Advertisment

ମସଜିଦରେ ଆକ୍ରମଣ:  ୪୦ ମୃତ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ କ୍ରାଏଷ୍ଟଚର୍ଚ୍ଚ ସିଟିର ହେଗଲେ ପାର୍କ ନିକଟ ଏକ ମସଜିଦରେ ଜଣେ ଯୁବକ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ୨୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୁଲିସ୍‌ ମୃତୟନ କରାଯାଇଥିବା ବେଳେ ସଂପୃକ୍ତ ଅଞ୍ଚଳକୁ କର୍ଡନ କରି ଦିଆଯାଇଛି। ଏହାସହ ଆଖପାଖର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ […]

author-image
Jyotsnamayee Pradhan
ମସଜିଦରେ ଆକ୍ରମଣ:  ୪୦ ମୃତ

shotting

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ କ୍ରାଏଷ୍ଟଚର୍ଚ୍ଚ ସିଟିର ହେଗଲେ ପାର୍କ ନିକଟ ଏକ ମସଜିଦରେ ଜଣେ ଯୁବକ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ୨୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଘଟଣାସ୍ଥଳରେ ପୁଲିସ୍‌ ମୃତୟନ କରାଯାଇଥିବା ବେଳେ ସଂପୃକ୍ତ ଅଞ୍ଚଳକୁ କର୍ଡନ କରି ଦିଆଯାଇଛି। ଏହାସହ ଆଖପାଖର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ସଂପୃକ୍ତ ଯୁବକଙ୍କୁ ଜୀବନ୍ତ ଧରିବା ପାଇଁ ଅପରେସନ୍‌ ଜାରି ରହିଛି।

ମସଜିଦ ପାଖ ହୋଟେଲ୍‌ରେ ଥିବା ବାଂଲାଦେଶ କ୍ରିକେଟ୍ ଟିମ୍ ସୌଭାଗ୍ୟବଶତଃ ସୁରକ୍ଷିତ ଥିବା ସୂଚନା ମିଳିଛି।

Advertisment
Advertisment
Advertisment