ଅଦ୍ୟତନ ହୋଇଛି
Panchang
Advertisment
ସୌର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ବୁଧବାର ।
ଚନ୍ଦ୍ର- ମିଥୁନ ଅହୋରାତ୍ର
ତିଥି- ୮ମୀ ରାତ୍ରି ୦୯.୦୭ ଗତେ ୯ମୀ
ଘାତ ଚନ୍ଦ୍ର- କନ୍ୟା ଅହୋରାତ୍ର
ଘାତ ବାର- କର୍କଟ
Advertisment
ପୁଷ୍କର ଦୋଷ- ରାତ୍ରି ୦୮. ୦୭ ଗତେ ୧ ପାଦ- କୁଟୁମ୍ଭ ହାନି- ତିଳକାଞନ ଦାନ
ଶୁଭ ସମୟ:
ପ୍ରାତଃ ୦୫.୪୭ ରୁ ୦୭.୨୪
ଦିବା ୧୦.୨୦ ରୁ ୧୧.୨୭
ଦିବା ୦୧.୫୩ ରୁ ୦୫.୦୭
ସନ୍ଧ୍ୟା ୦୬.୪୩ ରୁ ୧୦.୪୦
ରାତ୍ରି ୦୪.୧୭ ରୁ ୦୫.୪୬
ଅଧିକ ପଢ଼ନ୍ତୁ: ସୂର୍ଯ୍ୟ କିରଣ ଘରେ ନ ପଡ଼ିଲେ ହୋଇଥାଏ ଏହି ସମସ୍ୟା
ଅଶୁଭ ସମୟ:
ଋାହୁକାଳ – ଦିବା ୧୧.୫୧ ରୁ ୦୧.୨୨
କାଳବେଳା – ଦିବା ୦୮.୪୯ ରୁ ୧୦.୨୦
ବାରବେଳା – ଦିବା ୧୧.୫୧ ରୁ ୦୧.୨୨
କାଳରାତ୍ରି – ରାତ୍ରି ୦୨.୪୮ ରୁ ୦୪.୧୭
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1679890360.jpg)