ଅଦ୍ୟତନ ହୋଇଛି
Drowning Death
Advertisment
ବୁଢ଼ାବଳଙ୍ଗ ନଦୀରେ ଘଟିଲା ଅଭାବନୀୟ ଘଟଣା । ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଭାଇ । ବାଲେଶ୍ବର ବୁଢ଼ାବଳଙ୍ଗ ନଦୀରେ ବୁଡ଼ି ୨ ସଂପର୍କୀୟ ଭାଇ ମୃତ ହୋଇଛି । ଗାଧୋଇବା ବେଳେ ରେମୁଣା ପତୁକାଶାସନ ଗାଁରେ ଏହି ଅଘଟଣ ଘଟିଛି । ଦୁହିଁଙ୍କ ମଧ୍ୟରୁ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କ ବୈଶିଙ୍ଗା ହସ୍ପିଟାଲରେ ମୃତ୍ୟୁ ହୋଇଛି । ମୃତକ ୨ ଜଣ ନାବାଳକ; ବୟସ ୮ ଓ ୧୭ ବର୍ଷ ସୂଚନା ମିଳିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681891529.jpg)