Odisha Election Result 2024 Live Updates: ଓଡ଼ିଶାରେ କିଏ ଗଢ଼ିବ ସରକାର ?

14:27 PM

'ଓଡ଼ିଶାରେ ପରିବର୍ତ୍ତନ ଆଣିବା ଲୋକଙ୍କ ମନରେ ଥିଲା'

Posted by:-Sonali Ojha

14:26 PM

ଏକ୍ସପାରୀ ଡେଟ୍ କଥା ସତ ହୋଇଛି-ସମୀର ଦାଶ

Posted by:-Sonali Ojha

14:26 PM

'ନବୀନ ବାବୁ ନମ୍ବର ୱାନ୍'

Posted by:-Sonali Ojha

14:23 PM

ହାରୁ ହାରୁ ଜିତିଗଲି-ଅରୁଣ ସାହୁ

Posted by:-Sonali Ojha

14:22 PM

ମୋର ବିଜୟ ନୁହେଁ, ବାରବାଟୀର ବିଜୟ -ସୋଫିଆ

Posted by:-Sonali Ojha

13:52 PM

ନବୀନ ପାଲଟିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

Posted by:-Sonali Ojha
  • ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ । ନିର୍ବାଚନରେ ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ରାଜଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ତାଙ୍କ ଇସ୍ତଫାପତ୍ର ଦେଇଛନ୍ତି । ଲଗାତାର ୨୪ବର୍ଷ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ ନବୀନ ପଟ୍ଟନାୟକ । ତେବେ ଏବେ ଆଉ ମୁଖ୍ୟମନ୍ତ୍ରୀ ନୁହଁନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ । ପ୍ରଥମ ଥର ରାଜ୍ୟରେ ପରାଜୟର ସ୍ୱାଦ ଚାଖିଛି ୨୪ ବର୍ଷର ଶାସକ ଦଳ ବିଜେଡି । ଅଧିକ ପଢନ୍ତୁ...

13:50 PM

ମହାପ୍ରଭୁଙ୍କୁ ଦର୍ଶନ କଲେ ସୂର୍ଯ୍ୟବଂଶୀ ସୂରଜ

Posted by:-Sonali Ojha

13:49 PM

'ଭ୍ରଷ୍ଟ ଶାସନ ବିରୋଧରେ, ଓଡ଼ିଶାର ଅସ୍ମିତା ପାଇଁ ଲଢ଼ିଥିଲୁ'

Posted by:-Sonali Ojha

13:47 PM

ଲିଙ୍ଗରାଜ ମନ୍ଦିରରେ ଷାଷ୍ଟାଙ୍ଗ ପ୍ରଣିପାତ କଲେ ଅପରାଜିତା

Posted by:-Sonali Ojha

13:46 PM

'ମିଶନ ଓଭର, ଚାପ୍ଟର କ୍ଲୋଜ'

Posted by:-Sonali Ojha

13:45 PM

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

Posted by:-Sonali Ojha

13:45 PM

ଲେଖା ଛିଡ଼ିଲା-ପ୍ରଦୀପ ପାଣିଗ୍ରାହୀ

Posted by:-Sonali Ojha

13:43 PM

ବୈଜୟନ୍ତଙ୍କ ବଡ଼ ବିଜୟ

Posted by:-Sonali Ojha

13:41 PM

ପ୍ରଧାନମନ୍ତ୍ରୀ ମୋଦିଙ୍କ ବଧେଇ

Posted by:-Sonali Ojha

13:40 PM

କୃତଜ୍ଞତା ଜଣାଇଲେ ଅମିତ ଶାହ

Posted by:-Sonali Ojha

13:32 PM

ବବିଙ୍କ ଖେଳ ଖତମ !

Posted by:-Sonali Ojha
  • ବିଜେଡିକୁ ଗୋଟିଏ ପରେ ଗୋଟିଏ ଶକ୍ତ ଧକ୍କା ଲାଗିଛି। ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ଆସନରୁ ପରାଜିତ ହୋଇଥିବାବେଳେ ତାଙ୍କ ମା’ ସନ୍ଧ୍ୟାରାଣୀ ଦାସ କୋରେଇ ବିଧାନସଭା ଆସନରୁ ହାରିଯାଇଛନ୍ତି। ତେବେ ନୟାଗଡ଼ ବିଜେଡି ପ୍ରାର୍ଥୀ ଅରୁଣ ସାହୁ ଓ କଟକ-ବାରବାଟୀ କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିରଦୋଶ ବିଜୟୀ ହୋଇଛନ୍ତି। ଅଧିକ ପଢନ୍ତୁ...

