ନେତାଙ୍କ ଛାତି ଧଡ଼ଧଡ଼। ଧିରେ ଧିରେ ଖୋଲୁଛି ଇଭିଏମ୍ ପେଡି। ଫଇସଲା ହେବ ଓଡ଼ିଶାରେ କିଏ କରିବ ସରକାର । କାହା ମୁଣ୍ଡରେ ସୁନା କଳସ ଢ଼ାଳିଛନ୍ତି ଜନତା । କିଏ ବସିବ କେଉଁ ଗାଦିରେ । ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ କାହାକୁ କେଉଁଠି ବାଛିଛନ୍ତି ଜନତା । ଆଜି ସ୍ପଷ୍ଟ ହେବ ଚିତ୍ର । ସମୟ ବଢ଼ିବା ସହ ପ୍ରାର୍ଥୀଙ୍କ ହୃତସ୍ପନ୍ଦନ ବଢୁଛି। ରାଜ୍ୟରେ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଭଲ ପ୍ରଦର୍ଶନ କରିବା ନେଇ ଆଶାବାଦୀ ଅଛନ୍ତି। ବିଜେଡି ଦମ୍ଭ ଦେଖାଇଛି, ଏକାକୀ ୧୦୭ରୁ ୧୧୭ ଆସନ ଜିତିବ। କଂଗ୍ରେସ କହିଛି, ରାଜ୍ୟରେ ଭଲ କରିବୁ। ଦେଶରେ ଇଣ୍ଡି ମେଣ୍ଟକୁ ମିଳିବ ବହୁମତ । ବିଜେପି କହିଛି, ୨୦୧୯ରେ ଓଡ଼ିଶାର ଭୋଟର ବିଜେପିକୁ ଦୁଇ ନମ୍ବର କରିଥିଲେ। ଏଥର ନମ୍ବର ୱାନ୍ କରି ଗାଦିରେ ବସାଇବେ । ତେବେ କାହା କଥା ହେଉଛି ସତ.. କିଏ ଗଢ଼ିବ ସରକାର ? ଭୋଟ ଗଣତିର ଟିକିନିଖି ଖବର ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ, ଆଉ ଲଗ୍ ଇନ୍ କରନ୍ତୁ otvkhabar.in
14:27 PM
14:26 PM
14:26 PM
14:23 PM
14:22 PM
13:52 PM
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ । ନିର୍ବାଚନରେ ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ରାଜଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ତାଙ୍କ ଇସ୍ତଫାପତ୍ର ଦେଇଛନ୍ତି । ଲଗାତାର ୨୪ବର୍ଷ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ ନବୀନ ପଟ୍ଟନାୟକ । ତେବେ ଏବେ ଆଉ ମୁଖ୍ୟମନ୍ତ୍ରୀ ନୁହଁନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ । ପ୍ରଥମ ଥର ରାଜ୍ୟରେ ପରାଜୟର ସ୍ୱାଦ ଚାଖିଛି ୨୪ ବର୍ଷର ଶାସକ ଦଳ ବିଜେଡି । ଅଧିକ ପଢନ୍ତୁ...
13:50 PM
13:49 PM
13:47 PM
13:46 PM
13:45 PM
13:45 PM
13:43 PM
13:41 PM
13:40 PM
13:32 PM
ବିଜେଡିକୁ ଗୋଟିଏ ପରେ ଗୋଟିଏ ଶକ୍ତ ଧକ୍କା ଲାଗିଛି। ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ଆସନରୁ ପରାଜିତ ହୋଇଥିବାବେଳେ ତାଙ୍କ ମା’ ସନ୍ଧ୍ୟାରାଣୀ ଦାସ କୋରେଇ ବିଧାନସଭା ଆସନରୁ ହାରିଯାଇଛନ୍ତି। ତେବେ ନୟାଗଡ଼ ବିଜେଡି ପ୍ରାର୍ଥୀ ଅରୁଣ ସାହୁ ଓ କଟକ-ବାରବାଟୀ କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିରଦୋଶ ବିଜୟୀ ହୋଇଛନ୍ତି। ଅଧିକ ପଢନ୍ତୁ...
