Advertisment

୫ ମାସ ପରେ ଖୋଲିଲା ମାତା ବୈଷ୍ଣୋଦେବୀଙ୍କ ମନ୍ଦିର

ଶ୍ରୀନଗର: ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ରବିବାର ସକାଳଠୁ ମାତା ବୈଷ୍ଣୋଦେବୀଙ୍କ ମନ୍ଦିର ଖୋଲିଛି।  କରୋନା କଟକଣା ପାଇଁ ଗତ ୫ ମାସ ହେବ ମନ୍ଦିର ବନ୍ଦ ଥିଲା। ଦୈନିକ ଏହି ମନ୍ଦିରରେ ଦର୍ଶନ ଲାଗି ୨ ହଜାର ଲୋକଙ୍କୁ ଅନୁମତି ପ୍ରଦାନ କରାଯିବ। ଏମାନଙ୍କ ମଧ୍ୟରୁ ସ୍ଥାନୀୟ ଅଞ୍ଚଳର ୧୯୦୦ ଓ ବାହାର ରାଜ୍ୟରୁ ଆସିଥିବା ୧୦୦ଜଣ ଶ୍ରଦ୍ଧାଳୁ ଛଡ଼ାଯିବ। ତେବେ ଯଦି କୌଣସି ବ୍ୟକ୍ତି ରେଡ ଜୋନରୁ ଆସନ୍ତି ତେବେ ତାଙ୍କର କରୋନା ନେଗେଟିଭ୍ […]

author-image
Abinash Pati
୫ ମାସ ପରେ ଖୋଲିଲା ମାତା ବୈଷ୍ଣୋଦେବୀଙ୍କ ମନ୍ଦିର

baishno-devi

ଶ୍ରୀନଗର: ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ରବିବାର ସକାଳଠୁ ମାତା ବୈଷ୍ଣୋଦେବୀଙ୍କ ମନ୍ଦିର ଖୋଲିଛି।  କରୋନା କଟକଣା ପାଇଁ ଗତ ୫ ମାସ ହେବ ମନ୍ଦିର ବନ୍ଦ ଥିଲା। ଦୈନିକ ଏହି ମନ୍ଦିରରେ ଦର୍ଶନ ଲାଗି ୨ ହଜାର ଲୋକଙ୍କୁ ଅନୁମତି ପ୍ରଦାନ କରାଯିବ। ଏମାନଙ୍କ ମଧ୍ୟରୁ ସ୍ଥାନୀୟ ଅଞ୍ଚଳର ୧୯୦୦ ଓ ବାହାର ରାଜ୍ୟରୁ ଆସିଥିବା ୧୦୦ଜଣ ଶ୍ରଦ୍ଧାଳୁ ଛଡ଼ାଯିବ।

Advertisment

ତେବେ ଯଦି କୌଣସି ବ୍ୟକ୍ତି ରେଡ ଜୋନରୁ ଆସନ୍ତି ତେବେ ତାଙ୍କର କରୋନା ନେଗେଟିଭ୍ ରିପୋର୍ଟ ଦେଲେ ହିଁ ଦର୍ଶନ ଲାଗି ସୁଯୋଗ ମିଳିବ ବୋଲି କହିଛନ୍ତି ମାତା ବୈଷ୍ଣୋଦେବୀ ସିଇଓ ରମେଶ କୁମାର।

କରୋନା କଟକଣା ସହ ଭକ୍ତ ସାମାଜିକ ଦୂରତା ରଖି ଦର୍ଶନ କରି ଫେରିବେ ମାତା ବୈଷ୍ଣୋଦେବୀଙ୍କ ମନ୍ଦିର ଖୋଲବା ଲାଗି ଅନୁମତି ମିଳିବା ପରେ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

Advertisment
Advertisment
Advertisment