Advertisment

Surrendered Maoists: ହିଂସା ଛାଡ଼ିଲେ, ସଂସାର ଗଢିଲେ; ମାଓବାଦୀଙ୍କ ସାମୁହିକ ବିବାହ ଉତ୍ସବ

ବିବାହ ବନ୍ଧନରେ ବାନ୍ଧିହେଲେ ଆତ୍ମସମର୍ପଣ କରିଥିବା ମାଓବାଦୀ। ଛତିଶଗଡ଼ରେ ୧୦ରୁ ଅଧିକ ମାଓଦମ୍ପତିଙ୍କ ବିବାହ। ସରକାରଙ୍କ କନ୍ୟା ବିବାହ ଯୋଜନାରେ ହେଲା ବିବାହ। ଆଶୀର୍ବାଦ ଦେଲେ ସିଏମ, ମନ୍ତ୍ରୀ ଓ ବିଧାୟକ।

author-image
Pramod Behera
Surrendered Maoists

ହିଂସା ଛାଡ଼ିଲେ, ସଂସାର ଗଢିଲେ Photograph: (OTV)

ହିଂସା ଛାଡ଼ିଲେ, ସଂସାର ଗଢିଲେ । ଆତ୍ମସମର୍ପଣ ପରେ ବିବାହ ବନ୍ଧନରେ ବାନ୍ଧିହେଲେ ୧୦ରୁ ଅଧିକ ମାଓ ଦମ୍ପତି। ଛତିଶଗଡ ସରକାରଙ୍କ କନ୍ୟା ବିବାହ ଯୋଜନାରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସାମୁହିକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

Advertisment

ସୁକମା,ବସ୍ତର,ବିଜାପୁର ଏବଂ ଗରିଆବନ୍ଧ ଜିଲ୍ଲାରେ ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ନୂଆ ଜୀବନ ଆରମ୍ଭ କରିଛନ୍ତି। ଛତିଶଗଡ଼ ସିଏମ ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଏଥିସହ ରାଜ୍ୟର ବହୁ ମନ୍ତ୍ରୀ ଏବଂ ବିଧାୟକମାନେ ମଧ୍ୟ ସାମୂହିକ ବିବାହ ଉତ୍ସବରେ ଯୋଗ ଦେଇଥିଲେ । ହିଂସା ଛାଡ଼ିଲେ, ସଂସାର ଗଢିଲେ

  • ବିବାହ ବନ୍ଧନରେ ବାନ୍ଧିହେଲେ ଆତ୍ମସମର୍ପଣ କରିଥିବା ମାଓବାଦୀ
  • ଛତିଶଗଡ଼ରେ ୧୦ରୁ ଅଧିକ ମାଓଦମ୍ପତିଙ୍କ ବିବାହ
  • ସରକାରଙ୍କ କନ୍ୟା ବିବାହ ଯୋଜନାରେ ହେଲା ବିବାହ
  • ଆଶୀର୍ବାଦ ଦେଲେ ସିଏମ, ମନ୍ତ୍ରୀ ଓ ବିଧାୟକ
Advertisment
Chhattisgarh Surrendered Maoists Tie Knot Surrendered Maoists
Advertisment
Advertisment