Advertisment

ନୂଆ ରାଷ୍ଟ୍ରପତି ଭାବେ ଜୋ ବାଇଡେନଙ୍କ ନାଁ ଘୋଷଣା କଲା ଇଲେକ୍ଟୋରାଲ କଲେଜ

ୱାଶିଂଟନ:ଆନୁଷ୍ଠାନିକ ଭାବେ ଜୋ ବାଇଡେନଙ୍କୁ  ଆମେରିକାର ନୂଆ ରାଷ୍ଟ୍ରପତି ଘୋଷଣା କରିଛି  ଇଲେକ୍ଟୋରାଲ କଲେଜ ।   ଗତମାସରେ ହୋଇଥିବା ନିର୍ବାଚନରେ ବାଇଡେନ୍ ୩୦୬ ଇଲେକ୍ଟୋରାଲ ଭୋଟ ପାଇ ବିଜୟୀ ହୋଇଥିଲେ । ରାଷ୍ଟ୍ରପତି ଟ୍ରମ୍ପଙ୍କୁ ମିଳିଥିଲା ମାତ୍ର ୨୩୨ ଇଲେକ୍ଟୋରାଲ ଭୋଟ୍। ଟ୍ରମ୍ପ ପୂର୍ବରୁ ନିର୍ବାଚନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ବାଇଡେନଙ୍କ  ବିଜୟକୁ ଗ୍ରହଣ କରୁନଥିଲେ। ଏବେ ଇଲେକ୍ଟୋରାଲ କଲେଜ ଆନୁଷ୍ଠାନିକ ଭାବେ ବାଇଡେନଙ୍କୁ ପରବର୍ତ୍ତୀ ରାଷ୍ଟ୍ରପତି ଘୋଷଣା କରିବା ପରେ ଆମେରିକା ରାଜନୀତିରେ […]

author-image
Minati Mishra
ନୂଆ ରାଷ୍ଟ୍ରପତି ଭାବେ ଜୋ ବାଇଡେନଙ୍କ ନାଁ ଘୋଷଣା କଲା ଇଲେକ୍ଟୋରାଲ କଲେଜ

biden

ୱାଶିଂଟନ:ଆନୁଷ୍ଠାନିକ ଭାବେ ଜୋ ବାଇଡେନଙ୍କୁ  ଆମେରିକାର ନୂଆ ରାଷ୍ଟ୍ରପତି ଘୋଷଣା କରିଛି  ଇଲେକ୍ଟୋରାଲ କଲେଜ ।   ଗତମାସରେ ହୋଇଥିବା ନିର୍ବାଚନରେ ବାଇଡେନ୍ ୩୦୬ ଇଲେକ୍ଟୋରାଲ ଭୋଟ ପାଇ ବିଜୟୀ ହୋଇଥିଲେ । ରାଷ୍ଟ୍ରପତି ଟ୍ରମ୍ପଙ୍କୁ ମିଳିଥିଲା ମାତ୍ର ୨୩୨ ଇଲେକ୍ଟୋରାଲ ଭୋଟ୍।

Advertisment

ଟ୍ରମ୍ପ ପୂର୍ବରୁ ନିର୍ବାଚନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ବାଇଡେନଙ୍କ  ବିଜୟକୁ ଗ୍ରହଣ କରୁନଥିଲେ। ଏବେ ଇଲେକ୍ଟୋରାଲ କଲେଜ ଆନୁଷ୍ଠାନିକ ଭାବେ ବାଇଡେନଙ୍କୁ ପରବର୍ତ୍ତୀ ରାଷ୍ଟ୍ରପତି ଘୋଷଣା କରିବା ପରେ ଆମେରିକା ରାଜନୀତିରେ ସବୁ କିଛି ସ୍ପଷ୍ଟ ହୋଇଯାଇଛି।

Advertisment
Advertisment