Advertisment

Road Accident: ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍‌

ଆଜି ସକାଳେ ଯୋଗାଣ ମନ୍ତ୍ରୀ କୌଣସି କାମରେ ସରକାରୀ ଗାଡ଼ିରେ ଯାଉଥିଲେ। ଏହି ସମୟରେ ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ମନ୍ତ୍ରୀଙ୍କ ଗାଡ଼ି ସହ କାର୍‌ର ଧକ୍କା ହୋଇଥିଲା । ଦୁର୍ଘଟଣାରେ ମନ୍ତ୍ରୀ ଓ ତାଙ୍କ ଡ୍ରାଇଭରଙ୍କ କିଛି କ୍ଷତି ହୋଇନାହିଁ। ଦୁର୍ଘଟଣାରେ ମନ୍ତ୍ରୀଙ୍କ ଗାଡ଼ିର ସମ୍ମୁଖ ଅଂଶଟି ଭାଙ୍ଗିଯାଇଛି।

ଅଦ୍ୟତନ ହୋଇଛି
Accident

Accident

Advertisment

କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନାହିଁ।

Advertisment

ଅଧିକ ପଢନ୍ତୁ: ରାଜଧାନୀରେ ସିରିଜ ଦୁର୍ଘଟଣା; କାର ଓ ଅଟୋକୁ ପଛରୁ ଧକ୍କା ଦେଲା ମଦ୍ୟପ କାର ଚାଳକ

ଆଜି ସକାଳେ ଯୋଗାଣ ମନ୍ତ୍ରୀ କୌଣସି କାମରେ ସରକାରୀ ଗାଡ଼ିରେ ଯାଉଥିଲେ। ଏହି ସମୟରେ ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ମନ୍ତ୍ରୀଙ୍କ ଗାଡ଼ି ସହ କାର୍‌ର ଧକ୍କା ହୋଇଥିଲା । ଦୁର୍ଘଟଣାରେ ମନ୍ତ୍ରୀ ଓ ତାଙ୍କ ଡ୍ରାଇଭରଙ୍କ କିଛି କ୍ଷତି ହୋଇନାହିଁ। ଦୁର୍ଘଟଣାରେ ମନ୍ତ୍ରୀଙ୍କ ଗାଡ଼ିର ସମ୍ମୁଖ ଅଂଶଟି ଭାଙ୍ଗିଯାଇଛି।

Advertisment

ବାରଙ୍ଗ ଥାନା ପୋଲିସ ଟ୍ରକ୍‌ ଡ୍ରାଇଭରକୁ ଗିରଫ କରିଛି ଓ ଘଟଣାର ତଦନ୍ତ କରୁଛି। ଟ୍ରକ୍‌ଟି ଓଭରଟେକ କରିବା ଦ୍ୱାରା ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

ଅଧିକ ପଢନ୍ତୁ: ବଦଳିବ ମାଷ୍ଟରକ୍ୟାଣ୍ଟିନ ଛକର ନାଁ, କ'ଣ ରହିବ ନୂଆ ନାମ?

Cuttack Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