, ମୀନ ରାଶିର ,ପ୍ରାତଃ ୦୬/୩୫ ଗତେ ଧନୁ ରାଶିର
ଘାତ ବାର – ମିଥୁୁନ ରାଶିର
ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୁଟୁମ୍ଭହାନି- ତିଳକାଞନ ଦାନ ଦିବା ୧୨/୨୫ ପର୍ଯ୍ୟନ୍ତ
ଶୁଭ ସମୟ-
ପ୍ରାତଃ ୦୫/୨୧ ରୁ ୦୬/୫୮
ଦିବା ୧୦/୩୪ ରୁ ୦୧/୧୧
ଦିବା ୦୪/୪୬ ରୁ ୦୫/୩୨
ସନ୍ଧ୍ୟା ୦୭/୦୮ ରୁ ୦୯/୧୯
ରାତ୍ରି ୧୧/୫୩ ରୁ ୦୨/୨୬
ଅଶୁଭ ସମୟ
ଋାହୁକାଳ - ପ୍ରାତଃ ୦୬/୫୮ ରୁ ୦୮/୩୬
କାଳବେଳା - ପ୍ରାତଃ ୦୬/୫୮ ରୁ ୦୮/୩୬
ବାରବେଳା – ଦିବା ୦୩/୦୮ ରୁ ୦୪/୪୬
କାଳରାତ୍ରି – ରାତ୍ରି ୧୦/୩୦ ରୁ ୧୧/୫୩
ଆଜିର ରାଶିଫଳ-
ମେଷ:
ଅଶ୍ୱନୀ – ପରିଶ୍ରମରେ ବିଫଳତା, ଭୟ ଓ ଆଶଙ୍କା ଦେଖା ଦେବ
ଦ୍ୱିଜା – ଚାକିରୀ କ୍ଷେତ୍ରରେ ଶତୃବୃଦ୍ଧି ଦେଖା ଦେଇପାରେ
କୃତିକା – ଶାରୀରିକ ପିଡା ଭୋଗ କରି ପାରନ୍ତି
ପ୍ରତିକାର - ନୃସିଂହଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ
ବୃଷ:
କୃତିକା - ଗୃହିଣୀ ମାନେ କର୍ତବ୍ୟପରିୟଣ ରହିବେ
ରୋହିଣୀ – ଧୈର୍ଯ୍ୟ ଓ ସହନଶୀଳତା ସମ୍ବଳ କରି ଲକ୍ଷ୍ୟ ସାଧନ ଦିଗରେ ଆଗେଇ ଚାଲିବେ
ମୃଗଶିରା – ଦୈନଦିନ ଜୀବନଟି ମୋଟାମୋଟି ଭାବେ ବିତାଇବେ
ପ୍ରତିକାର – ଶ୍ରୀ ପର୍ଶୁରାମଙ୍କର ଫଟକୁ ପୂଜା କରନ୍ତୁ
ମିଥୁନ:
ମୃଗଶିରା - ବ୍ୟବସାୟରେ ବାକି ପଡିଥିବା ପଇସା ପାଇବେ
ଆଦ୍ରା - ଠିକ ସମୟରେ କାମ ଆରମ୍ଭ କରନ୍ତୁ ସଫଳତା ପାଇବେ
ପୁନର୍ବସୁ - ବୈବାହିକ ଜୀବନରେ ମଧୟରତା ଆସିପାରେ
ପ୍ରତିକାର – ତ୍ରିପୁରା ସିନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ
କର୍କଟ:
ପୁନର୍ବସୁ - ଯାତ୍ରା ସମୟରେ ଦୁର୍ଘଟଣା ହେବାର ସମ୍ଭାବନା ଦେଖାଦେଇ ପାରେ
ପୁଷ୍ୟା – ସବୁ ଭଲ କାମରେ ବିଳମ୍ବିତ ପ୍ରକ୍ରିୟା ଲାଗି ରହିବ
ଅଶ୍ଳେଷା - ହଜମ ଜନୀତ ସମସ୍ୟା ଦେଖା ଦେଇପାରେ
ପ୍ରତିକାର – ମା ଭୂବନେଶୂରୀଙ୍କ ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ
ସିଂହ:
ମଘା – ଆପଣଙ୍କ କାମରେ ଅନ୍ୟ ମାନଙ୍କୁ ଖୁସି କରିପାରିବେ
ପୂ , ଫାଲଗୁନୀ - ଆଥିକ ସ୍ଥିତି ସୁଦୃଢ ରହିବ
ଉ ,ଫାଲଗୁନୀ – ନୂତନ ଯାନବାହନ କ୍ରୟ କରିବାରେ ଆଗ୍ରହି ହେବେ
ପ୍ରତିକାର – ମାତଙ୍ଗୀଙ୍କର ପୂଜାର୍ଚ୍ଚନା କରନ୍ତୁ