13:30 PM

ପ୍ରଥମଥର ପାଇଁ ନିର୍ବାଚନ ହାରିଲେ ନବୀନ..

Posted by:-Sonali Ojha
  • ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ହାରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୨୪ ନିର୍ବାଚନରେ ଦ୍ୱିତୀୟ ଆସନ କଣ୍ଟାବାଞ୍ଜିରୁ ନବୀନ ନିର୍ବାଚନ ହାରିଯାଇଛନ୍ତି। ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ୍‌ ବିଜୟ ହାସଲ କରିଛନ୍ତି। ନବୀନଙ୍କ ନିଜ ରାଜନୀତି କ୍ୟାରିୟର୍‌ରେ ଏହା ପ୍ରଥମ ପରାଜୟ। ଅଧିକ ପଢନ୍ତୁ...

13:29 PM

ପଦ୍ମ ପୋଖରୀରେ ହଜିଗଲା ବିଜେଡି

Posted by:-Sonali Ojha
  • ଓଡ଼ିଶାରେ ନବୀନ ଯୁଗର ଅନ୍ତ। ଐତିହାସିକ ବିଜୟ ସହ ଓଡ଼ିଶାରେ ସରକାର କରିବ ବିଜେପି। ଚାରିଆଡ଼ ଅରେଞ୍ଜ ସୁନାମୀ। ସାରା ରାଜ୍ୟରେ ସତେ ଯେମିତି ବିଜେପି ନିଜ କାୟା ବିସ୍ତାରକରିଛି, ଚାରି ଆଡ଼େ ଖାଲି ଗେରୁଆ ମୟ ହୋଇଛି ଓଡ଼ିଶା। ପ୍ରଚଣ୍ଡ ବହୁମତ ସହ ସରକାର କରିବ ବିଜେପି। ଅଧିକ ପଢନ୍ତୁ...

13:28 PM

ଲୋକସଭାରେ ଖାତା ଖୋଲି ପାରିଲାନି ବିଜେଡି

Posted by:-Sonali Ojha
  • ଓଡ଼ିଶା ରାଜନୈତିକ ଇତିହାସରେ ପ୍ରଥମ ଥର ପାଇଁ ଏକ ବଡ଼ ବିଜୟ ହାସଲ କରିଛି ଭାରତୀୟ ଜନତା ପାର୍ଟି। ୧୪୭ ବିଧାନସଭା ଆସନରୁ ବିଜେପି, ବିଜେଡିର ଗଡ଼ ଗଞ୍ଜାମର ସାନଖେମୁଣ୍ଡି, ହିଞ୍ଜିଳି ବ୍ୟତୀତ ସମସ୍ତ ବିଧାନସଭା ଓ ଲୋକସଭା କ୍ଷେତ୍ରରେ ଉଡ଼ାଇଛି ବିଜୟ ବାନା। ଏହା ସହ ମୋଟ୍ ୭୮ ଟି ବିଧାନସଭା ଆସନ ଏବଂ ୨୧ରୁ ୨୦ ଲୋକସଭା ସିଟ୍ ନିଜ ଖାତାକୁ ନେଇଛି। ବିଜେଡି ଖାତା ବି ଖୋଲିପାରିନି। ଅଧିକ ପଢନ୍ତୁ...

