Advertisment

ଭାରତ-ଚୀନ୍ ଫାଇଟ୍ ଅପଡେଟ୍: ବଡ଼ କ୍ଷତି ସହିଛି ଚାଇନା, ୪୩ ଯବାନ ମୃତ୍ୟୁ ସୂଚନା

ନୂଆଦିଲ୍ଲୀ: ଲଦାଖ ଗଲୱାନ ଭ୍ୟାଲିରେ ଏଲ୍‌ଏସିରେ ଭାରତ-ଚୀନ୍ ସେନା ମୁହାଁମୁହିଁ ଘଟଣାରେ ଚାଇନାକୁ ବଡ଼ କ୍ଷତି ସହିବାକୁ ପଡ଼ିଛି। ଚାଇନାର ପ୍ରାୟ ୪୩ ଜଣ ଯବାନଙ୍କର ମୃତ୍ୟୁ ହୋଇଛି। ଏହି ସୂଚନା ଦେଇଛି ଖବର ସରବରାହ ସଂସ୍ଥା ଏନ୍‌ଆଇ। ଭାରତ ପକ୍ଷରୁ ଏହି ସୂଚନା ଜଣାପଡ଼ିଥିବା ଏଏନ୍‌ଆଇ କୋଟ୍ କରିଛି। ନିଜର ମୃତ ସୈନ୍ୟମାନଙ୍କୁ ନେବା ପାଇଁ ସୀମାରେ ଚୀନ୍ ହେଲିକପ୍ଟର ପହଞ୍ଚିଛି ଥିବା ଖବର ମିଳିଛି। ୨୦ ଭାରତୀୟ ଯବାନ ସହିଦର ଖବର ଆସିବାର ତୁରନ୍ତ […]

author-image
Abinash Pati
ଭାରତ-ଚୀନ୍ ଫାଇଟ୍ ଅପଡେଟ୍: ବଡ଼ କ୍ଷତି ସହିଛି ଚାଇନା, ୪୩ ଯବାନ ମୃତ୍ୟୁ ସୂଚନା

dsd

ନୂଆଦିଲ୍ଲୀ: ଲଦାଖ ଗଲୱାନ ଭ୍ୟାଲିରେ ଏଲ୍‌ଏସିରେ ଭାରତ-ଚୀନ୍ ସେନା ମୁହାଁମୁହିଁ ଘଟଣାରେ ଚାଇନାକୁ ବଡ଼ କ୍ଷତି ସହିବାକୁ ପଡ଼ିଛି। ଚାଇନାର ପ୍ରାୟ ୪୩ ଜଣ ଯବାନଙ୍କର ମୃତ୍ୟୁ ହୋଇଛି। ଏହି ସୂଚନା ଦେଇଛି ଖବର ସରବରାହ ସଂସ୍ଥା ଏନ୍‌ଆଇ। ଭାରତ ପକ୍ଷରୁ ଏହି ସୂଚନା ଜଣାପଡ଼ିଥିବା ଏଏନ୍‌ଆଇ କୋଟ୍ କରିଛି। ନିଜର ମୃତ ସୈନ୍ୟମାନଙ୍କୁ ନେବା ପାଇଁ ସୀମାରେ ଚୀନ୍ ହେଲିକପ୍ଟର ପହଞ୍ଚିଛି ଥିବା ଖବର ମିଳିଛି। ୨୦ ଭାରତୀୟ ଯବାନ ସହିଦର ଖବର ଆସିବାର ତୁରନ୍ତ ପରେ ଏହି ଖବର ସାମ୍ନାକୁ ଆସିଛି।

Advertisment

publive-image

ତେବେ ଏହି ହିଂସାମୂଳକ ସଂଘର୍ଷରେ ଭାରତ ପକ୍ଷରୁ ମଧ୍ୟ ୨୦ ଯବାନ ସହିଦ ହୋଇଥିବା ଖବର ମିଳିଛି। ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି।

ପୂର୍ବରୁ ଭାରତୀୟ ସେନାର ଜଣେ କର୍ଣ୍ଣଲ୍‌ ଓ ଅନ୍ୟ ଦୁଇ ଯବାନ ସହିତ ମୋଟ ୩ଜଣ ସହିଦ ହୋଇଥିବା ଖବର ଆସିଥିବା ବେଳେ ଚାଇନାର ୪ ଯବାନଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ଆସିଥିଲା। ଏବେ କିନ୍ତୁ ଖବର ଚିନ୍ତାଜନକ ହୋଇଛି। ଉଭୟ ପକ୍ଷରୁ ଅଧିକ କ୍ଷତି ହୋଇଛି।

Advertisment
Indian Army India And China India-China Face Off LAC India China Conflict
Advertisment
Advertisment