13:30 PM
ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ହାରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୨୪ ନିର୍ବାଚନରେ ଦ୍ୱିତୀୟ ଆସନ କଣ୍ଟାବାଞ୍ଜିରୁ ନବୀନ ନିର୍ବାଚନ ହାରିଯାଇଛନ୍ତି। ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ୍ ବିଜୟ ହାସଲ କରିଛନ୍ତି। ନବୀନଙ୍କ ନିଜ ରାଜନୀତି କ୍ୟାରିୟର୍ରେ ଏହା ପ୍ରଥମ ପରାଜୟ। ଅଧିକ ପଢନ୍ତୁ...
13:29 PM
ଓଡ଼ିଶାରେ ନବୀନ ଯୁଗର ଅନ୍ତ। ଐତିହାସିକ ବିଜୟ ସହ ଓଡ଼ିଶାରେ ସରକାର କରିବ ବିଜେପି। ଚାରିଆଡ଼ ଅରେଞ୍ଜ ସୁନାମୀ। ସାରା ରାଜ୍ୟରେ ସତେ ଯେମିତି ବିଜେପି ନିଜ କାୟା ବିସ୍ତାରକରିଛି, ଚାରି ଆଡ଼େ ଖାଲି ଗେରୁଆ ମୟ ହୋଇଛି ଓଡ଼ିଶା। ପ୍ରଚଣ୍ଡ ବହୁମତ ସହ ସରକାର କରିବ ବିଜେପି। ଅଧିକ ପଢନ୍ତୁ...
13:28 PM
ଓଡ଼ିଶା ରାଜନୈତିକ ଇତିହାସରେ ପ୍ରଥମ ଥର ପାଇଁ ଏକ ବଡ଼ ବିଜୟ ହାସଲ କରିଛି ଭାରତୀୟ ଜନତା ପାର୍ଟି। ୧୪୭ ବିଧାନସଭା ଆସନରୁ ବିଜେପି, ବିଜେଡିର ଗଡ଼ ଗଞ୍ଜାମର ସାନଖେମୁଣ୍ଡି, ହିଞ୍ଜିଳି ବ୍ୟତୀତ ସମସ୍ତ ବିଧାନସଭା ଓ ଲୋକସଭା କ୍ଷେତ୍ରରେ ଉଡ଼ାଇଛି ବିଜୟ ବାନା। ଏହା ସହ ମୋଟ୍ ୭୮ ଟି ବିଧାନସଭା ଆସନ ଏବଂ ୨୧ରୁ ୨୦ ଲୋକସଭା ସିଟ୍ ନିଜ ଖାତାକୁ ନେଇଛି। ବିଜେଡି ଖାତା ବି ଖୋଲିପାରିନି। ଅଧିକ ପଢନ୍ତୁ...
13:26 PM
ଚଳିତ ଥରର ନିର୍ବାଚନ ସମସ୍ତଙ୍କୁ ଚମକାଇ ଦେଇଛି। ପରିବର୍ତ୍ତନ ନାରାରେ ସାମିଲ୍ ହୋଇଛନ୍ତି ରାଜ୍ୟବାସୀ। ଓଡ଼ିଶାରେ ବିଜେଡି ଶାସନକୁ କହିଛନ୍ତି ନା। ଗତକାଲି ଭୋଟ୍ ଗଣତି ଆରମ୍ଭ ହେବା ପରାଠାରୁ ହିଁ ବିଜେପି ଟ୍ରେଣ୍ଡ କରିଥିଲା। ମଧ୍ୟାହ୍ନ ସୁଦ୍ଧା ବିଜେପି ଜିତିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲା। ଲୋକସଭାରେ ଗୋଟିଏ ପରେ ଗୋଟିଏ ସିଟ୍ରେ ଜିତି ଚାଲିଥିଲା ବିଜେପି। ଅପରାହ୍ନ ୨ଟା ସୁଦ୍ଧା ମ୍ୟାଜିକ୍ ନମ୍ବର ଛୁଇଁଯାଇଥିଲା ବିଜେପି। ସନ୍ଧ୍ୟା ବେଳକୁ ଚିତ୍ର ସ୍ପଷ୍ଟ ହୋଇଯାଇଥିଲା। ବିଜେଡି ନୁହେଁ, ବିଜେପି ହିଁ ଏବେ ରାଜ୍ କରିବ। ଅଧିକ ପଢନ୍ତୁ...