13:26 PM

କାମ କଲାନି ନବୀନ ଯାଦୁ; ଓଡ଼ିଶାରେ ଫୁଟିଲା ପଦ୍ମ

Posted by:-Sonali Ojha
  • ଚଳିତ ଥରର ନିର୍ବାଚନ ସମସ୍ତଙ୍କୁ ଚମକାଇ ଦେଇଛି। ପରିବର୍ତ୍ତନ ନାରାରେ ସାମିଲ୍ ହୋଇଛନ୍ତି ରାଜ୍ୟବାସୀ। ଓଡ଼ିଶାରେ ବିଜେଡି ଶାସନକୁ କହିଛନ୍ତି ନା। ଗତକାଲି ଭୋଟ୍ ଗଣତି ଆରମ୍ଭ ହେବା ପରାଠାରୁ ହିଁ ବିଜେପି ଟ୍ରେଣ୍ଡ କରିଥିଲା। ମଧ୍ୟାହ୍ନ ସୁଦ୍ଧା ବିଜେପି ଜିତିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲା। ଲୋକସଭାରେ ଗୋଟିଏ ପରେ ଗୋଟିଏ ସିଟ୍‌ରେ ଜିତି ଚାଲିଥିଲା ବିଜେପି। ଅପରାହ୍ନ ୨ଟା ସୁଦ୍ଧା ମ୍ୟାଜିକ୍ ନମ୍ବର ଛୁଇଁଯାଇଥିଲା ବିଜେପି। ସନ୍ଧ୍ୟା ବେଳକୁ ଚିତ୍ର ସ୍ପଷ୍ଟ ହୋଇଯାଇଥିଲା। ବିଜେଡି ନୁହେଁ, ବିଜେପି ହିଁ ଏବେ ରାଜ୍ କରିବ। ଅଧିକ ପଢନ୍ତୁ...

13:25 PM

ହାରିଲେ ନବୀନ-ମନମୋହନ-ଶରତ

Posted by:-Sonali Ojha
  • ଚଳିତ ନିର୍ବାଚନରେ ବିଜେଡିକୁ ମିଳିଛି ପୂର୍ଣ୍ଣ ବହୁମତ। ଓଡ଼ିଶାରେ ୭୮ବିଧାନସଭା ସହ ୨୦ଲୋକସଭା ସିଟ୍ ହାତେଇଛି ବିଜେପି। ଏଥିସହ ଓଡ଼ିଶାରେ ସରକାର ଗଠନ କରିବ ବିଜେପି। ବିଜେଡି ୫୧ବିଧାନସଭା ସିଟ୍ ଜିତିଥିବା ବେଳେ ଲୋକସଭାରେ ଖାତା ବି ଖୋଲି ପାରିନି। ହେଲେ ରାଜ୍ୟ କଂଗ୍ରେସ ପାଇଁ କିଛିଟା ଖୁସି ଆଣିଛି। ଗତ ବିଧାନସଭା ନିର୍ବାଚନରେ ଏକ ଅଙ୍କରେ ସୀମିତ ଥିବା କଂଗ୍ରେସ ଏଥର ୧୪ ବିଧାନସଭା ଆସନରେ ବିଜୟୀ ହୋଇଛି। ଦକ୍ଷିଣ ଓଡ଼ିଶାରେ ଦଳ ବେଶ୍ ଭଲ ପ୍ରଦର୍ଶନ କରିଛି। ମାତ୍ର ୩ଦଳର ସଭାପତି ଏହି ନିର୍ବାଚନୀ ବୈତରଣୀ ପାର୍ କରିପାରିନାହାନ୍ତି। ଅଧିକ ପଢନ୍ତୁ...

13:24 PM

‘ଲେଖା ଛିଡ଼ିଲା, କ୍ରୀତଦାସ ମାନସିକତାରୁ ଓଡ଼ିଶାବାସୀ ମୁକ୍ତି ପାଇଲେ’

Posted by:-Sonali Ojha
  • ଲେଖା ଛିଡ଼ିଲା, କ୍ରୀତଦାସରୁ ଓଡ଼ିଶାବାସୀ ମୁକ୍ତି ପାଇଲେ । ମିଶନ ଓଭର୍, ଚାପ୍ଟର କ୍ଲୋଜ୍ । ସୁନାମୀ ଆସିଛି, ଓଡ଼ିଶାରେ ପରିବର୍ତ୍ତନ ହୋଇଛି । ଓଡ଼ିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଏମିତି ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁରର ନବନିର୍ବାଚିତ ସାଂସଦ ପ୍ରଦୀପ ପାଣିଗ୍ରାହୀ । ସେ କହିଛନ୍ତି, ଏଠାରେ ଜନତାଙ୍କ ସରକାର, ଲୋକଙ୍କ ସରକାର ହେବ । ପୂରା ଭାରତବାସୀଙ୍କୁ ଚକିତ କରିଛନ୍ତି ଓଡ଼ିଶାବାସୀ । ଅଧିକ ପଢନ୍ତୁ...

