Advertisment

କଂଗ୍ରେସ୍‌କୁ ଏମିତି କହିଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପୁଣି ପ୍ରଶ୍ନ ଉଠିଛି। ସ୍ମୃତି ୩ ବର୍ଷିୟା ଡିଗ୍ରୀ ହାସଲ କରି ନାହାନ୍ତି ବୋଲି ନିଜ ନାମାଙ୍କନପତ୍ର ଦାଖଲ ବେଳେ ସତ୍ୟପାଠରେ ଦର୍ଶାଇଛନ୍ତି। ଏହାକୁ ନେଇ କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ, ସ୍ମୃତି ଇରାନୀଙ୍କୁ କଟାକ୍ଷ କରି କହିଛନ୍ତି, ନିର୍ବାଚନ ସମୟରେ ଦାଖଲ କରୁଥିବା ସତ୍ୟପାଠରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସବୁବେଳେ ଭୁଲ୍ ତଥ୍ୟ ପ୍ରଦାନ କରୁଛନ୍ତି। ଏଭଳିକି ବିଜେପି ସରକାରରେ ସବୁ କିଛି ସମ୍ଭବ ବୋଲି […]

author-image
Jyotsnamayee Pradhan
କଂଗ୍ରେସ୍‌କୁ ଏମିତି କହିଲେ ସ୍ମୃତି ଇରାନୀ

6

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପୁଣି ପ୍ରଶ୍ନ ଉଠିଛି। ସ୍ମୃତି ୩ ବର୍ଷିୟା ଡିଗ୍ରୀ ହାସଲ କରି ନାହାନ୍ତି ବୋଲି ନିଜ ନାମାଙ୍କନପତ୍ର ଦାଖଲ ବେଳେ ସତ୍ୟପାଠରେ ଦର୍ଶାଇଛନ୍ତି।

Advertisment

ଏହାକୁ ନେଇ କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ, ସ୍ମୃତି ଇରାନୀଙ୍କୁ କଟାକ୍ଷ କରି କହିଛନ୍ତି, ନିର୍ବାଚନ ସମୟରେ ଦାଖଲ କରୁଥିବା ସତ୍ୟପାଠରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସବୁବେଳେ ଭୁଲ୍ ତଥ୍ୟ ପ୍ରଦାନ କରୁଛନ୍ତି।

ଏଭଳିକି ବିଜେପି ସରକାରରେ ସବୁ କିଛି ସମ୍ଭବ ବୋଲି କହି ପ୍ରିୟଙ୍କା ଭର୍ତ୍ସନା କରିଛନ୍ତି। ସେପଟେ ଏ ନେଇ ପ୍ରତିକ୍ରିୟା ରଖି ସ୍ମୃତି ଇରାନୀ କହିଛନ୍ତି କଂଗ୍ରେସ ତାଙ୍କୁ ଯେତେ ଅପମାନିତ କରିବ ସେ ସେତେ ଅଧିକ କଂଗ୍ରେସ ବିରୋଧରେ କାମ କରିବେ।

Advertisment
Advertisment
Advertisment