Advertisment

ଏହି ବିମାନକୁ ବ୍ୟାନ୍‌ କଲା ଆମେରିକା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହସ୍ତକ୍ଷେପ ପରେ ବୋଇଂ 737-MAXକୁ ଆମେରିକା ବ୍ୟାନ୍‌ କରିଛି। ପୂର୍ବରୁ ବୋଇଂ 737-MAX ବିମାନକୁ ବନ୍ଦ ନକରିବା ପାଇଁ ଯୁକ୍ତି ବାଢୁଥିବା ଆମେରିକା ଶେଷରେ ବ୍ୟାନ କରିଛି। ଫଳରେ ଆମେରିକାରେ ନିର୍ମାଣ ହେଉଥିବା ଏହି ବିମାନ ଏକ ପ୍ରକାର ବିଶ୍ୱବ୍ୟାପୀ ବନ୍ଦ ହୋଇଯାଇଛି। କିଛି ନୂଆ ତଥ୍ୟ ଅନୁସାରେ ଇଥିଓପିଆ ଏୟାରଲାଇନ୍ସ ଏବଂ ଅକ୍ଟୋବରରେ ଇଣ୍ଡୋନେସିଆରେ ହୋଇଥିବା ଦୁର୍ଘଟଣା ମଧ୍ୟରେ କିଛି ସାମଞ୍ଜସ୍ୟ ରହିଥିବା ଆମେରିକା କର୍ତ୍ତୃପକ୍ଷ କହିଛନ୍ତି। ଏନେଇ […]

author-image
Jyotsnamayee Pradhan
ଏହି ବିମାନକୁ ବ୍ୟାନ୍‌ କଲା ଆମେରିକା

plane

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହସ୍ତକ୍ଷେପ ପରେ ବୋଇଂ 737-MAXକୁ ଆମେରିକା ବ୍ୟାନ୍‌ କରିଛି। ପୂର୍ବରୁ ବୋଇଂ 737-MAX ବିମାନକୁ ବନ୍ଦ ନକରିବା ପାଇଁ ଯୁକ୍ତି ବାଢୁଥିବା ଆମେରିକା ଶେଷରେ ବ୍ୟାନ କରିଛି। ଫଳରେ ଆମେରିକାରେ ନିର୍ମାଣ ହେଉଥିବା ଏହି ବିମାନ ଏକ ପ୍ରକାର ବିଶ୍ୱବ୍ୟାପୀ ବନ୍ଦ ହୋଇଯାଇଛି।

Advertisment

କିଛି ନୂଆ ତଥ୍ୟ ଅନୁସାରେ ଇଥିଓପିଆ ଏୟାରଲାଇନ୍ସ ଏବଂ ଅକ୍ଟୋବରରେ ଇଣ୍ଡୋନେସିଆରେ ହୋଇଥିବା ଦୁର୍ଘଟଣା ମଧ୍ୟରେ କିଛି ସାମଞ୍ଜସ୍ୟ ରହିଥିବା ଆମେରିକା କର୍ତ୍ତୃପକ୍ଷ କହିଛନ୍ତି। ଏନେଇ ଅଧିକ ତଦନ୍ତ ଚାଲିଥିବା ଫେଡେରାଲ ଆଭିଏସନ୍ କର୍ତ୍ତୃପକ୍ଷ କହିଛି।

ପୂର୍ବରୁ ଭାରତ ସମେତ ଅନେକ ରାଷ୍ଟ୍ର ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିକୁ ରଖି ସମସ୍ତ  ବୋଇଂ 737-MAXର ବିମାନ ଉଡ଼ାଣ ବନ୍ଦ କରାଯିବାକୁ ନିଷ୍ପତ୍ତି ନେଇଥିଲେ।

Advertisment
Advertisment
Advertisment