Advertisment

ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: କଶ୍ମୀର ଉପତ୍ୟକାରୁ ଆତଙ୍କବାଦୀ ସଫେଇ କରିବା ପାଇଁ ସେନା ପକ୍ଷରୁ ଅପରେସନ ଅଲଆଉଟ୍‌ ଜାରି ରହିଛି। ଆଜି ଜମ୍ମୁ ଓ କଶ୍ମୀରର ତ୍ରାଲ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସୁରକ୍ଷାକର୍ମୀ ତ୍ରାଲ ଅଞ୍ଚଳରେ ଭୋରରୁ ସର୍ଚ୍ଚ ଅପରେସନ୍‌ କରିଥିଲେ। ଏକ ଘରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସେନା, ସିଆରପିଏଫ୍‌ ଓ ରାଜ୍ୟ ପୁଲିସ୍‌ର ମିଳିତ ଟିମ୍ ସେଠାକୁ ଯାଇ ଅପରେସନ୍‌ କରିଛନ୍ତି। […]

author-image
Jyotsnamayee Pradhan
ଦୁଇ ଆତଙ୍କବାଦୀ ନିହତ

kashmir

ଶ୍ରୀନଗର: କଶ୍ମୀର ଉପତ୍ୟକାରୁ ଆତଙ୍କବାଦୀ ସଫେଇ କରିବା ପାଇଁ ସେନା ପକ୍ଷରୁ ଅପରେସନ ଅଲଆଉଟ୍‌ ଜାରି ରହିଛି। ଆଜି ଜମ୍ମୁ ଓ କଶ୍ମୀରର ତ୍ରାଲ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି।

Advertisment

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସୁରକ୍ଷାକର୍ମୀ ତ୍ରାଲ ଅଞ୍ଚଳରେ ଭୋରରୁ ସର୍ଚ୍ଚ ଅପରେସନ୍‌ କରିଥିଲେ। ଏକ ଘରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସେନା, ସିଆରପିଏଫ୍‌ ଓ ରାଜ୍ୟ ପୁଲିସ୍‌ର ମିଳିତ ଟିମ୍ ସେଠାକୁ ଯାଇ ଅପରେସନ୍‌ କରିଛନ୍ତି। ଏବେ ବି ସେଠାରେ ଗୁଳିବିନିମୟ ଜାରି ରହିଛି।

Advertisment
Advertisment