Advertisment

Fire Breaks Out: ବଡ଼ ଅଘଟଣ; କାର୍‌ ସହ ଜଳିଗଲେ ଡ୍ରାଇଭର

ଆଜି ସକାଳେ କାର୍‌ଟି ପାରାଦୀପ ସହର ଉପକଣ୍ଠ ହାତୀଟାଙ୍କି ନିକଟରେ ହୁତୁହୁତୁ ଜଳୁଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳେ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା।

Fire

Fire

Advertisment

ପାରାଦୀପରେ ବଡ଼ ଅଘଟଣ ଘଟିଛି। କାର୍‌ ସହ ଜଳିଗଲେ ଡ୍ରାଇଭର । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ହେଲେ କାର୍ ଭିତରେ ଥିବା ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ହେଲେ ମୃତ କାର୍‌ ଡ୍ରାଇଭରର ପରିଚୟ ମିଳିନାହିଁ।

Advertisment

ଆଜି ସକାଳେ କାର୍‌ଟି ପାରାଦୀପ ସହର ଉପକଣ୍ଠ ହାତୀଟାଙ୍କି ନିକଟରେ ହୁତୁହୁତୁ ଜଳୁଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳେ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା।

ଅଧିକ ପଢ଼ନ୍ତୁ: ବଡ଼ ଅଘଟଣ: ଟ୍ରେନରେ ଜଳିଗଲେ ନାବାଳକ

କାର୍‌ ଭିତରେ ଥିବା ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ତେବେ କାର୍‌ ଭିତରେ ଥିବା ଡ୍ରାଇଭର ଜଣଙ୍କ କିଏ, ସେ କୁଆଡେ ଯାଉଥିଲେ, କିପରି କାର୍‌ରେ ନିଆଁ ଲାଗିଲା ତାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି।

Advertisment

ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

ଅଧିକ ପଢ଼ନ୍ତୁ: ଫାଟିଲା ଗ୍ୟାସ ଟାଙ୍କି; ଜଳିଗଲେ ପୂରା ପରିବାର

Paradip Fire Breaks Out
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