Advertisment

୨୦୨୧ ବଜେଟ୍‌: ଇନ୍‌ସୁରାନ୍ସ ସେକ୍ଟରରେ ବିଦେଶୀ ପୁଞ୍ଜି ନିବେଶ ୭୪% ବୃଦ୍ଧି ପ୍ରସ୍ତାବ

ନୂଆଦିଲ୍ଲୀ: ଇନ୍ସୁରାନ୍ସ ସେକ୍ଟରରେ ସିଧାସଳଖ ବିଦେଶୀ ପୁଞ୍ଜି ନିବେଶ ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକରା। ଫରେନ୍‌ ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ (FDI) ପୁଞ୍ଜି ନିବେଶ ସୀମାକୁ ୭୪ ପ୍ରତିସତ ପର୍ଯ୍ୟନ୍ତ ବଢ଼ାଯାଇଛି। ବିଦେଶୀ ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ  କରିବା ପାଇଁ କେନ୍ଦ୍ର ସରକାର ଏପରି ପଦକ୍ଷେପ ନେଇଛନ୍ତି। ପ୍ରଥମ ପେପର୍‌ ଲେସ୍‌ ବଜେଟ୍‌ରେ ସମସ୍ତ ଆର୍ଥିକ ଉତ୍ପାଦନ ଅନୁସାରେ ସମସ୍ତ ପୁଞ୍ଜି ନିବେଶକାରୀଙ୍କ ଅଧିକାରୀକୁ ଆଖି ଆଗରେ ରଖି ନିଷ୍ପତ୍ତି ନିଆଯାଇଛି। ଏଥିରେ ଅର୍ଥମନ୍ତ୍ରୀ ଇନ୍ସୁରାନ୍ସ […]

author-image
Abinash Pati
୨୦୨୧ ବଜେଟ୍‌: ଇନ୍‌ସୁରାନ୍ସ ସେକ୍ଟରରେ ବିଦେଶୀ ପୁଞ୍ଜି ନିବେଶ ୭୪% ବୃଦ୍ଧି ପ୍ରସ୍ତାବ

insuranc

ନୂଆଦିଲ୍ଲୀ: ଇନ୍ସୁରାନ୍ସ ସେକ୍ଟରରେ ସିଧାସଳଖ ବିଦେଶୀ ପୁଞ୍ଜି ନିବେଶ ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକରା। ଫରେନ୍‌ ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ (FDI) ପୁଞ୍ଜି ନିବେଶ ସୀମାକୁ ୭୪ ପ୍ରତିସତ ପର୍ଯ୍ୟନ୍ତ ବଢ଼ାଯାଇଛି। ବିଦେଶୀ ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ  କରିବା ପାଇଁ କେନ୍ଦ୍ର ସରକାର ଏପରି ପଦକ୍ଷେପ ନେଇଛନ୍ତି।

Advertisment

ପ୍ରଥମ ପେପର୍‌ ଲେସ୍‌ ବଜେଟ୍‌ରେ ସମସ୍ତ ଆର୍ଥିକ ଉତ୍ପାଦନ ଅନୁସାରେ ସମସ୍ତ ପୁଞ୍ଜି ନିବେଶକାରୀଙ୍କ ଅଧିକାରୀକୁ ଆଖି ଆଗରେ ରଖି ନିଷ୍ପତ୍ତି ନିଆଯାଇଛି। ଏଥିରେ ଅର୍ଥମନ୍ତ୍ରୀ ଇନ୍ସୁରାନ୍ସ ଆକ୍ଟରେ ସଂସୋଧନ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଏନେଇ ସେ କହିଛନ୍ତି

ନିର୍ମଳ ସୀତାରମଣ ବୀମା ଅଧିନିୟମ ୧୯୩୮ ରେ ସଂଶୋଧନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଆକ୍ଟରେ ଇନ୍ସୁରାନ୍ସ କ୍ଷେତ୍ରରେ ପୁଞ୍ଜି ନିବେଶକୁ ୪୯ ପ୍ରତିଶତରୁ ବଢ଼ାଇ ୭୪ ପ୍ରତିଶତୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ତା ସହିତ ବିଦେଶୀ ମାଲିକାନାକୁ ଅନୁମତି ତେବା ସହିତ ଏହାକୁ ନିୟନ୍ତ୍ରଣ କରିବାକୁ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଛନ୍ତି ନିର୍ମଳା।

Advertisment

ବଜେଟ୍‌ ଉପସ୍ଥାପନ ବେଳେ ନିର୍ମଳା କହିଛନ୍ତି “ ନୂଆ ଭିତ୍ତିଭୂମି ଅନୁସାରେ, ଇନ୍ସୁରାନ୍ସ କ୍ଷେତ୍ରରେ ବୋର୍ଡର ଅଧିକାଂଶ ନିର୍ଦ୍ଦେଶକ ଏବଂ ମୁଖ୍ୟ ପରିଚାଳନା ଦାୟିତ୍ୱରେ ଥିବା ବ୍ୟକ୍ତି ଭାରତୀୟ ନାଗରିକ ହୋଇଥିବେ। ଏବଂ ଏଥିରୁ ୫୦ ପ୍ରତିଶତ ନିର୍ଦ୍ଦେଶକଙ୍କୁ ସ୍ୱାଧୀନ କ୍ଷମତା ଦିଆଯିବ। ଏବଂ ସାଧାରଣ ସଂରକ୍ଷଣ ଭାବରେ ଲାଭର ନିର୍ଦ୍ଦିଷ୍ଟ ପ୍ରତିଶତସ ସଞ୍ଚୟ ହୋଇ ରଖାଯିବ।”

Union Budget 2021
Advertisment
Advertisment