Advertisment

ଭାରତୀୟ ଯବାନଙ୍କୁ ଗଳାକାଟି ହତ୍ୟା

ଶ୍ରୀନଗର: ସୀମାରେ ପାକିସ୍ତାନ ସେନା ଭାରତୀୟ ସେନାର ଜଣେ ହେଡ୍‌ କନଷ୍ଟେବଲ୍‌ଙ୍କୁ ଗଳାକାଟି ହତ୍ୟା କରିଛନ୍ତି। ଆଜି ସହିଦ ଯବାନଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଘଟଣାକୁ ନେଇ ଏଲ୍ଓସିରେ ହାଇ ଆଲର୍ଟ ଜାରି କରାଯାଇଛି। ସହିଦ ଯବାନ ଜଣଙ୍କ ବିଏସ୍‌ଏଫ୍‌ ହେଡ୍ କନଷ୍ଟେବଲ୍‌ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ନାଁ ନରେନ୍ଦ୍ର କୁମାର। ଗତକାଲି ପାକିସ୍ତାନ ସେନା ପକ୍ଷରୁ ଏହି ହତ୍ୟା କରାଯାଇଥିଲା। ଯବାନଙ୍କ ଦେହରେ ଆଉ ତିନିଟି କ୍ଷତ ଚିହ୍ନ ଥିବା ଦେଖିବାକୁ […]

author-image
Abinash Pati
ଭାରତୀୟ ଯବାନଙ୍କୁ ଗଳାକାଟି ହତ୍ୟା

slit

ଶ୍ରୀନଗର: ସୀମାରେ ପାକିସ୍ତାନ ସେନା ଭାରତୀୟ ସେନାର ଜଣେ ହେଡ୍‌ କନଷ୍ଟେବଲ୍‌ଙ୍କୁ ଗଳାକାଟି ହତ୍ୟା କରିଛନ୍ତି। ଆଜି ସହିଦ ଯବାନଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଘଟଣାକୁ ନେଇ ଏଲ୍ଓସିରେ ହାଇ ଆଲର୍ଟ ଜାରି କରାଯାଇଛି।

Advertisment

ସହିଦ ଯବାନ ଜଣଙ୍କ ବିଏସ୍‌ଏଫ୍‌ ହେଡ୍ କନଷ୍ଟେବଲ୍‌ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ନାଁ ନରେନ୍ଦ୍ର କୁମାର। ଗତକାଲି ପାକିସ୍ତାନ ସେନା ପକ୍ଷରୁ ଏହି ହତ୍ୟା କରାଯାଇଥିଲା। ଯବାନଙ୍କ ଦେହରେ ଆଉ ତିନିଟି କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି। ପାକିସ୍ତାନ ସେନାର ଏଭଳି ବର୍ବର କାଣ୍ଡକୁ ଭାରତୀୟ ସେନା ଦୃଢ଼ ନିନ୍ଦା କରିଛି।

Advertisment
Advertisment