Advertisment

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ନୂଆଦିଲ୍ଲୀ: ସୋଶାଲ ମିଡିଆରେ କରଣ ଆଚାର୍ଯ୍ୟ ଜଣେ ଚିତ୍ରକର ଭାବେ ବେଶ ଜଣାଶୁଣା। ତାଙ୍କର କିଛି ପେଣ୍ଟିଂ ସୋଶାଲ ମିଡିଆରେ ଲୋକପ୍ରିୟ ହୋଇଛି। ତେଣୁ ତାଙ୍କ ପ୍ରଶଂସକମାନେ ସେମାନଙ୍କ ଚିତ୍ର ଆଙ୍କିବା ସହ ତାକୁ ସୋଶାଲ ମିଡିଆରେ ଛାଡ଼ିବା ପାଇଁ ଅନୁରୋଧ କରନ୍ତି। Done.. pic.twitter.com/A0QHC1YRCt — karan acharya (@karanacharya7) August 26, 2020 ସେହିଭଳି ଜଣେ ବ୍ୟକ୍ତି କରଣଙ୍କ ପାଖକୁ ଗୋଟିଏ ଫଟୋ ପଠାଇଥିଲେ। ଏହି ଫଟୋକୁ ଶ୍ରୀରାମଙ୍କ  ଭକ୍ତ ଭାବେ ତିଆରି କରିବାକୁ […]

author-image
Abinash Pati
ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ram,

ନୂଆଦିଲ୍ଲୀ: ସୋଶାଲ ମିଡିଆରେ କରଣ ଆଚାର୍ଯ୍ୟ ଜଣେ ଚିତ୍ରକର ଭାବେ ବେଶ ଜଣାଶୁଣା। ତାଙ୍କର କିଛି ପେଣ୍ଟିଂ ସୋଶାଲ ମିଡିଆରେ ଲୋକପ୍ରିୟ ହୋଇଛି। ତେଣୁ ତାଙ୍କ ପ୍ରଶଂସକମାନେ ସେମାନଙ୍କ ଚିତ୍ର ଆଙ୍କିବା ସହ ତାକୁ ସୋଶାଲ ମିଡିଆରେ ଛାଡ଼ିବା ପାଇଁ ଅନୁରୋଧ କରନ୍ତି।

Advertisment

ସେହିଭଳି ଜଣେ ବ୍ୟକ୍ତି କରଣଙ୍କ ପାଖକୁ ଗୋଟିଏ ଫଟୋ ପଠାଇଥିଲେ। ଏହି ଫଟୋକୁ ଶ୍ରୀରାମଙ୍କ  ଭକ୍ତ ଭାବେ ତିଆରି କରିବାକୁ କହିଥିଲେ। ଏବଂ ଫଟୋଟି ଯେମିତି ରାମଙ୍କ ରୂପ ନ ଦିଆଯିବ ସେଥିପାଇଁ ସେ ଅନୁରୋଧ ବି କରିଥିଲେ। ବ୍ୟକ୍ତିଙ୍କ ଅନୁରୋଧ ରକ୍ଷାକରି କରଣ ଏକ ଜବରଦସ୍ତ ଚିତ୍ର ଆଙ୍କିଥିଲେ। ଯେତେବେଳେ ସେ ଏହି ପେଣ୍ଟିଂ ଟିକୁ ଟ୍ୱିଟରରେ ସେୟାର କଲେ, ସେତେବେଳେ ଟ୍ୱିଟରାଟୀମାନେ ପ୍ୟାଣ୍ଟିଂକୁ ଦେଖି ଏହା ସୁଶାନ୍ତ ସିଂହଙ୍କ ପ୍ୟାଣ୍ଟିଂ ବୋଲି କହିଥିଲେ। ଯାହା ଏବେ ଭାଇରାଲ୍ ସୋସିଆଲ୍ ମିଡିଆରେଏ ଭାଇରାଲ୍ ହେଉଛି। କରଣଙ୍କର ଏହି ପୋଷ୍ଟକୁ ୨ ହଜାରରୁ ଅଧିକ ରିଟ୍ୱିଟ୍ ଓ ୩୦ ହଜାରରୁ ଅଧିକ ଲାଇକ୍ ମିଳିସାରିଲାଣି।

Advertisment
Advertisment
Advertisment