Advertisment

ଜାଲିଓ୍ୱାନାବାଲା ବାଗ୍ ଗୁଳିକାଣ୍ଡ ଘଟଣାକୁ ପୂରିଲା ୧୦୦ ବର୍ଷ

ନୂଆଦିଲ୍ଲୀ: ଅମୃତସର ଜାଲିଓ୍ୱାନାବାଲା ବାଗ୍ ଗୁଳିକାଣ୍ଡ ଘଟଣାକୁ ଶହେ ବର୍ଷ ପୂରିଛି। ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆଜି ସକାଳେ ଜାଲିଓ୍ୱାନାବାଲା ବାଗ୍‌ରେ ସହିଦ ହୋଇଥିବା ସମସ୍ତ ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। କଂଗ୍ରେସ ସଭାପତି ରାହୁଲ ଗାନ୍ଧି  ଜାଲିଓ୍ୱାନାବାଲା ବାଗ୍‌ରେ ପହଞ୍ଚି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ରାହୁଲ ଗାନ୍ଧିଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଉପସ୍ଥିତ ଥିଲେ।  ସେହିପରି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ପଞ୍ଜାବ ରାଜ୍ୟପାଳ ମଧ୍ୟ  ଜାଲିଓ୍ୱାନାବାଲା ବାଗ୍ […]

author-image
Jyotsnamayee Pradhan
ଜାଲିଓ୍ୱାନାବାଲା ବାଗ୍ ଗୁଳିକାଣ୍ଡ ଘଟଣାକୁ ପୂରିଲା ୧୦୦ ବର୍ଷ

case

ନୂଆଦିଲ୍ଲୀ: ଅମୃତସର ଜାଲିଓ୍ୱାନାବାଲା ବାଗ୍ ଗୁଳିକାଣ୍ଡ ଘଟଣାକୁ ଶହେ ବର୍ଷ ପୂରିଛି। ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆଜି ସକାଳେ ଜାଲିଓ୍ୱାନାବାଲା ବାଗ୍‌ରେ ସହିଦ ହୋଇଥିବା ସମସ୍ତ ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।

Advertisment

କଂଗ୍ରେସ ସଭାପତି ରାହୁଲ ଗାନ୍ଧି  ଜାଲିଓ୍ୱାନାବାଲା ବାଗ୍‌ରେ ପହଞ୍ଚି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ରାହୁଲ ଗାନ୍ଧିଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଉପସ୍ଥିତ ଥିଲେ।  ସେହିପରି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ପଞ୍ଜାବ ରାଜ୍ୟପାଳ ମଧ୍ୟ  ଜାଲିଓ୍ୱାନାବାଲା ବାଗ୍ ପରିଦର୍ଶନ କରି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର କାର୍ଯ୍ୟକ୍ରମ ରହିଛି।

୧୯୧୯ ଏପ୍ରିଲ ୧୩ ତାରିଖରେ ଜାଲିଓ୍ୱାନାବାଲା ବାଗ୍‌ରେ ନୀରସ୍ତ୍ର ଜନତାଙ୍କୁ ଉପରେ ଆଖିବୁଜା ଗୁଳି ଚଳାଇଥିଲେ ଇଂରେଜ ସୈନ୍ୟ। ଜେନେରାଲ ଡାୟାରଙ୍କ ନିର୍ଦ୍ଦେଶ କ୍ରମେ ସୈନିକଙ୍କ ଗୁଳିରେ ୩୭୯ ଜଣ ଭାରତୀୟ ପ୍ରାଣ ହରାଇଥିଲେ।

Advertisment
Advertisment
Advertisment