Advertisment

ଦିନକରେ ୬୯,୨୩୯ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ; ୯୧୨ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଦିନକରେ ୬୯ ହଜାର ୨୩୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ହୋଇଛନ୍ତି। ସେହିଭଳି ୯୧୨ ଜଣଙ୍କର ଜୀବନ ନେଇଛି ମହାମାରୀ କୋଭିଡ-୧୯ ଭାଇରସ। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ମୃତ୍ୟ ସଂଖ୍ୟାକୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୫୬,୭୦୬ରେ ପହଞ୍ଚିଛି।। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଲକ୍ଷ ୪୪ ହଜାର ୯୪୧କୁ ବୃଦ୍ଧି ପାଇଥିବା ବେଳେ ମୋଟ ଆକ୍ଟିଭ୍ କେସ୍- ୭,୦୭,୬୬୮ ରହିଛି। ସେହିଭଳି […]

ଅଦ୍ୟତନ ହୋଇଛି
ଦିନକରେ ୬୯,୨୩୯ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ; ୯୧୨ ମୃତ୍ୟୁ

coronsaviryd

Advertisment

ନୂଆଦିଲ୍ଲୀ: ଦେଶରେ ଦିନକରେ ୬୯ ହଜାର ୨୩୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ହୋଇଛନ୍ତି। ସେହିଭଳି ୯୧୨ ଜଣଙ୍କର ଜୀବନ ନେଇଛି ମହାମାରୀ କୋଭିଡ-୧୯ ଭାଇରସ। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ନୂଆ ମୃତ୍ୟ ସଂଖ୍ୟାକୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୫୬,୭୦୬ରେ ପହଞ୍ଚିଛି।। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଲକ୍ଷ ୪୪ ହଜାର ୯୪୧କୁ ବୃଦ୍ଧି ପାଇଥିବା ବେଳେ ମୋଟ ଆକ୍ଟିଭ୍ କେସ୍- ୭,୦୭,୬୬୮ ରହିଛି। ସେହିଭଳି ଏପର୍ଯ୍ୟନ୍ତ କରୋନାରୁ ୨୨,୮୦,୫୬୭ ଜଣ ସୁସ୍ଥ ହୋଇ ସାରିଲେଣି।

ମହାରାଷ୍ଟ୍ରରେ ସର୍ବାଧିକ ୨୧ ହଜାର ୯୯୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଲାଣି।  ସେହିଭଳି ତାମିଲନାଡୁ- ୬୪୨୦, କର୍ଣ୍ଣାଟକ- ୪୬୧୫, ଦିଲ୍ଲୀରେ ୪୨୮୪ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