Advertisment

କରୋନାର ଦ୍ୱିତୀୟ ଲହର ବ୍ୟାପିବା ପଛରେ ନିର୍ବାଚନ କମିଶନ ଦାୟୀ: ମାଡ୍ରାସ୍ ହାଇକୋର୍ଟ

ମୁମ୍ବାଇ: ନିର୍ବାଚନ କମିଶନରଙ୍କୁ କଡା ସାମାଲୋଚନା କରିଛନ୍ତି ମାଡ୍ରାସ ହାଇକୋର୍ଟ। ଦେଶରେ କରୋନାର ଦ୍ୱିତୀୟ ଲହର ବ୍ୟାପିବା ପଛରେ ନିର୍ବାଚନ କମିଶନଙ୍କୁ ଦାୟୀ କରିଛନ୍ତି। କୋର୍ଟ ଯଦି ନିର୍ବାଚନ ବେଳେ ରାଜନୀତିକ ଦଳଙ୍କୁ ବଡ଼ ବଡ଼ ରାଲି କରିବାକୁ ନିର୍ବାଚନ କମିଶନ…

author-image
Chandan Shishu
ଅଦ୍ୟତନ ହୋଇଛି
କରୋନାର ଦ୍ୱିତୀୟ ଲହର ବ୍ୟାପିବା ପଛରେ ନିର୍ବାଚନ କମିଶନ ଦାୟୀ: ମାଡ୍ରାସ୍ ହାଇକୋର୍ଟ

madras-high-coutt

ମୁମ୍ବାଇ: ନିର୍ବାଚନ କମିଶନରଙ୍କୁ କଡା ସାମାଲୋଚନା କରିଛନ୍ତି ମାଡ୍ରାସ ହାଇକୋର୍ଟ। ଦେଶରେ କରୋନାର ଦ୍ୱିତୀୟ ଲହର ବ୍ୟାପିବା ପଛରେ ନିର୍ବାଚନ କମିଶନଙ୍କୁ ଦାୟୀ କରିଛନ୍ତି। କୋର୍ଟ ଯଦି ନିର୍ବାଚନ ବେଳେ ରାଜନୀତିକ ଦଳଙ୍କୁ ବଡ଼ ବଡ଼ ରାଲି କରିବାକୁ ନିର୍ବାଚନ କମିଶନ ଅନୁମତି ଦେଇନଥାନ୍ତେ ତାହାଲେ ଆଜି କରୋନାର ଦ୍ୱିତୀୟ ଲହର ଏତେ ମାରାତ୍ମକ ହୋଇନଥାନ୍ତା। ତେଣୁ ନିର୍ବାଚନ କମିଶନର ଏଭଳି ପରିସ୍ଥିତି ପାଇଁ ଏକା ଦାୟୀ। ତାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଅଣାଯିବା ଦରକାର ବୋଲି କୋର୍ଟ କହିଛନ୍ତି।

Advertisment

ମେ ୨ ତାରିଖ ଦିନ ତାମିଲନାଡୁରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ତେଣୁ ଏହି ଦିନ ଭୋଟ୍ ଗଣତି ହେବ। ଦେଶରେ କୋଭିଡ୍ ସଂକ୍ରମଣ ଚରମ ସୀମାରେ ଥିବା ବେଳେ ଭୋଟ୍ ଗଣତି ପାଇଁ କିଭଳି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ରହିଛି ସେ ନେଇ ନିର୍ବାଚନ କମିଶନରଙ୍କୁ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ କହିଛନ୍ତି। ଯଦି ବ୍ଲୁ ପ୍ରିଣ୍ଟ ଉପସ୍ଥାପନ ନକରିପାରିବେ ତାହେଲେ ତାମିଲନାଡୁରେ ଭୋଟ୍ ଗଣତି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯିବ ବୋଲି ହାଇକୋର୍ଟ କହିଛନ୍ତି।

1-ନିର୍ବାଚନ ଆୟୋଗ ଉପରେ ମାଡ୍ରାସ ହାଇକୋର୍ଟଙ୍କ ହତ୍ୟା ଅଭିଯୋଗ ଟିପ୍ପଣୀକୁ କଠୋର ଓ ଅନୁଚିତ କହିଲେ ସୁପ୍ରିମକୋର୍ଟ

Advertisment

2-

Advertisment
Advertisment