13:21 PM

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ

Posted by:-Sonali Ojha
  • ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ । ରାଜଭବନ ଆସି ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ନବୀନ ପଟ୍ଟନାୟକ । ସଂଖ୍ୟା ଗରିଷ୍ଠତା ହରେଇବା ପରେ ଆଜି ରାଜଭବନ ଆସି ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଛନ୍ତି ନବୀନ । ଅଧିକ ପଢନ୍ତୁ...

23:57 PM

ବିଜେପି ବିଜୟର ୧୦ କାରଣ...

Posted by:-Manoranjan Behera

23:56 PM

ବିଜେଡିର ଭୃଗୁ ବକ୍ସିପାତ୍ରଙ୍କୁ ହରାଇଲେ ପ୍ରଦୀପ

Posted by:-Manoranjan Behera

23:55 PM

ବିଜେପିର ରବୀନ୍ଦ୍ର ନାରାୟଣ ବେହେରା ୧୫୮୭ ଭୋଟ୍‌ରେ ଜିତିଲେ

Posted by:-Manoranjan Behera

23:55 PM

ନବଚରଣ ମାଝୀ ୨,୧୯,୩୩୪ ଭୋଟ୍‌ ବ୍ୟବଧାନରେ ବିଜୟୀ

Posted by:-Manoranjan Behera

23:53 PM

ପ୍ରତାପ ଷଡ଼ଙ୍ଗୀ ୧,୪୭,୧୫୬ ଭୋଟ ବ୍ୟବଧାନରେ ଜିତିଲେ

Posted by:-Manoranjan Behera

23:52 PM

ବିଜେଡ଼ି ପରାଜୟର ୧୦ କାରଣ...

Posted by:-Manoranjan Behera

23:21 PM

ବିଜେଡିର ଅବିନାଶ ସାମଲଙ୍କୁ ହରାଇଲେ ରୁଦ୍ର ପାଣି

Posted by:-Manoranjan Behera

22:45 PM

ବିଜେପି ପ୍ରାର୍ଥୀ ମାଳବିକା ଦେବୀ ବିଜୟୀ ହେଲେ

Posted by:-Manoranjan Behera

22:44 PM

ବିଜେପି ପ୍ରାର୍ଥୀ ବିଭୁପ୍ରସାଦ ତରାଇ ବିଜୟୀ ହେଲେ

Posted by:-Manoranjan Behera

22:43 PM

ବିଜେଡି ପ୍ରାର୍ଥୀ କଳିକେଶ ସିଂହଦେଓ ଜିତିଲେ

Posted by:-Manoranjan Behera

22:42 PM

କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା ବିଜୟୀ ହେଲେ

Posted by:-Manoranjan Behera

22:41 PM

ବିଜେପି ପ୍ରାର୍ଥୀ ଜୁଏଲ ଓରାମ ବିଜୟୀ ହେଲେ

Posted by:-Manoranjan Behera

22:41 PM

କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପି ବିଜୟୀ । ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ବିଜୟୀ ହେଲେ

