/odishatv-khabar/media/media_files/2026/03/05/india-expresses-condolences-2026-03-05-18-25-01.jpg)
‘ଖମେନେଇ’ ମୃତ୍ୟୁରେ ପ୍ରଥମ ଥର ଦୁଃଖ ପ୍ରକାଶ କଲା ଭାରତ Photograph: (OTV)
ଖମେନେଇ ମୃତ୍ୟୁ ପରେ ପ୍ରଥମ ଥର ପାଇଁ ଦୁଃଖ ପ୍ରକାଶ କଲା ଭାରତ। ନୂଆଦିଲ୍ଲୀ ଇରାନ ଦୂତାବାସକୁ ଯାଇ ‘କଣ୍ଡୋଲେନ୍ସ ବୁକ୍’ରେ ଭାବ ପ୍ରକାଶ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସଚିବ ବିକ୍ରମ ମିଶ୍ରି। ଗତ ୨୮ ତାରିଖରେ ଆମେରିକାର ଏୟାର ଷ୍ଟ୍ରାଇକରେ ଇରାନ ସୁପ୍ରିମ ଲିଡର୍ ଆୟୋତୋଲ୍ଲା ଅଲ୍ଲୀ ଖମେନେଇଙ୍କ ଜୀବନ ଯାଇଛି। ଏହାକୁ ନେଇ ଇରାନ ୪୦ ଦିନିଆ ଶୋକ ଘୋଷଣା କରିଛି।
Advertisment
- ସରିନି ଯୁଦ୍ଧ, ହାରିନି ଇରାନ
- ଏବେ ବି ଇରାନ କରୁଛି ଘନ ଘନ ଆକ୍ରମଣ
- ମଧ୍ୟପ୍ରାଚ୍ୟରେ ଥମିନି ଯୁଦ୍ଧ ବିଭୀଷିକା
- ମିଶାଇଲ୍ ମାଡ଼ରେ ଥରୁଛି
- ଶୋକ ପ୍ରକଟ କଲା ଭାରତ
- ‘ଖମେନେଇ’ ମୃତ୍ୟୁରେ ପ୍ରଥମ ଥର ଦୁଃଖ ପ୍ରକାଶ କଲା ଭାରତ
- ନୂଆଦିଲ୍ଲୀ ଇରାନ ଦୂତାବାସକୁ ଯାଇ ଦୁଃଖ ପ୍ରକାଶ କଲେ
- ‘କଣ୍ଡୋଲେନ୍ସ ବୁକ୍’ରେ ଭାବ ପ୍ରକାଶ କଲେ ବିଦେଶ ସଚିବ
- ଗତ ୨୮ରେ ଆମେରିକାର ଏୟାର ଷ୍ଟ୍ରାଇକରେ ଯାଇଛି ଜୀବନ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)