Advertisment

ଶ୍ରମିକଙ୍କ ଉପରେ ମାଡ଼ିଗଲା ବୋରୱେଲ୍ ଗାଡ଼ି, ଚାଲିଗଲା ୪ ଜୀବନ

ଗାଡ଼ି ତଳେ ଶୋଇଥିବା ବେଳେ ୪ ଜଣଙ୍କ ଉପରେ ମାଡ଼ିଗଲା ଏହି ବୋରୱେଲ୍ ଗାଡ଼ି। ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ।

ଅଦ୍ୟତନ ହୋଇଛି
Bargarh Road Accident Deaths

Accident

Advertisment

ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ବିର୍ଜାମ ଗାଁରେ ଅଭାବନୀୟ ଘଟଣା। ଶ୍ରମିକଙ୍କ ଉପରେ ମାଡ଼ିଗଲା ବୋରୱେଲ୍ ଗାଡ଼ି। ଗାଡ଼ି ତଳେ ଶୋଇଥିବା ବେଳେ ୪ ଜଣଙ୍କ ଉପରେ ମାଡ଼ିଗଲା ଏହି ବୋରୱେଲ୍ ଗାଡ଼ି। ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି। ତେବେ ମୃତ୍ୟୁବରଣ କରିଥିବା ସମସ୍ତ ୪ ଜଣଙ୍କ ଘର ମଧ୍ୟପ୍ରଦେଶର ହୋଇଥିବା ସୂଚନା ମିଳିଛି।

Advertisment

Road Accident Accident Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