Advertisment

କଥା ନମାନି ବାଣ ଫୁଟାଇବାରୁ ବଢ଼ିଲା ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଂଚଳରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇଛି। ନଡ଼ା ଜାଳିବା ଓ ଦୀପାବଳିରେ ବାଣ ଫୁଟାଇବା ଯୋଗୁଁ ବାୟୁର ମାନ ସାଂଘାତିକ ସ୍ଥିତିରେ ପହଞ୍ଚିଛି। ସରକାରଙ୍କ ପକ୍ଷରୁ ବାଣ ଫୁଟାଇବାକୁ ବାରମ୍ବାର ବାରଣ କରାଯାଇଥିଲେ ମଧ୍ୟ କେତେକ ସ୍ଥାନରେ ବାଣ ଫୁଟିଥିବାରୁ ଦିଲ୍ଲୀରେ ବାୟୁର ମାନ ନିମ୍ନ ସ୍ତରକୁ ଖସିଛି। ସକାଳୁ ଏକ ପତଳା କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିଲା। ବାୟୁରମାନ ଆନନ୍ଦ ବିହାରରେ ୪୮୧, ଲୋଧି ରୋଡରେ ୪୧୪, […]

କଥା ନମାନି ବାଣ ଫୁଟାଇବାରୁ ବଢ଼ିଲା ବାୟୁ ପ୍ରଦୂଷଣ

air-qulaity

Advertisment

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଂଚଳରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇଛି। ନଡ଼ା ଜାଳିବା ଓ ଦୀପାବଳିରେ ବାଣ ଫୁଟାଇବା ଯୋଗୁଁ ବାୟୁର ମାନ ସାଂଘାତିକ ସ୍ଥିତିରେ ପହଞ୍ଚିଛି। ସରକାରଙ୍କ ପକ୍ଷରୁ ବାଣ ଫୁଟାଇବାକୁ ବାରମ୍ବାର ବାରଣ କରାଯାଇଥିଲେ ମଧ୍ୟ କେତେକ ସ୍ଥାନରେ ବାଣ ଫୁଟିଥିବାରୁ ଦିଲ୍ଲୀରେ ବାୟୁର ମାନ ନିମ୍ନ ସ୍ତରକୁ ଖସିଛି। ସକାଳୁ ଏକ ପତଳା କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିଲା।

Advertisment

ବାୟୁରମାନ ଆନନ୍ଦ ବିହାରରେ ୪୮୧, ଲୋଧି ରୋଡରେ ୪୧୪, ବିମାନ ବନ୍ଦର ଅଂଚଳରେ ୪୪୪ ରହିଛି ବୋଲି ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ପକ୍ଷରୁ ସୂଚନା ମିଳିଛି।

କିଛି ଅଂଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଚଳିତବର୍ଷ ଦିଲ୍ଲୀରେ ବାଣଫୁଟାଇବା ଉପରେ କଟକଣା ଜାରି ହୋଇଥିଲେ ମଧ୍ୟ କିଛି ସ୍ଥାନରେ ବାଣ ଫୁଟିଥିଲା। ଏଥିଯୋଗୁଁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଛି। ସେପଟେ ପ୍ରଦୂଷଣକୁ ରୋକିବା ପାଇଁ ବିଳମ୍ବିତ ରାତିରେ ନର୍ଥ ଦିଲ୍ଲୀ ମ୍ୟୁନିସପାଲ କର୍ପୋରେସନ ପକ୍ଷରୁ ପାଣି ପକାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