Posted by:-Manoranjan Behera

21:53 PM

ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର ବିଜୟୀ ହେଲେ

Posted by:-Manoranjan Behera

21:51 PM

ଏ ବିଜୟ ବାଲେଶ୍ୱରବାସୀଙ୍କ ବିଜୟ

Posted by:-Manoranjan Behera

21:44 PM

ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଜୟୀ

Posted by:-Manoranjan Behera

21:42 PM

କେନ୍ଦୁଝର ଲୋକସଭା ଆସନରେ ବିଜେପି ବିଜୟୀ

Posted by:-Manoranjan Behera

21:37 PM

ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ବିଜୟୀ ହେଲେ

Posted by:-Manoranjan Behera

21:36 PM

କଟକ ଲୋକସଭା ଆସନରେ ବିଜେପି ବିଜୟୀ

Posted by:-Manoranjan Behera

21:36 PM

ଭୋପାଳରେ ବିଜେପିର ସଫଳତା ପରେ ସମର୍ଥକ ଓ ପରିବାରଙ୍କ ସହ ଖୁସି ମନାଇଲେ ଶିବରାଜ ଚୌହ୍ୱାନ

Posted by:-Manoranjan Behera

21:27 PM

ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ବିଜୟୀ ହେଲେ

Posted by:-Manoranjan Behera

21:23 PM

ପ୍ରଥମଥର ପାଇଁ ନିର୍ବାଚନ ହାରିଲେ ନବୀନ..ଏବେ ଏକ୍ସ ସିଏମ୍‌

Posted by:-Manoranjan Behera
  • ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ହାରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୨୪ ନିର୍ବାଚନରେ ଦ୍ୱିତୀୟ ଆସନ କଣ୍ଟାବାଞ୍ଜିରୁ ନବୀନ ନିର୍ବାଚନ ହାରିଯାଇଛନ୍ତି। ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ୍‌ ବିଜୟ ହାସଲ କରିଛନ୍ତି। ନବୀନଙ୍କ ନିଜ ରାଜନୀତି କ୍ୟାରିୟର୍‌ରେ ଏହା ପ୍ରଥମ ପରାଜୟ। ଅଧିକ ପଢ଼ନ୍ତୁ..

20:34 PM

କଂଗ୍ରେସର ପବିତ୍ର ସାଉନ୍ତା ବିଜୟୀ ହେଲେ

Posted by:-Manoranjan Behera

20:33 PM

କୋଟପାଡ଼ ବିଧାନସଭାରେ ବିଜେପି ବିଜୟୀ

Posted by:-Manoranjan Behera

20:31 PM

ସରକାର ବିରୋଧରେ ମତ ଯାଇଛି, କିନ୍ତୁ ଏହା କଂଗ୍ରେସ ସପକ୍ଷରେ ଯାଇନାହିଁ

Posted by:-Manoranjan Behera

20:31 PM

ବିଜେପି ପ୍ରାର୍ଥୀ ରଘୁରାମ ମାଛ ବିଜୟୀ ହେଲେ

Posted by:-Manoranjan Behera

20:30 PM

ତେଲେଙ୍ଗାନାରେ ଲିଡ୍‌ କରୁଛି ବିଜେପି

Posted by:-Manoranjan Behera

20:29 PM

ବିଜେଡିର ବର୍ଷା ସିଂ ବରିହା ବିଜୟୀ ହେଲେ

Posted by:-Manoranjan Behera

20:29 PM

ବିଜେଡିର ବର୍ଷା ସିଂ ବରିହା ବିଜୟୀ ହେଲେ

Posted by:-Manoranjan Behera

20:29 PM

ବିଜେଡିର ବର୍ଷା ସିଂ ବରିହା ବିଜୟୀ ହେଲେ

Posted by:-Manoranjan Behera

20:28 PM

ଅପେକ୍ଷାର ଅନ୍ତ, ଏଥର ବୈଜୟନ୍ତ..

