Advertisment

ବର୍ଷକରେ ୨୩ ପିଲାର ବାପା ହୋଇ ଫସିଲେ; ଯୁବକଙ୍କ ବିରୋଧରେ ମାମଲା ରୁଜୁ

ଗୋଟିଏ ବର୍ଷରେ ୨୩ଟି ପିଲାର ବାପା ହେଲେ ଯୁବକ। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଯୁବକ ଜଣକ ଜୈବିକ ପଦ୍ଧତିରେ ହିଁ ୨୩ ପିଲାର ବାପା ହୋଇଛନ୍ତି। ଏହି ଯୁବକ ଜଣକ ହେଲେ ଅଷ୍ଟ୍ରେଲିଆର ଏଲନ ଫାନ। ଏଲନ ପ୍ରଥମେ ପ୍ରଥମେ ଖୁସିରେ ସ୍ପର୍ମ ଦାନ କରୁଥିଲେ। କିନ୍ତୁ ପରେ ସେ ଏହାକୁ ଜିବୀକା ଭାବରେ ଗ୍ରହଣ ନେଇଥିଲେ।   ସ୍ପର୍ମ ଦାନ କରି ଗୋଟିଏ ବର୍ଷରେ ୨୩ ପିଲାର ବାପା ହେବା […]

author-image
Dibakar Sahoo
ଅଦ୍ୟତନ ହୋଇଛି
ବର୍ଷକରେ ୨୩ ପିଲାର ବାପା ହୋଇ ଫସିଲେ; ଯୁବକଙ୍କ ବିରୋଧରେ ମାମଲା ରୁଜୁ

4

ଗୋଟିଏ ବର୍ଷରେ ୨୩ଟି ପିଲାର ବାପା ହେଲେ ଯୁବକ। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଯୁବକ ଜଣକ ଜୈବିକ ପଦ୍ଧତିରେ ହିଁ ୨୩ ପିଲାର ବାପା ହୋଇଛନ୍ତି। ଏହି ଯୁବକ ଜଣକ ହେଲେ ଅଷ୍ଟ୍ରେଲିଆର ଏଲନ ଫାନ। ଏଲନ ପ୍ରଥମେ ପ୍ରଥମେ ଖୁସିରେ ସ୍ପର୍ମ ଦାନ କରୁଥିଲେ। କିନ୍ତୁ ପରେ ସେ ଏହାକୁ ଜିବୀକା ଭାବରେ ଗ୍ରହଣ ନେଇଥିଲେ।

Advertisment

ସ୍ପର୍ମ ଦାନ କରି ଗୋଟିଏ ବର୍ଷରେ ୨୩ ପିଲାର ବାପା ହେବା ପରେ ଏଲନ୍‌ ଫାନ୍‌ ଏବେ ଚର୍ଚ୍ଚା ଘେରକୁ ଆସିଛନ୍ତି।

ଡେଲି ମେଲ୍‌ର ରିପୋର୍ଟ ଅନୁସାରେ ଏଲନଙ୍କର ନିଜର ଦୁଇଟି ପିଲା ରହିଛନ୍ତି। କିନ୍ତୁ ସେ ଜୈବିକ ପଦ୍ଧତିରେ ସ୍ପର୍ମ ଦାନ କରି ୨୩ଟି ପିଲାଙ୍କର ବାପା ହୋଇପାରିଛନ୍ତି। କିନ୍ତୁ ଏପରି କରି ସେ ଏବେ ବିବାଦରେ ଫସିଛନ୍ତି।

Advertisment

ଅଷ୍ଟ୍ରେଲିଆରେ ରହୁଥିବା ୪୦ ବର୍ଷୀୟ ଏଲନ୍‌ଙ୍କୁ ନେଇ ଏବେ ତଦନ୍ତ ଚାଲିଛି। କିଛି ଫର୍ଟିଲିଟି କ୍ଲିନିକ୍‌ ସେଣ୍ଟର ଏଲନ୍‌ଙ୍କ ବିରୋଧରେ ମାମଲା ଦାୟାର କରିଛନ୍ତି। ସେ ଅବୈଧ କ୍ଲିନିକ୍‌ରେ ସ୍ପର୍ମ ଦାନ କରିଥିଲେ। ଏଥିସହ ସେ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଅଧିକ ଛୁଆଙ୍କ ବାପା ହେଇଥିବା ନେଇ ମାମଲାକାରୀ ଦର୍ଶାଇଛନ୍ତି।Mr Phan said he found it very hard to turn women down knowing how desperate they were to have a baby and had donated to three women in one day. Australia's unofficial most prolific sperm donor is pictured with his own daughter

Advertisment
Advertisment