Advertisment

‘ଦିଲ୍ଲୀରେ ପଶୁଙ୍କ ଠାରୁ କରୋନା ସଂକ୍ରମିତଙ୍କୁ ହୀନ ବ୍ୟବହାର କରାଯାଉଛି’

ନୂଆଦିଲ୍ଲୀ; ଦିଲ୍ଲୀରେ ପଶୁଙ୍କ ଠାରୁ କରୋନା ସଂକ୍ରମିତଙ୍କୁ ହୀନ ବ୍ୟବହାର କରାଯାଉଛି। ଦିଲ୍ଲୀରେ ଅଳିଆ ଗଦାରୁ ଏକ ମୃତଦେହ ମିଳିବା ପରେ ଆଜି ଏଭଳି ଢଙ୍ଗରେ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ। ଏହାସହ କରୋନା ଟେଷ୍ଟିଂକୁ ନେଇ ମଧ୍ୟ ଦିଲ୍ଲୀ ସରକାରଙ୍କ ଉପରେ ଭର୍ତ୍ସନା କରିଛନ୍ତି କୋର୍ଟ। ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କାହିଁକି କରୋନା ଟେଷ୍ଟିଂ କମିଛି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଯେତେବେଳେ କି ତାମିଲନାଡ଼ୁରେ ପ୍ରତିଦିନ […]

‘ଦିଲ୍ଲୀରେ ପଶୁଙ୍କ ଠାରୁ କରୋନା ସଂକ୍ରମିତଙ୍କୁ ହୀନ ବ୍ୟବହାର କରାଯାଉଛି’

Supreme-Court-2-770x433

Advertisment

ନୂଆଦିଲ୍ଲୀ; ଦିଲ୍ଲୀରେ ପଶୁଙ୍କ ଠାରୁ କରୋନା ସଂକ୍ରମିତଙ୍କୁ ହୀନ ବ୍ୟବହାର କରାଯାଉଛି। ଦିଲ୍ଲୀରେ ଅଳିଆ ଗଦାରୁ ଏକ ମୃତଦେହ ମିଳିବା ପରେ ଆଜି ଏଭଳି ଢଙ୍ଗରେ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ। ଏହାସହ କରୋନା ଟେଷ୍ଟିଂକୁ ନେଇ ମଧ୍ୟ ଦିଲ୍ଲୀ ସରକାରଙ୍କ ଉପରେ ଭର୍ତ୍ସନା କରିଛନ୍ତି କୋର୍ଟ।

Advertisment

ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କାହିଁକି କରୋନା ଟେଷ୍ଟିଂ କମିଛି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଯେତେବେଳେ କି ତାମିଲନାଡ଼ୁରେ ପ୍ରତିଦିନ ୧୬ରୁ ୧୭ ହଜାର ଲେଖାଏଁ କରୋନା ଟେଷ୍ଟ ହେଉଛି, ସେଇଠି ଦିଲ୍ଲୀରେ ମାତ୍ର ୫ରୁ ୭ ହଜାର ମଧ୍ୟରେ ଟେଷ୍ଟିଂ ହେଉଛି।

ମହାରାଷ୍ଟ୍ର ଓ ତାମିଲନାଡ଼ୁ ପରେ ଦିଲ୍ଲୀ ଦେଶର ତୃତୀୟ ସଂକ୍ରମିତ ରାଜ୍ୟ। ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ ୩୪ ହଜାର ୬୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ହଜାର ୮୫ ଜଣଙ୍କ ମୃତ୍ୟୁ ହୋଇଛି।

Advertisment
Coronavirus Supreme Court Of India Arvind Kejriwal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