/odishatv-khabar/media/post_attachments/uploadimage/library/16_9/16_9_0/train-1234_1626759589.jpg)
train
ନୂଆଦିଲ୍ଲୀ: ବିହାର ଛାପ୍ରା ଜିଲ୍ଲାର ଗୌତମସ୍ଥାନ ନିକଟରେ ତାପ୍ତି-ଗଙ୍ଗା ଏକ୍ସପ୍ରେସ୍ର ୧୩ଟି ବଗି ଲାଇନଚ୍ୟୁତ ହୋଇଛି। ଏଥିରେ ୪ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଟ୍ରେନଟି ଛାପ୍ରାରୁ ସୁରତ ଅଭିମୁଖେ ଯାଉଥିଲା।
Advertisment
ଦୁର୍ଘଟଣା ପରେ ସେହି ରୁଟ୍ରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ଯାତ୍ରୀମାନଙ୍କୁ ବସ୍ ଯୋଗେ ଛାପ୍ରା ଷ୍ଟେସନକୁ ନିଆଯାଇଛି। ପ୍ରଶାସନ ପକ୍ଷରୁ ଯୁଦ୍ଧାକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)