Advertisment

ଡିସେମ୍ବରରେ ଆକାଶ ଛୁଆଁ ହୋଇପାରେ ସୁନା ଦର

ନୂଆଦିଲ୍ଲୀ: ଧନତେରାସ୍‌ ଓ ଦୀପାବଳି ସମୟରେ ସୁନା ଦରରେ କେତେବେଳେ ବୃଦ୍ଧି ତ ଆଉ କେତେବେଳେ ଅଳ୍ପ ହ୍ରାସ ଦେଖିବାକୁ ମିଳିଥିଲା। ଫେଷ୍ଟିଭ୍‌ ସିଜନରେ ସୁନାର ଡିମାଣ୍ଡ ଯେଉଁଭଳି ଭାବରେ ରହିବା ନେଇ ବ୍ୟବସାୟୀମାନେ ଆଶା କରିଥିଲେ, ତାହା ଦେଖିବାକୁ ମିଳିନଥିଲା। ଚଳିତ ବର୍ଷ ଅଗଷ୍ଟରେ ସୁନା ଦର ହ୍ରାସର ପ୍ରଭାବ ଫେଷ୍ଟିଭ୍‌ ସିଜନ୍‌ରେ ଦେଖିବାକୁ ମିଳିଛି। ଆପଣ କମ୍‌ ଦାମରେ ସୁନା କିଣିବାକୁ ଚାହୁଁଛନ୍ତି, ତା’ହେଲେ ଏବେ ହେଉଛି ସବୁଠୁ ଭଲ ସମୟ। ଯଦି ଆପଣଙ୍କ […]

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଡିସେମ୍ବରରେ ଆକାଶ ଛୁଆଁ ହୋଇପାରେ ସୁନା ଦର

gold

ନୂଆଦିଲ୍ଲୀ: ଧନତେରାସ୍‌ ଓ ଦୀପାବଳି ସମୟରେ ସୁନା ଦରରେ କେତେବେଳେ ବୃଦ୍ଧି ତ ଆଉ କେତେବେଳେ ଅଳ୍ପ ହ୍ରାସ ଦେଖିବାକୁ ମିଳିଥିଲା। ଫେଷ୍ଟିଭ୍‌ ସିଜନରେ ସୁନାର ଡିମାଣ୍ଡ ଯେଉଁଭଳି ଭାବରେ ରହିବା ନେଇ ବ୍ୟବସାୟୀମାନେ ଆଶା କରିଥିଲେ, ତାହା ଦେଖିବାକୁ ମିଳିନଥିଲା। ଚଳିତ ବର୍ଷ ଅଗଷ୍ଟରେ ସୁନା ଦର ହ୍ରାସର ପ୍ରଭାବ ଫେଷ୍ଟିଭ୍‌ ସିଜନ୍‌ରେ ଦେଖିବାକୁ ମିଳିଛି।

Advertisment

ଆପଣ କମ୍‌ ଦାମରେ ସୁନା କିଣିବାକୁ ଚାହୁଁଛନ୍ତି, ତା’ହେଲେ ଏବେ ହେଉଛି ସବୁଠୁ ଭଲ ସମୟ। ଯଦି ଆପଣଙ୍କ ଘରେ ଆଗକୁ କିଛି ବିବାହ କାର୍ଯ୍ୟକ୍ରମ ଅଛି, ତା’ହେଲେ ଏବେଠୁ କମ୍‌ ଦାମରେ ସୁନା, ରୂପା କିଣି ଦିଅନ୍ତୁ। ଏକ୍ସପର୍ଟଙ୍କ ଆକଳନ ଅନୁସାରେ ଡିସେମ୍ବରରେ ସୁନା ଦରରେ ଆଶାତୀତ ବୃଦ୍ଧି ଦେଖିବାକୁ ମିଳିପାରେ। ପ୍ରତି ୧୦ ଗ୍ରାମକୁ ସୁନା ଦର ୬୫-୬୭ ହଜାର ପର୍ଯ୍ୟନ୍ତ ପହଞ୍ଚିପାରେ।

ଖୁସି ଖବର: ଖୁବ୍‌ ଶୀଘ୍ର ବଢିବ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍‌ସନ ଭୋଗୀଙ୍କ DA

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୦,୭୫୦ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୩,୬୧୦ଟଙ୍କା ରହିଛି।

Advertisment
Gold Price In India
Advertisment
Advertisment