Advertisment

ଏବେ PUBG ନୁହେଁ, ଭାରତରେ ଚାଲିବ FAU-G ଗେମ୍‌ ଆପ୍

ନୂଆଦିଲ୍ଲୀ: ଏବେ PUBG ନୁହେଁ, ଭାରତରେ ଚାଲିବ FAU-G ଗେମ୍‌ ଆପ୍। ଚୀନ ଗେମ୍ ପବି-ଜି ବ୍ୟାନ୍ ହେବା ପରେ ଲଞ୍ଚ ହେବାକୁ ଯାଉଛି Fearless and United Guards- FAU-G ଆପ୍। ଯାହାକୁ ନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳିରେ ନିର୍ମାଣ ହୋଇଥିବା ଏହି ଗେମ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆତ୍ମ ନିର୍ଭର ଅଭିଯାନ ଅନୁସାରେ ଏହାକୁ ନିର୍ମାଣ କରାଯାଇଛି। ସବୁଠୁ ବଡ଼ କଥା […]

author-image
Abinash Pati
ଏବେ PUBG ନୁହେଁ, ଭାରତରେ ଚାଲିବ FAU-G ଗେମ୍‌ ଆପ୍

fug

ନୂଆଦିଲ୍ଲୀ: ଏବେ PUBG ନୁହେଁ, ଭାରତରେ ଚାଲିବ FAU-G ଗେମ୍‌ ଆପ୍। ଚୀନ ଗେମ୍ ପବି-ଜି ବ୍ୟାନ୍ ହେବା ପରେ ଲଞ୍ଚ ହେବାକୁ ଯାଉଛି Fearless and United Guards- FAU-G ଆପ୍। ଯାହାକୁ ନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର।

Advertisment

ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳିରେ ନିର୍ମାଣ ହୋଇଥିବା ଏହି ଗେମ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆତ୍ମ ନିର୍ଭର ଅଭିଯାନ ଅନୁସାରେ ଏହାକୁ ନିର୍ମାଣ କରାଯାଇଛି। ସବୁଠୁ ବଡ଼ କଥା ହେଉଛି, ଏଥିରୁ ମିଳିବାକୁ ଥିବା ଲାଭର ୨୦ ପ୍ରତିଶତ ସହିଦଙ୍କ ପରିବାରକୁ ପ୍ରଦାନ କରାଯିବ। 'ଭାରତ କେ ବୀର ଟ୍ରଷ୍ଟ'କୁ ଏହି ଟଙ୍କା ଦିଆଯିବ ବୋଲି ଅକ୍ଷୟ ଘୋଷଣା କରିଛନ୍ତି।

FAU-Gରେ ପବଜି ଭଳି ମିଳିବ ସମସ୍ତ ପ୍ରକାର ଗେମିଂ ସୁବିଧା। ଫିଚର୍ସ ପବ୍‌ଜିଠୁ କିଛି ଅଧିକା ଉନ୍ନତ ଓ ଅତ୍ୟାଧୁନିକ ରହିବ ବୋଲି କୁହାଯାଉଛି।

Advertisment
Advertisment
Advertisment