/odishatv-khabar/media/post_attachments/uploadimage/library/16_9/16_9_0/mao-90_1626758154.jpg)
mao
ବାଶାଖାପାଟଣା(ଯଶୋବନ୍ତ ପାଢ଼ୀ): ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲ୍ଲାରେ ମାଓବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ପେଦାବାଇଲୁ ପଞ୍ଚାୟତର ପେଦାରୋଣ୍ଡାପଲ୍ଲି ଜଙ୍ଗଲରେ ହୋଇଥିବା ଏହି ଏନ୍କାଉଣ୍ଟରେ ଦୁଇ ମାଓବାଦୀ ନିହତ ହୋଇଛନ୍ତି। ଏଥିସହ ଜଣେ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି।
Advertisment
ଗତକାଲି ବିଳମ୍ବିତ ରାତିରେ ଗ୍ରେହାଉଣ୍ଡ୍ ଓ ୧୯୮ ବାଟାଲିୟନ୍ ସିଆରପିଏଫ୍ ଯବାନଙ୍କ ମିଳିତ କମ୍ବିଂ ଅପରସେନ୍ ବେଳେ ପ୍ରାୟ ୨୦ ମାଓବାଦୀ ସଂଘବଦ୍ଧ ଭାବେ ସେମାନଙ୍କୁ ଆକ୍ରମଣ କରିଥିଲେ।
ମାଓବାଦୀ ସୁଧୀର ନେତୃତ୍ୱରେ ଏହି ଆକ୍ରମଣ ହୋଇଥିବା ବିଶାଖାପାଟଣା ପୁଲିସ୍ ସୂଚନା ଦେଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)