Posted by:-Manoranjan Behera

20:28 PM

ପାରଳାଖେମୁଣ୍ଡି ବିଧାନସଭାରେ ଜିତିଲା ବିଜେଡି

Posted by:-Manoranjan Behera

20:27 PM

ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଜିତିଲେ

Posted by:-Manoranjan Behera

20:26 PM

ପୋଲସରା ବିଧାନସଭାରେ ବିଜେପି ବିଜୟୀ

Posted by:-Manoranjan Behera

20:19 PM

ଗୌହାଟୀରେ ବି ବିଜେପି ଭଲ ପ୍ରଦର୍ଶନ କରିବା ପରେ ଖୁବ୍‌ ଖୁସିରେ କର୍ମୀ

Posted by:-Manoranjan Behera

20:17 PM

ରାଜଗାଙ୍ଗପୁର ବିଧାନସଭାରେ କଂଗ୍ରେସ ଜିତିଲା

Posted by:-Manoranjan Behera

20:09 PM

କଂଗ୍ରେସର ସିଏସ୍‌ ରାଜନ ଏକ୍କାଙ୍କ ବିଜୟ

Posted by:-Manoranjan Behera

20:09 PM

କଂଗ୍ରେସର ଆପଲାସ୍ବାମୀ କାଡ୍ରାକା ବିଜୟୀ ହେଲେ

Posted by:-Manoranjan Behera

20:08 PM

ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର ବିଜୟୀ ହେଲେ

Posted by:-Manoranjan Behera

20:07 PM

ମୋବାଇଲରେ ଧର୍ମେନ୍ଦ୍ର ବଜେଇଲେ ଉଠ କଙ୍କାଳ ଛିଡ଼ୁ ଶୃଙ୍ଖଳ

Posted by:-Manoranjan Behera

20:06 PM

ସିମୁଳିଆ ବିଧାନସଭାରେ ବିଜେପି ବିଜୟୀ

Posted by:-Manoranjan Behera

19:50 PM

ଜଗତସିଂହପୁର ବିଧାନସଭାରେ ବିଜେପି ବିଜୟୀ

Posted by:-Manoranjan Behera

19:48 PM

ଓଡ଼ିଶାରେ ବିଜେପି ବହୁମତ ପାଇବା ପରେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି..

Posted by:-Manoranjan Behera

19:48 PM

ନିମାପଡ଼ାରେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡ଼ା ଜିତିବା ପରେ, ବିଜେଡିରୁ ଆସି ବିଜେପିରେ ଯୋଗ ଦେଇଥିବା ଏଠାକାର ବିଧାୟକ ସମୀର ଦାଶଙ୍କଠାରୁ ଆଶୀର୍ବାଦ ନେଉଛନ୍ତି ।

Posted by:-Manoranjan Behera

19:48 PM

ନିମାପଡ଼ାରେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡ଼ା ଜିତିବା ପରେ, ବିଜେଡିରୁ ଆସି ବିଜେପିରେ ଯୋଗ ଦେଇଥିବା ଏଠାକାର ବିଧାୟକ ସମୀର ଦାଶଙ୍କଠାରୁ ଆଶୀର୍ବାଦ ନେଉଛନ୍ତି ।

Posted by:-Manoranjan Behera

19:46 PM

ଜଟଣୀ ବିଧାନସଭାରେ ବିଜେଡି ପ୍ରାର୍ଥୀ ବିଜୟୀ

Posted by:-Manoranjan Behera

19:32 PM

ଧର୍ମଶାଳା ବିଧାନସଭାରେ ସ୍ବାଧିନ ପ୍ରାର୍ଥୀ ବିଜୟୀ

Posted by:-Manoranjan Behera

19:28 PM

ବିଜେପିର ମୁରଲୀ ଶର୍ମାଙ୍କୁ ହରାଇଲେ ସନାତନ

Posted by:-Manoranjan Behera

19:26 PM

ସମ୍ୱଲପୁରରୁ ବିଜେପିର ବିଧାୟକ ପ୍ରାର୍ଥୀ ବରିଷ୍ଠ ନେତା ଜୟ ନାରାୟଣ ମିଶ୍ର ହେଲେ ବିଜୟୀ...

Posted by:-Manoranjan Behera

19:25 PM

'ବାହୁବଳ ଓ ଅର୍ଥବଳ ଆଗରେ ମୁଣ୍ଡ ନୁଆଁଇବା ଜାତି ନୁହେଁ ବୋଲି ସ୍ୱାଭିମାନୀ ଓଡ଼ିଆ ପ୍ରମାଣିତ କରିଦେଲେ ।'

Posted by:-Manoranjan Behera

19:24 PM

ବିଜେପିର ଅରିନ୍ଦମ ରାୟଙ୍କୁ ହରାଇଲେ ପ୍ରଶାନ୍ତ

Posted by:-Manoranjan Behera

19:21 PM

ଭବାନୀପାଟଣା ବିଧାନସଭାରେ କଂଗ୍ରେସ ବିଜୟୀ

Posted by:-Manoranjan Behera

19:20 PM

ବାଜି ଜିତିଲେ ବୈଜୟନ୍ତ, ୫୩ ହଜାରରୁ ଅଧିକ ଭୋଟ୍‌ରେ ଆଗୁଆ..

