/odishatv-khabar/media/post_attachments/uploadimage/library/16_9/16_9_0/modi-8_1626759082.jpg)
modi
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମିରଟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଶନ ୨୦୧୯ ପାଇଁ ଆଜି ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ମିରଟରେ ଏକ ସାଧାରଣ ସଭାକୁ ସେ ଉଦବୋଧନ ଦେଇଛନ୍ତି। ନିର୍ବାଚନ ତାରିଖ ଘୋଷଣାର ୧୮ ଦିନ ପରେ ମୋଦି ପ୍ରଥମ ନିର୍ବାଚନୀ ରାଲି କରିଛନ୍ତି।
Advertisment
ଏହି ଅବସରରେ ବିରୋଧୀଙ୍କୁ ମୋଦି କଡ଼ା ଭର୍ତ୍ସନା କରିଛନ୍ତି। ଏହାସହ ସର୍ଜିକାଲ ଷ୍ଟ୍ରାଇକ୍, ଆତଙ୍କବାଦୀ ପ୍ରସଙ୍ଗ ସେ ଉଠାଇଛନ୍ତି। ଏନ୍ଡିଏର ଜନ ଧନ ଆକାଉଣ୍ଟକୁ ମୋଦି ପ୍ରଶଂସା କରିବା ସହିତ କଂଗ୍ରେସର ପ୍ରସ୍ତାବିତ NYAY ଯୋଜନକୁ କଡ଼ା ସମାଲୋଚନା କରିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)