13:25 PM
ଚଳିତ ନିର୍ବାଚନରେ ବିଜେଡିକୁ ମିଳିଛି ପୂର୍ଣ୍ଣ ବହୁମତ। ଓଡ଼ିଶାରେ ୭୮ବିଧାନସଭା ସହ ୨୦ଲୋକସଭା ସିଟ୍ ହାତେଇଛି ବିଜେପି। ଏଥିସହ ଓଡ଼ିଶାରେ ସରକାର ଗଠନ କରିବ ବିଜେପି। ବିଜେଡି ୫୧ବିଧାନସଭା ସିଟ୍ ଜିତିଥିବା ବେଳେ ଲୋକସଭାରେ ଖାତା ବି ଖୋଲି ପାରିନି। ହେଲେ ରାଜ୍ୟ କଂଗ୍ରେସ ପାଇଁ କିଛିଟା ଖୁସି ଆଣିଛି। ଗତ ବିଧାନସଭା ନିର୍ବାଚନରେ ଏକ ଅଙ୍କରେ ସୀମିତ ଥିବା କଂଗ୍ରେସ ଏଥର ୧୪ ବିଧାନସଭା ଆସନରେ ବିଜୟୀ ହୋଇଛି। ଦକ୍ଷିଣ ଓଡ଼ିଶାରେ ଦଳ ବେଶ୍ ଭଲ ପ୍ରଦର୍ଶନ କରିଛି। ମାତ୍ର ୩ଦଳର ସଭାପତି ଏହି ନିର୍ବାଚନୀ ବୈତରଣୀ ପାର୍ କରିପାରିନାହାନ୍ତି। ଅଧିକ ପଢନ୍ତୁ...
13:24 PM
ଲେଖା ଛିଡ଼ିଲା, କ୍ରୀତଦାସରୁ ଓଡ଼ିଶାବାସୀ ମୁକ୍ତି ପାଇଲେ । ମିଶନ ଓଭର୍, ଚାପ୍ଟର କ୍ଲୋଜ୍ । ସୁନାମୀ ଆସିଛି, ଓଡ଼ିଶାରେ ପରିବର୍ତ୍ତନ ହୋଇଛି । ଓଡ଼ିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଏମିତି ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁରର ନବନିର୍ବାଚିତ ସାଂସଦ ପ୍ରଦୀପ ପାଣିଗ୍ରାହୀ । ସେ କହିଛନ୍ତି, ଏଠାରେ ଜନତାଙ୍କ ସରକାର, ଲୋକଙ୍କ ସରକାର ହେବ । ପୂରା ଭାରତବାସୀଙ୍କୁ ଚକିତ କରିଛନ୍ତି ଓଡ଼ିଶାବାସୀ । ଅଧିକ ପଢନ୍ତୁ...
13:21 PM
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ । ରାଜଭବନ ଆସି ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ନବୀନ ପଟ୍ଟନାୟକ । ସଂଖ୍ୟା ଗରିଷ୍ଠତା ହରେଇବା ପରେ ଆଜି ରାଜଭବନ ଆସି ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଛନ୍ତି ନବୀନ । ଅଧିକ ପଢନ୍ତୁ...
23:57 PM
23:56 PM
23:55 PM
23:55 PM
23:53 PM
23:52 PM
23:21 PM
22:45 PM
22:44 PM
22:43 PM
22:42 PM
22:41 PM
22:41 PM
21:53 PM
21:51 PM
21:44 PM
21:42 PM
21:37 PM
21:36 PM
21:36 PM
21:27 PM
21:23 PM
ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ହାରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୨୪ ନିର୍ବାଚନରେ ଦ୍ୱିତୀୟ ଆସନ କଣ୍ଟାବାଞ୍ଜିରୁ ନବୀନ ନିର୍ବାଚନ ହାରିଯାଇଛନ୍ତି। ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ୍ ବିଜୟ ହାସଲ କରିଛନ୍ତି। ନବୀନଙ୍କ ନିଜ ରାଜନୀତି କ୍ୟାରିୟର୍ରେ ଏହା ପ୍ରଥମ ପରାଜୟ। ଅଧିକ ପଢ଼ନ୍ତୁ..
