Advertisment

କରୋନାଠୁ ଦୂରେଇ ରହିବା ପାଇଁ କାହାକୁ ବଡ଼ ଅସ୍ତ୍ର କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ ?

ନୂଆଦିଲ୍ଲୀ: ସାମାନ୍ୟ ଅସାବଧାନତା ହେଲେ କରୋନା ସଂକ୍ରମଣ ଚେନ୍‌କୁ ଆମେ ଭାଙ୍ଗିପାରିବା ନାହିଁ। କରୋନା ଠାରୁ ମୁକ୍ତିପାଇବାକୁ ହେଲେ ମାସ୍କ ହିଁ ସବୁଠାରୁ ବଡ଼ ଅସ୍ତ୍ର। ଏପରି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ହର୍ଷବର୍ଦ୍ଧନ କହିଛନ୍ତି, ମାସ୍କ ହେଉଛି ସବୁଠାରୁ ବଡ଼ କରୋନା ପ୍ରତିରୋଧକ। କିନ୍ତୁ ଏହାପରେ ବି ଜଣେ ଅନ୍ୟ ଜଣଙ୍କ ଠାରୁ ଦୁଇ ଗଜ ଦୂରତା ରଖିବା, ହାତ ଧୋଇବା ଓ ସାନିଟାଇଜ୍ କରିବା ହିଁ […]

କରୋନାଠୁ ଦୂରେଇ ରହିବା ପାଇଁ କାହାକୁ ବଡ଼ ଅସ୍ତ୍ର କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ ?

harsh-wardhan

Advertisment

ନୂଆଦିଲ୍ଲୀ: ସାମାନ୍ୟ ଅସାବଧାନତା ହେଲେ କରୋନା ସଂକ୍ରମଣ ଚେନ୍‌କୁ ଆମେ ଭାଙ୍ଗିପାରିବା ନାହିଁ। କରୋନା ଠାରୁ ମୁକ୍ତିପାଇବାକୁ ହେଲେ ମାସ୍କ ହିଁ ସବୁଠାରୁ ବଡ଼ ଅସ୍ତ୍ର। ଏପରି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ।

Advertisment

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ହର୍ଷବର୍ଦ୍ଧନ କହିଛନ୍ତି, ମାସ୍କ ହେଉଛି ସବୁଠାରୁ ବଡ଼ କରୋନା ପ୍ରତିରୋଧକ। କିନ୍ତୁ ଏହାପରେ ବି ଜଣେ ଅନ୍ୟ ଜଣଙ୍କ ଠାରୁ ଦୁଇ ଗଜ ଦୂରତା ରଖିବା, ହାତ ଧୋଇବା ଓ ସାନିଟାଇଜ୍ କରିବା ହିଁ କରୋନାକୁ ଦୂରେଇ ପାରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ଅନ୍‌ଲକ୍‌ ମାଧ୍ୟରେ ପର୍ଯ୍ୟାୟନ ଅନୁସାରେ ସବୁକିଛି ସାଧାରଣ ହେଉଛି। ଏହି ସମୟରେ କିଛି ଲୋକ କରୋନା ଗାଇଡ୍‌ଲାଇନ୍ ପ୍ରତି ସାବଧାନ ହେଉ ନାହାଁନ୍ତି। ଏପରି କରିବା ଦ୍ୱାରା କରୋନା ସଂକ୍ରମଣ ଚ୍ୟାନ୍‌ ଭାଙ୍ଗିବା କଷ୍ଟକର ହେବ। ତେଣୁ ଏଥିରୁ ଆମକୁ ଦୂରେଇ ରହି ଗାଇଡ୍‌ଲାଇନ୍‌ ପ୍ରତି ଯତ୍ନବାନ ହେବା ଆବଶ୍ୟକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