Advertisment

NDA Candidates File Nominations: ଆସାମ ପାଇଁ ‘ରାଜ୍ୟସଭା ନାମାଙ୍କନ’; NDAର ୩ ପ୍ରାର୍ଥୀ ଭରିଲେ ନାମାଙ୍କନ

ଆସାମ ପାଇଁ ‘ରାଜ୍ୟସଭା ନାମାଙ୍କନ’। NDAର ୩ ପ୍ରାର୍ଥୀ ଭରିଲେ ନାମାଙ୍କନ। ଗୌହାଟୀ ବିଧାନସଭାରେ ଦାଖଲ ହେଲା ନୋମିନେସନ୍। ଜୋଗେନ୍ ମୋହନ, ତେରସା ଗୁଆଲା ଏବଂ ପ୍ରମୋଦା ବୋରା ପ୍ରାର୍ଥୀ।

author-image
Pramod Behera
NDA Candidates File Nominations

ଆସାମ ପାଇଁ ‘ରାଜ୍ୟସଭା ନାମାଙ୍କନ’ Photograph: (OTV)

ଆସାମରୁ ରାଜ୍ୟସଭା ପାଇଁ NDAର ୩ ଜଣ ପ୍ରାର୍ଥୀ ଭରିଲେ ନାମାଙ୍କନ। ଆଜି ଗୌହାଟୀ ବିଧାନସଭାରେ ଦାଖଲ ହୋଇଛି ନୋମିନେସନ୍। ଜୋଗେନ୍ ମୋହନ, ତେରସା ଗୁଆଲା ଏବଂ ପ୍ରମୋଦା ବୋରା ତିନି ଜଣ ପ୍ରାର୍ଥୀ ହୋଇଛନ୍ତି। 

Advertisment

ନାମାଙ୍କନ ବେଳେ ଉପସ୍ଥିତ ଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ନିର୍ବାଚନ ଇନଚାର୍ଜ ବୈଜୟନ୍ତ ପଣ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ସମେତ ଅନ୍ୟ ବରିଷ୍ଠ ନେତା।

  • ଆସାମ ପାଇଁ ‘ରାଜ୍ୟସଭା ନାମାଙ୍କନ’
  • NDAର ୩ ପ୍ରାର୍ଥୀ ଭରିଲେ ନାମାଙ୍କନ
  • ଗୌହାଟୀ ବିଧାନସଭାରେ ଦାଖଲ ହେଲା ନୋମିନେସନ୍
  • ଜୋଗେନ୍ ମୋହନ, ତେରସା ଗୁଆଲା ଏବଂ ପ୍ରମୋଦା ବୋରା ପ୍ରାର୍ଥୀ
  • ଉପସ୍ଥିତ ଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା
  • କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ସମେତ ଅନ୍ୟ ବରିଷ୍ଠ ନେତା
Advertisment
NDA Rajya Sabha Assam
Advertisment
Advertisment