/odishatv-khabar/media/post_attachments/uploadimage/library/16_9/16_9_0/coronavirus-10_1625283932.jpg)
coronavirus
ନୂଆଦିଲ୍ଲୀ: ଦେଶରେ ୬୨ ଲକ୍ଷ ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୮୦,୪୭୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରେ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ଲକ୍ଷ ୨୫ ହଜାର ୭୬୪କୁ ବୃଦ୍ଧି ପାଇଛି। ସେହିପରି ଗୋଟିଏ ଦିନରେ ୧୧୭୯ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା ୯୭ ହଜାର ୪୯୭କୁ ବୃଦ୍ଧି ପାଇଛି।
Advertisment
ଏବେ ଦେଶରେ ମୋଟ୍ ଆକ୍ଟିଭ୍ କେସ୍ ୯ ଲକ୍ଷ ୪୦ ହଜାର ୪୪୧ ଜଣ ଥିବା ବେଳେ ୫୧ ଲକ୍ଷ ୮୭ ହଜାର ୮୨୬ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ଏପର୍ଯ୍ୟନ୍ତ ଦେଶରେ ୭,୪୧,୯୬, ୭୨୯ଟି ନମୁନା ପରୀକ୍ଷା କରାଯାଇଛି। କେବଳ ସେପ୍ଟେମ୍ବର ୨୯ରେ ୧୦, ୮୬, ୬୮୮ଟି ନମୁନା ପରୀକ୍ଷା କରାଯାଇଛିଥିବା ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)