Advertisment

ମୁମ୍ବାଇ ଉତ୍ତର ଲୋକସଭା ଆସନରୁ ଲଢ଼ିବେ ଉର୍ମିଳା

ନୂଆଦିଲ୍ଲୀ: ନିକଟରେ କଂଗ୍ରେସରେ ସାମିଲ୍‌ ହୋଇଥିବା ବଲିଉଡ ଅଭେନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କୁ ଲୋକସଭା ପ୍ରାର୍ଥୀ କରିଛି ଦଳ। ମୁମ୍ବାଇ ଉତ୍ତରରୁ କଂଗ୍ରେସ ତାଙ୍କୁ ଲୋକସଭା ପ୍ରାର୍ଥୀ କରିଛି। ଏବେ ଉର୍ମିଳାଙ୍କ ରାଜନୈତିକ ଲଢ଼େଇ ବିଜେପିର ଗୋପାଲ ସେଟ୍ଟିଙ୍କ ସହ ହେବ। କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ କଂଗ୍ରେସରେ ସାମିଲ୍‌ ହୋଇଛନ୍ତି, ବାକ୍ ସ୍ୱାଧୀନତା କଥା କହି ବିଜେପିକୁ ଟାର୍ଗେଟ୍‌ କରିଥିଲେ ଉର୍ମିଳା।

author-image
Jyotsnamayee Pradhan
ମୁମ୍ବାଇ ଉତ୍ତର ଲୋକସଭା ଆସନରୁ ଲଢ଼ିବେ ଉର୍ମିଳା

667384-urmilamatondkar-040218