ସୈାର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୧୧ ତାରିଖ ଗୁରୁବାର ତିଥି – ୧୪ଶୀ ଦିବା ୧୦/୩୮ ଗତେ ପୁର୍ଣ୍ଣିମା ଚନ୍ଦ୍ର – ମକର ଅହୋରାତ୍ର ଘାତ ଚନ୍ଦ୍ର- ସିଂହ ଅହୋରାତ୍ର ଘାତ ବାର – ତୁଳା କୁମ୍ଭ ରାଶିର ପୁଷ୍କର ଦୋଷ - ୧ ପାଦ - କୁଟୁମ୍ଭହାନି ତିଳକାଞନ ଦାନ ପ୍ରାତଃ ୦୬/୫୨ ପର୍ଯ୍ୟନ୍ତ ।
Also Read
ଶୁଭ ସମୟ-
ପ୍ରାତଃ ୦୫/୨୯ ରୁ ୦୭/୧୧
ଦିବା ୧୦/୩୫ ରୁ ୦୧/୦୮
ରାତ୍ରି ୦୨/୨୯ ରୁ ୦୩/୧୪
ଅଶୁଭ ସମୟ-
ଋାହୁକାଳ - ଦିବା ୦୧/୨୭ ରୁ ୦୩/୦୩
କାଳବେଳା - ଦିବା ୦୩/୦୩ ରୁ ୦୪/୩୮
ବାରବେଳା – ଦିବା ୦୪/୩୮ ରୁ ୦୬/୧୪
କାଳରାତ୍ରି - ରାତ୍ରି ୧୧/୫୧ ରୁ ୦୧/୧୬
ଆଜିର ରାଶିଫଳ-
ମେଷ:
ଅଶ୍ୱନୀ – କାର୍ଯ୍ୟରେ ନୂଆ କୌଶଳ ଗ୍ରହଣ କରିପାରନ୍ତି
ଦ୍ୱିଜା – ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ପାଇବେ
କୃତିକା – ଛାତ୍ରଛାତ୍ରିଙ୍କର ଲେଖାପଢାରେ ମନ ଲାଗିବ
ପ୍ରତିକାର - ମହାଦେବଙ୍କୁ ତ୍ରିଶାଖା ବେଲପତ୍ର ଅର୍ପଣ କରନ୍ତୁ
ବୃଷ:
କୃତିକା -ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ମିଶିବା ସୁଯୋଗ ପାଇବେ
ରୋହିଣୀ – ଚାକିରିଆ ମାନଙ୍କର ପଦୋନ୍ନତି ହେବ
ମୃଗଶିରା – ଜମିରେ ନିବେଶ ଲାଗି ଭଲ ଦିନଟି ରହିବ
ପ୍ରତିକାର – ମା ଲକ୍ଷ୍ମୀଙ୍କୁ କିସ୍ମିସ୍ ଅର୍ପଣ କରନ୍ତୁ
ମିଥୁନ:
ମୃଗଶିରା - ପରିବାରରେ ଗୁରୁଜନଙ୍କ ସା୍ୱସ୍ଥ୍ୟକୁ ନେଇ ଚିନ୍ତା କରିପାରନ୍ତି
ଆଦ୍ରା - ଅଯଥା ଖର୍ଚ୍ଚ ବୃଦ୍ଧି ହୋଇପାରେ
ପୁନର୍ବସୁ - ଉଦ୍ୟମରେ ଅହେତୁକ ବାଧାବିଘ୍ନ ଦେଇ ଗତି କରିପାରନ୍ତି
ପ୍ରତିକାର – ପ୍ରଭୂ ଗଣେଷଙ୍କୁ ଦୂବ ଦାନ କରନ୍ତୁ
କର୍କଟ:
ପୁନର୍ବସୁ - ଚାକିରି ବୃର୍ତିରେ ନୂଆ ଉପାୟ ଗ୍ରହଣ କରିବାକୁ ଚେଷ୍ଟା କରିବେ
ପୁଷ୍ୟା – ଧନ ଲାଭର ନୂଆ ମାର୍ଗ ଦୃଷ୍ଟି ଗୋଚର ହେବ
ଅଶ୍ଳେଷା - ଆପଣଙ୍କ ମନବଳ ଉଚ୍ଚ ରହିବ
ପ୍ରତିକାର – କୈାଣସି ଅସହାୟ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରନ୍ତୁ
ସିଂହ:
ମଘା – କର୍ମଜୀବୀ ମହିଳାଙ୍କ ପାଇଁ କାମର ବୋଝ କମ୍ କରିବ
ପୂ , ଫାଲଗୁନୀ - ରାଜନୀତିରେ ଆର୍ଥିକ ଲାଭ ମିଳିପାରେ
ଉ ,ଫାଲଗୁନୀ – ବହୁ ଦିନର ସ୍ୱପ୍ନ ସାକାର ହୋଇପାରେ
ପ୍ରତିକାର –ପ୍ରଭୁ ସୂର୍ଯ୍ୟନାରାୟଣଙ୍କୁ ଜଳ ପ୍ରଦାନ କରନ୍ତୁ
କନ୍ୟା:
ଉ , ଫାଲଗୁନୀ – ସ୍ଥଗିତ କାମକୁ କରିବା ପାଇଁ ପୁରା ଦମ୍ରେ ନିଷ୍ପତି ନେବେ
