/odishatv-khabar/media/media_files/2025/10/22/president-chopper-2025-10-22-19-29-35.jpg)
PRESIDENT-CHOPPER Photograph: (OTV)
ହେଲି ପ୍ୟାଡ୍ ରେ ଫସିଗଲା ରାଷ୍ଟ୍ରପତିଙ୍କ ହେଲିକପ୍ଟର । କେରଳ ଗସ୍ତରେ ଯାଇଥିବା ବେଳେ ହେଲିପ୍ୟାଡରେ ଫସିଗଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହେଲିକପ୍ଟର । ରାଷ୍ଟ୍ରପତି ପଥନାମଥିତ୍ତର ପ୍ରମଦମରେ ଲ୍ୟାଣ୍ଡିଂ କରିବା ପରେ ନୂଆ କରି ତିଆରି ହୋଇଥିବା କଂକ୍ରିଟ୍ ହେଲିପ୍ୟାଡରେ ଫସିଯାଇଥିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହେଲିକପ୍ଟର । ହେଲିକପ୍ଟରର ଚକା ନୂଆ କରି ତିଆରି ହୋଇଥିବା କଂକ୍ରିଟ୍ ହେଲିପ୍ୟାଡରେ ଫସିଯିବା ଫଳରେ ପୋଲିସ ଓ ଏୟାରଫୋର୍ସ ଅଧିକାରୀମାନଙ୍କୁ ହେଲିକେପ୍ଟରକୁ ଠେଲିଠେଲି ନେବାକୁ ପଡ଼ିଥିଲା । ହେଲିକେପ୍ଟରକୁ ପ୍ରଥମେ ନୀଲାକ୍କାଲ୍ ରେ ଲ୍ୟାଣ୍ଡି କରିବାର ଥିଲା । ମାତ୍ର ପରେ ଖରାପ ପାଗ ପାଇଁ ପ୍ଲାନରେ ପରିବର୍ତ୍ତନ କରାଯାଇଥିଲା ।
ହେଲି ପ୍ୟାଡ୍ ରେ ଫସିଗଲା ରାଷ୍ଟ୍ରପତିଙ୍କ ହେଲିକପ୍ଟର
ନୂଆ କରି ତିଆରି ହୋଇଥିବା କଂକ୍ରିଟ୍ ହେଲିପ୍ୟାଡରେ ଫସିଗଲା ହେଲିକପ୍ଟର
କେରଳର ପଥନାମଥିତ୍ତର ପ୍ରମଦମରେ ଲ୍ୟାଣ୍ଡିଂ କରିବା ବେଳେ ଫସିଗଲା
କେରଳ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ହେଲିକେପ୍ଟରକୁ ଠେଲିଠେଲି ନେଲେ ପୋଲିସ ଓ ଏୟାରଫୋର୍ସ ଅଧିକାରୀ
Mid Air Horror : ମଝି ଆକାଶରେ ଫାଟିଲା ବିମାନ କାଚ , ୧୦ ହଜାର ଫୁଟ ତଳକୁ ଖସିଗଲା ପ୍ଲେନ୍

Chandigarh Boss Gifts: ଦୀପାବଳିରେ କର୍ମଚାରୀଙ୍କୁ ୫୧ଟି ଦାମୀ କାର ଉପହାର, ମାଲିକ ହେବ ତ ଏମିତି

Ex-DGP Former Minister: ବୋହୂ ସହ ଥିଲା ଅବୈଧ ସଂପର୍କ, ବଳି ପଡିଲା ପୁଅ...ପୂର୍ବତନ DGPଙ୍କ ଅନୈତିକ କାମ

Three Low Pressures: ଏକା ସାଙ୍ଗରେ ୩ଟି ଲଘୁଚାପ ! ୨୫ ଓ ୨୬ରେ ଓଡିଶାରେ ବଡ ବର୍ଷା !

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)