Advertisment

ସୁନା ଦର ବଢିଲା, ରୂପା ବି ହେଲା ମହଙ୍ଗା

ନୂଆଦିଲ୍ଲୀ: ମହଙ୍ଗା ହେଲା ସୁନା ଦର। ସପ୍ତାହ ଆରମ୍ଭରୁ ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ଆଜି ଟ୍ରେଡିଂ ଆରମ୍ଭରୁ ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଥିଲା। ସୁନା ଦର ୧୦ ଗ୍ରାମକୁ ୪୪୧ ଟଙ୍କା…

author-image
Chandan Shishu
ଅଦ୍ୟତନ ହୋଇଛି
ସୁନା ଦର ବଢିଲା, ରୂପା ବି ହେଲା ମହଙ୍ଗା

gold

ନୂଆଦିଲ୍ଲୀ: ମହଙ୍ଗା ହେଲା ସୁନା ଦର। ସପ୍ତାହ ଆରମ୍ଭରୁ ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ଆଜି ଟ୍ରେଡିଂ ଆରମ୍ଭରୁ ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଥିଲା। ସୁନା ଦର ୧୦ ଗ୍ରାମକୁ ୪୪୧ ଟଙ୍କା ବୃଦ୍ଧି ପାଇ ୪୮,୫୩୦ରେ ପହଞ୍ଚିଛି। ପୂର୍ବ ଟ୍ରେଡ୍‌ରେ ୪୮,୦୮୯ରେ ସୁନା ଦର ବନ୍ଦ ରହିଥିଲା।

Advertisment

ସେହିପରି ରୂପା ଦର ମଧ୍ୟ ବୃଦ୍ଧି ପାଇଛି। ପୂର୍ବ ଟ୍ରେଡ୍‌ରେ ରୂପା କେଜି ପ୍ରତି ୭୦,୨୮୪ ଥିବା ବେଳେ ଏହାର ମୂଲ୍ୟ ୭୧,୪୩୨କୁ ବୃଦ୍ଧି ପାଇଛି। ଅର୍ଥାତ୍ ରୂପା ଦର କେଜି ପ୍ରତି ୧୧୪୮ଟଙ୍କା ବଢିଛି।

ଆନ୍ତର୍ଜାତୀୟ ବଜାରରେ ଆମେରକୀୟ ଡଲାରରେ ୧ ଆଉନ୍ସର ସୁନାର ମୂଲ୍ୟ ୧୮୯୬ ଟଙ୍କା କମ୍ ରହିଥିଲା। ସେହିପରି ରୂପାର ମୂଲ୍ୟ ଆମେରକୀୟ ଡଲାରରେ ୨୮.୧୫ ପ୍ଲାଟ୍ ରହିଥିଲା।

Advertisment
Gold Price In India
Advertisment
Advertisment