/odishatv-khabar/media/post_attachments/uploadimage/library/16_9/16_9_0/encounter_650_040615023647_1626762385.jpg)
encounter
ଶ୍ରୀନଗର: ଏଲ୍ଓସିରେ ପୁଣି ଥରେ ଅନୁପ୍ରବେଶ ଉଦ୍ୟମ ହୋଇଛି। ଜାମ୍ମୁ ଓ କାଶ୍ମୀରରେ ହୋଇଥିବା ଏହି ଉଦ୍ୟମକୁ ଭାରତୀୟ ଯବାନ ବିଫଳ କରିଛନ୍ତି।
Advertisment
ଗତକାଲି ରାତିରେ କିଛି ଆତଙ୍କବାଦୀ ପଡ଼ୋଶୀ ପାକିସ୍ତାନ ପଟୁ ପଶିବାକୁ ଉଦ୍ୟମ କରିଥିଲେ। ତେବେ ଏ ନେଇ ସେନା ପକ୍ଷରୁ ଚେତାବନୀ ଦିଆଯାଇଥିଲା। ହେଲେ ଅନୁପ୍ରବେଶ ଉଦ୍ୟମ ବାରମ୍ବାର ହେବା ପରେ ଗୁଳି ଚଲାଇବାକୁ ବାଧ୍ୟ ହୋଇଥିଲା ସେନା। ଯେଉଁଥିରେ ୫ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି। ପୁରା ଅଞ୍ଚଳରେ ଏବେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)