Advertisment

ଗଲୱାନ ଘାଟିରୁ ପଛକୁ ହଟିଲା ଚୀନ

ନୂଆଦିଲ୍ଲୀ: ଲଦାଖ ସୀମାନ୍ତରେ ଦାଦାଗିରି ଦେଖାଇ ଭାରତଠୁ କଡ଼ା ଜବାବ ପାଇବା ପରେ ପଛକୁ ହଟିଛି ଚୀନ।  ଏବେ ଲଦାଖ ଗଲୱାନ ଘାଟିରୁ ଚୀନ୍ ସେନା ୨ କିମି ପଛକୁ ହଟିଥିବା ସୂଚନା ମିଳିଛି। ଏଥିସହିତ ଭାରତ ମଧ୍ୟ ତାର ସେନାକୁ ପଛକୁ ହଟାଇଥିବା ସୂଚନା ମିଳିଛି। ଗଲୱାନ ଘାଟିରେ ଚୀନ ଅସ୍ଥାୟୀ କ୍ୟାମ୍ପ କରିବା ପରେ ମୁହଁମୁହିଁ ହୋଇଥିଲେ ଦୁଇ ଦେଶର ସେନା। ଚୀନ ସେନାର ବର୍ବର ଆକ୍ରମଣରେ ସହିଦ୍‌ ହୋଇଥିଲେ ୨୦ ଭାରତୀୟ ଯବାନ। […]

author-image
Minati Mishra
ଗଲୱାନ ଘାଟିରୁ ପଛକୁ ହଟିଲା ଚୀନ

galwan

ନୂଆଦିଲ୍ଲୀ: ଲଦାଖ ସୀମାନ୍ତରେ ଦାଦାଗିରି ଦେଖାଇ ଭାରତଠୁ କଡ଼ା ଜବାବ ପାଇବା ପରେ ପଛକୁ ହଟିଛି ଚୀନ।  ଏବେ ଲଦାଖ ଗଲୱାନ ଘାଟିରୁ ଚୀନ୍ ସେନା ୨ କିମି ପଛକୁ ହଟିଥିବା ସୂଚନା ମିଳିଛି। ଏଥିସହିତ ଭାରତ ମଧ୍ୟ ତାର ସେନାକୁ ପଛକୁ ହଟାଇଥିବା ସୂଚନା ମିଳିଛି।

Advertisment

ଗଲୱାନ ଘାଟିରେ ଚୀନ ଅସ୍ଥାୟୀ କ୍ୟାମ୍ପ କରିବା ପରେ ମୁହଁମୁହିଁ ହୋଇଥିଲେ ଦୁଇ ଦେଶର ସେନା। ଚୀନ ସେନାର ବର୍ବର ଆକ୍ରମଣରେ ସହିଦ୍‌ ହୋଇଥିଲେ ୨୦ ଭାରତୀୟ ଯବାନ। ଏହା ପରେ ଭାରତ ପକ୍ଷରୁ ଚୀନ ଉପରେ ସାମରିକ, କୂଟନୀତିକ, ରାଜନୈତିକ ତଥା ବ୍ୟାବସାୟିକ ଚାପ ପଡ଼ିଥିଲା। 

Advertisment
Advertisment