ହସ୍ତା –ପ୍ରିୟତମଙ୍କ ଠାରୁ ଉପହାର ମିଳିପାରେ
ଚିତ୍ରା – ଅନୁଷ୍ଠାନିକ କ୍ଷେତ୍ରରେ ସାହାର୍ଯ୍ୟ ଓ ସହଯୋଗର ଅଭାବ ରହିବ ନାହିଁ
ପ୍ରତିକାର - ବିଷ୍ଣୁଙ୍କ ସହସ୍ର ନାମ ପାଠ କରିବା ସହିତ ପୂଜାର୍ଚ୍ଚନା କରନ୍ତୁ
ତୁଳା:
ଚିତ୍ରା – କମ୍ ସମୟରେ ଅଧିକ ଲାଭ ପାଇବାକୁ ଯାଇ ଫସି ଯାଇପାରନ୍ତି
ସ୍ୱାତୀ –ଆଜି କୋର୍ଟ, କଚେରୀ ବିଷୟରେ ନ ପଡିବା ଭଲ ।
ବିଶାଖା – ଇଛାନଥେôଲ ମଧ୍ୟ ପରିସି୍ଥତିରେ ପଡି ଖର୍ଚ୍ଚାନ୍ତ ହେବେ
ପ୍ରତିକାର –ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ବିଛା:
ବିଶାଖା – କର୍ମକ୍ଷେତ୍ରରେ ବୁଦ୍ଧି ପ୍ରୟୋଗ ଦ୍ୱାରା ସୁଫଳତା ହାସଲ କରିବେ
ଅନୁରାଧା –ପତି ପତ୍ନୀଙ୍କ ମଧ୍ୟରେ ଉତମ ବୁଝାବଣା ରହିବ
ଜ୍ୟେଷ୍ଠା – ଛାତ୍ର, ଛାତ୍ରୀ ମାନେ ପଢା ପଢିରେ ମନ ନିବେଶ କରିବେ
ପ୍ରତିକାର – ମଥାରେ ଚନ୍ଦନ ଲଗାଇ ଦିନ ଆରମ୍ଭ କରନ୍ତୁ
ଧନୁ:
ମୂଳା – ଚାକିରିରେ ପଦୋନ୍ନତିର ଯୋଗ ରହିଅଛି
ପୂ , ଷାଢା –ଆପଣଙ୍କର ସମସ୍ତ ଆଶା ଓ ଆକାଂକ୍ଷା କୁ ପୂରଣ କରିବାରେ ସମର୍ଥ ହେବେ
ଉ , ଷାଢା –ପୂର୍ବରୁ କରିଥିବା ଋଣ ପରିଶୋଧ କରିପାରିବେ
ପ୍ରତିକାର – ସକାଳୁ ଉଠି ପିତାମାତାଙ୍କ ଚରଣ ସ୍ପର୍ଶ କରନ୍ତୁ
ମକର:
ଉ , ଷାଢା - କୈଣସି ନୀଚ୍ଚ ଜାତିର ବ୍ୟକ୍ତିଙ୍କ ଠାରୁ ସହାୟତା ନେଇ ପାରନ୍ତି
ଶ୍ରବଣା – କର୍ମ କ୍ଷେତ୍ରରେ ଧର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ
ଧନିଷ୍ଠା –ଆଜି ସମସ୍ୟା ମଧ୍ୟରେ ପ୍ରତ୍ୟେକ କାମକୁ ସଂପୂର୍ଣ୍ଣ କରିବେ
ପ୍ରତିକାର –ଅସହାୟ ବ୍ୟକ୍ତିଙ୍କୁ ଦାନ କରନ୍ତୁ ମଙ୍ଗଳ ହେବ
କୁମ୍ଭ:
ଧନିଷ୍ଠା –ନୂତନ ଯୋନଜାକୁ କର୍ଯ୍ୟକରୀ କରନ୍ତୁ ନାହିଁ
ଶତଭିଷା –ପରିବାର ଭିତରେ କୈାଣସି କଥାକୁ ନେଇ ମତାନ୍ତର ସୃଷ୍ଟି ହୋଇପାରେ
ପୂ , ଭାଦ୍ରପଦ –ଅତ୍ୟଧିକ ଜିଦ୍ ଯୋଗୁଁ କୈାଣସି କାର୍ଯ୍ୟରେ ଅସଫଳତା ପାଇ ପାରନ୍ତି
ପ୍ରତିକାର – କୁକୁରକୁ କିଛି ଖାଇବାକୁ ଦିଅନ୍ତୁ
ମୀନ:
ପୂ , ଭାଦ୍ରପଦ -ପୁରାତନ ରୋଗର ଉପଶମ ହେବ
ଉ , ଭଦ୍ରପଦ - ବିଦ୍ୟାର୍ଥୀ ମାନେ ସଫଳତା ଲାଭ କରିବେ
ରେବତୀ – ରଚନାତ୍ମକ କାର୍ଯ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ
ପ୍ରତିକାର – ବିଷ୍ଣୁଙ୍କ ପାଖରେ ତୁଳସୀ ଅର୍ପଣ କରନ୍ତୁ
(ଜ୍ୟୋତିର୍ବିଦ୍ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ଯୋଗାଯୋଗ ନମ୍ବର- 0674-3527219,9238397100)