Advertisment

Delhi College Fire: ଭୟଙ୍କର ଅଗ୍ନିକାଣ୍ତ; ହୁତୁ ହୁତୁ ହୋଇ ଜଳିଗଲା କଲେଜ...

ଦିଲ୍ଲୀର ଶ୍ରୀ ଗୁରୁ ଗୋବିନ୍ଦ ସିଂ କଲେଜରେ ଭୟଙ୍କର ଅଗ୍ନିକାଣ୍ତ । ଅଳ୍ପ କେଇ ମିନିଟ୍‌ରେ ପୂରା ଛାର ଖାର ହୋଇଗଲା କଲେଜ ।

ଅଦ୍ୟତନ ହୋଇଛି
Delhi College Fire

Delhi College Fire

Advertisment

ଭୟଙ୍କର ଅଗ୍ନିକାଣ୍ତ । ହୁତୁ ହୁତୁ ହୋଇ ଜଳିଗଲା କଲେଜ । ଅଳ୍ପ କେଇ ମିନିଟ୍‌ରେ ପୂରା ଛାର ଖାର ହୋଇଗଲା କଲେଜ । ଦିଲ୍ଲୀର ଶ୍ରୀ ଗୁରୁ ଗୋବିନ୍ଦ ସିଂ କଲେଜରେ ଭୟଙ୍କର ଅଗ୍ନିକାଣ୍ତ ଘଟିଛି  । 

Advertisment

ପ୍ରାଥମିକ ସୂଚନା ଅନୁସାରେ, କଲେଜର ଲାଇବ୍ରେରୀରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ପରେ ସାରା ଅଞ୍ଚଳକୁ ଅଳ୍ପ ସମୟ ମଧ୍ୟରେ ନିଆଁ ବ୍ୟାପି ଯାଇଥିଲା । ୧୧ଟି ଅଗ୍ନିଶମ ବାହିନୀ ଦ୍ୱାରା ଦିନ ୯.୪୦ ବେଳକୁ ନିଆଁକୁ ପୂରା ଆୟତ୍ତ କରାଯାଇଥିବା ସୂଚନା ମିଳିଛି। ତେବେ ଏଥିରେ କାହାର କ୍ଷତି ହୋଇ ନଥିବା ସୂଚନା ମିଳଛି ।    

ଅଧିକ ପଢ଼ନ୍ତୁ:ଏଥର ଉତ୍ତେଜନା ସବୁଠୁ ଭୟଙ୍କର, କେବଳ ଭଗବାନଙ୍କୁ ଡାକୁଛୁ

Advertisment

ଦିଲ୍ଲୀର ଅଗ୍ନିଶମ ବିଭାଗର ସୂଚନା ଅନୁସାରେ ଆଜି ସକାଳେ ପ୍ରାୟ ୮.୫୫ ସମୟରେ କଲେଜରେ ନିଆଁ ଲାଗିଥିଲା। ୪ ମହଲାର ଥିବ ଲାଇବ୍ରେରୀରେ ପୂରା ଚାରି ଆଡ଼େ ନିଆଁ ଲାଗି ଯାଇଥିଲା। ପରେ ଅଗ୍ନିଶମ ବାହାନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। 

Advertisment

Fire Breaks Out Emergency Services
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