କନ୍ୟା:
ଉ , ଫାଲଗୁନୀ – ବାଣିଜ୍ୟରେ ସଫଳତା ଲାଭ କରିବେ
ହସ୍ତା – ବାପାଙ୍କ ସାହାର୍ଯ୍ୟରେ ଆପଣଙ୍କର ସବୁକାର୍ଯ୍ୟ ସଂପୂର୍ଣ୍ଣ ହେବ
ଚିତ୍ରା – ଛାତ୍ରଙ୍କୁ କୈାଣସି ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ଭଲ ପରାମର୍ଶ ମିଳିବ
ପ୍ରତିକାର - ପ୍ରଭୁ ନାରାୟଣଙ୍କ ଫଟକୁ ପୂଜା କରନ୍ତୁ
ତୁଳା:
ଚିତ୍ରା – ବଳିଷ୍ଠଙ୍କ ସହିତ କଥା ହେବା ବେଳେ ସଂଯମ ରଖନ୍ତୁ
ସ୍ୱାତୀ – ଘର ଜିନିଷ କିଣିବାରେ ଅଧିକ ଖର୍ଚ୍ଚ ହୋଇପାରେ
ବିଶାଖା – ଦ୍ୱନ୍ଦରେ ପଡି ପ୍ରତାରଣାର ଶିକାର ହୋଇ ପାରନ୍ତି
ପ୍ରତିକାର – ଦେବୀ ମନ୍ଦିର ରେ ଦାନ କରନ୍ତୁ
ବିଛା:
ବିଶାଖା – ଖାଦ୍ୟ, ପାନୀୟ ପ୍ରତି ସଜାଗ ରୁହନ୍ତୁ
ଅନୁରାଧା – ଭୂ- ସମ୍ପତିରେ ଭାବିଚିନ୍ତି ପଇସା ନିବେଶ କରନ୍ତୁ
ଜ୍ୟେଷ୍ଠା – ମିତ୍ର ଆପଣଙ୍କ ପ୍ରଶଂସା କରିଲେ ମଧ୍ୟ ସାବଧାନ ରୁହନ୍ତୁ
ପ୍ରତିକାର – କୁକୁରକୁ କିଛି ଖାଇବା ଖାଇବାକୁ ଦିଅନ୍ତୁ
ଧନୁ:
ମୂଳା – ରାଜନୀତିକ ନେତାଙ୍କ ଲାଗି ଦିନଟି ଭଲ ରହିବ
ପୂ , ଷାଢା – ସମାସ୍ତଙ୍କ ସହିତ ନମ୍ରତା ପୂର୍ଣ୍ଣ ବ୍ୟବହାର କରନ୍ତୁ
ଉ , ଷାଢା – କର୍ତୁପକ୍ଷ ଆପଣଙ୍କ ୁ କୈାଣସି ବଡ ଦାୟିତ୍ୱ ଦେବେ
ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର:
ଉ , ଷାଢା - ଆପଣଙ୍କର କର୍ତବ୍ୟ ନିଷ୍ଠା ପାଇଁ ଅନ୍ୟର ଆଦର ହେବେ
ଶ୍ରବଣା – କୈାଣସି ମହିଳାଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି
ଧନିଷ୍ଠା – ମହିଳା ମାନେ ଅତିଥି ଚର୍ଚ୍ଚାରେ ସମୟ ବିତାଇବେ
ପ୍ରତିକାର – ସୂର୍ଯ୍ୟଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ
କୁମ୍ଭ:
ଧନିଷ୍ଠା – ପରିଶ୍ରମ ଅନୁସାରେ ପାରିଶ୍ରମିକ ପାଇବେ
ଶତଭିଷା – ହଠାତ କୈାଣସି ଖୁସି ଖବର ପାଇବେ
ପୂ , ଭାଦ୍ରପଦ – ଆଶା କରିଥିବା ଦିଗରୁ ଅର୍ଥ ଓ ସମ୍ମାନ ମିଳିବ
ପ୍ରତିକାର – କଳା ରାଶି କୁ ପିମ୍ପୁଡିକୁ ଖାଇବାକୁ ଦିଅନ୍ତୁ
ମୀନ:
ପୂ , ଭାଦ୍ରପଦ - ଉପସ୍ଥିତି ବୃଦ୍ଧି ପ୍ରୟୋଗ କରି ସମସ୍ୟାର ସମାଧାନ କରିବେ
ଉ , ଭଦ୍ରପଦ - କୈାଣସି ମୂଲ୍ୟବାନ ଦ୍ରବ୍ୟ ଘରକୁ ଆଣିବେ
ରେବତୀ – ଦୀର୍ଘଦିନର ଆଶା ପୂରଣ ହୋଇପାରେ
ପ୍ରତିକାର – କୈାଣସି ସାଧୁଙ୍କୁ ଦାନ କରନ୍ତୁ