20:34 PM
20:33 PM
20:31 PM
20:31 PM
20:30 PM
20:29 PM
20:29 PM
20:29 PM
20:28 PM
20:28 PM
20:27 PM
20:26 PM
20:19 PM
20:17 PM
20:09 PM
20:09 PM
20:08 PM
20:07 PM
20:06 PM
19:50 PM
19:48 PM
19:48 PM
19:48 PM
19:46 PM
19:32 PM
19:28 PM
19:26 PM
19:25 PM
19:24 PM
19:21 PM
19:20 PM
ଜିତିବା ଉପରେ ବୈଜୟନ୍ତ ପଣ୍ତା । ୫୩ ହଜାରରୁ ଅଧିକ ଭୋଟ୍ରେ ଆଗୁଆ ଅଛନ୍ତି ବୈଜୟନ୍ତ ପଣ୍ତା । ଏସବୁ ଦୃଷ୍ଟିରୁ ଦେଖିଲେ ବୈଜୟନ୍ତଙ୍କ ବିଜୟ ନିଶ୍ଚିତ ବୋଲି ଜଣାପଡ଼ୁଛି । କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଲଢ଼ୁଛନ୍ତି ବୈଜୟନ୍ତ । ବିପକ୍ଷରେ ଥିଲେ ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତି । ଅଧିକ ପଢ଼ନ୍ତୁ..
19:03 PM
19:02 PM
19:01 PM
19:00 PM
18:59 PM
18:58 PM
18:57 PM
18:57 PM
18:56 PM
18:56 PM
18:55 PM
18:54 PM
18:53 PM
18:53 PM
18:51 PM
18:33 PM
18:32 PM
18:31 PM
18:30 PM
18:28 PM
18:28 PM
ବିଜେଡିକୁ ଗୋଟିଏ ପରେ ଗୋଟିଏ ଶକ୍ତ ଧକ୍କା ଲାଗିଛି। ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ଆସନରୁ ପରାଜିତ ହୋଇଥିବାବେଳେ ତାଙ୍କ ମା’ ସନ୍ଧ୍ୟାରାଣୀ ଦାସ କୋରେଇ ବିଧାନସଭା ଆସନରୁ ହାରିଯାଇଛନ୍ତି। ଅଧିକ ପଢ଼ନ୍ତୁ..
18:03 PM
18:02 PM
18:01 PM
18:00 PM
17:59 PM
17:57 PM
17:56 PM
17:55 PM
17:54 PM
17:53 PM
17:52 PM
17:51 PM
17:50 PM
17:24 PM
17:13 PM
17:12 PM
17:10 PM
17:08 PM
17:07 PM
16:56 PM
16:55 PM
16:54 PM
16:52 PM
16:43 PM
16:42 PM
16:41 PM
16:26 PM
16:20 PM
16:19 PM
16:18 PM
16:17 PM
16:15 PM
16:13 PM
16:12 PM
16:01 PM
15:59 PM
15:58 PM
15:38 PM
ଝାରସୁଗୁଡ଼ା ବିଧାନସଭାରେ ବିଜେପି ବିଜୟୀ । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବିଜୟୀ ହେଲେ । ତାଙ୍କ ବିପକ୍ଷରେ ଛିଡ଼ା ହୋଇଥିଲେ ନବ ଦାସଙ୍କ ଝିଅ ଦୀପାଳି । ଉଭୟଙ୍କ ମଧ୍ୟ କଡ଼ା ସଂଘର୍ଷ ପରେ ହାରି ଯାଇଛନ୍ତି ଦୀପାଳି ଦାସ । ଉପନିର୍ବାଚନରେ ଟଙ୍କଧରଙ୍କୁ ହରାଇଥିଲେ ଦୀପାଳି । ଏଥର କିନ୍ତୁ ଆର ପାର୍ । ଅଧିକ ପଢ଼ନ୍ତୁ...
15:32 PM
15:32 PM
15:27 PM
15:26 PM
15:26 PM
15:26 PM
15:04 PM
14:58 PM
14:52 PM
14:47 PM
14:11 PM
14:06 PM
13:54 PM
13:48 PM
13:42 PM