Advertisment

୩୦ ହଜାର ତଳକୁ ଖସିଲା ଦୈନିକ କରୋନା ପଜିଟିଭ୍ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ୨୪ ଘଣ୍ଟାରେ ୨୯,୧୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୮,୭୪,୨୯୧ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦିନକରେ ୪୪୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଶର ମୋଟ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୧,୩୦,୫୧୯ ହୋଇଛି। ସେହିପରି ଗତ ୨୪ ଘଣ୍ଟାରେ ସକ୍ରିୟ ସଂଖ୍ୟାରେ ୧୨,୦୭୭ କମି ମୋଟ ସକ୍ରିୟ ସଂଖ୍ୟା ୪,୫୩,୪୦୧ ରହିଛି। ଦିନକରେ ସୁସ୍ଥ ହୋଇଛନ୍ତି ୪୦,୭୯୧। ଫଳରେ […]

୩୦ ହଜାର ତଳକୁ ଖସିଲା ଦୈନିକ କରୋନା ପଜିଟିଭ୍ ସଂଖ୍ୟା

1

Advertisment

ନୂଆଦିଲ୍ଲୀ: ଦେଶରେ ୨୪ ଘଣ୍ଟାରେ ୨୯,୧୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୮,୭୪,୨୯୧ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦିନକରେ ୪୪୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଶର ମୋଟ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୧,୩୦,୫୧୯ ହୋଇଛି।

Advertisment

ସେହିପରି ଗତ ୨୪ ଘଣ୍ଟାରେ ସକ୍ରିୟ ସଂଖ୍ୟାରେ ୧୨,୦୭୭ କମି ମୋଟ ସକ୍ରିୟ ସଂଖ୍ୟା ୪,୫୩,୪୦୧ ରହିଛି। ଦିନକରେ ସୁସ୍ଥ ହୋଇଛନ୍ତି ୪୦,୭୯୧। ଫଳରେ ମୋଟ ସୁସ୍ଥ ସଂଖ୍ୟା ପହଞ୍ଚିଛି ୮୨,୯୦,୩୭୧ ।

୧୦ ଦିନ ପାଇଁ ଭାରତରେ ଦୈନିକ କରୋନା ଆକ୍ରାନ୍ତ ସଂଖ୍ୟା  ୫୦ ହଜାର ତଳକୁ ଚିହ୍ନଟ ହୋଇଛି। ନଭେମ୍ବର ୭ ତାରିଖରେ ଦୈନିକ କରୋନା ସଂଖ୍ୟାରେ ୫୦ ହଜାର ପାର୍ କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