Posted by:-Manoranjan Behera
  • ଜିତିବା ଉପରେ ବୈଜୟନ୍ତ ପଣ୍ତା । ୫୩ ହଜାରରୁ ଅଧିକ ଭୋଟ୍‌ରେ ଆଗୁଆ ଅଛନ୍ତି ବୈଜୟନ୍ତ ପଣ୍ତା । ଏସବୁ ଦୃଷ୍ଟିରୁ ଦେଖିଲେ ବୈଜୟନ୍ତଙ୍କ ବିଜୟ ନିଶ୍ଚିତ ବୋଲି ଜଣାପଡ଼ୁଛି । କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଲଢ଼ୁଛନ୍ତି ବୈଜୟନ୍ତ । ବିପକ୍ଷରେ ଥିଲେ ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତି । ଅଧିକ ପଢ଼ନ୍ତୁ..

19:03 PM

ଆଠମଲ୍ଲିକ ବିଧାନସଭାରେ ବିଜେଡି ବିଜୟୀ

Posted by:-Manoranjan Behera

19:02 PM

ଦିଗପହଣ୍ଡି ବିଧାନସଭାରେ ବିଜେପି ବିଜୟୀ

Posted by:-Manoranjan Behera

19:01 PM

ବାଲିକୁଦା-ଏରସମା ବିଧାନସଭାରେ ବିଜେଡି ବିଜୟୀ

Posted by:-Manoranjan Behera

19:00 PM

ବ୍ରହ୍ମପୁର ବିଧାନସଭାରେ ବିଜେପି ପ୍ରାର୍ଥୀ ବିଜୟୀ

Posted by:-Manoranjan Behera

18:59 PM

ବିଜେପି ପ୍ରାର୍ଥୀ ପ୍ରଭାତି ପରିଡ଼ା ବିଜୟୀ ହେଲେ

Posted by:-Manoranjan Behera

18:58 PM

ବିଷମକଟକ ବିଧାନସଭାରେ କଂଗ୍ରେସ ବିଜୟୀ

Posted by:-Manoranjan Behera

18:57 PM

କଟକ ସଦର ବିଧାନସଭାରେ ବିଜେପି ଜିତିଲା

Posted by:-Manoranjan Behera

18:57 PM

ବିଜେଡି ପ୍ରାର୍ଥୀ ସୁନୀଲ ମହାନ୍ତି ବିଜୟୀ ହେଲେ

Posted by:-Manoranjan Behera

18:56 PM

ମାହାଙ୍ଗା ବିଧାନସଭାରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ

Posted by:-Manoranjan Behera

18:56 PM

ବିଜେଡି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଜୟୀ ହେଲେ

Posted by:-Manoranjan Behera

18:55 PM

ସୁନ୍ଦରଗଡ଼ ବିଧାନସଭାରେ ବିଜେଡି ବିଜୟୀ

Posted by:-Manoranjan Behera

18:54 PM

କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଗୁଆ ରହିଥିବା ବେଳେ ଏବେ ବିଜୟର ଦ୍ୱାର ଦେଶରେ...

Posted by:-Manoranjan Behera

18:53 PM

କଂଗ୍ରେସ ପ୍ରାର୍ଥୀ ତାରା ବାହିନୀପତି ବିଜୟୀ

Posted by:-Manoranjan Behera

18:53 PM

ହିଂଜିଳି ବିଧାନସଭାରେ ଜିତିଲେ ନବୀନ ପଟ୍ଟନାୟକ

Posted by:-Manoranjan Behera

18:51 PM

ବଡମ୍ବା ବିଧାନସଭାରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ

Posted by:-Manoranjan Behera

18:33 PM

ରେଢ଼ାଖୋଲ ବିଧାନସଭାରେ ବିଜେଡି ବିଜୟୀ

Posted by:-Manoranjan Behera

18:32 PM

ମ୍ୟାଜିକ ନମ୍ୱର ଛୁଇଁଲା ରାଜ୍ୟ ବିଜେପି... ଖୁସିଲେ ନାଚିଲେ ବିଜେପି ନେତା, କର୍ମୀ

Posted by:-Manoranjan Behera

18:31 PM

ଜୟଦେବ ବିଧାନସଭା ଆସନରେ ବିଜେଡି ବିଜୟୀ

Posted by:-Manoranjan Behera

18:30 PM

ବାଲେଶ୍ୱରରେ ଆଗରେ ରହିଛନ୍ତି ପ୍ରତାପ ଷଡ଼ଙ୍ଗୀ । ବଢ଼ି ଚାଲିଛି ବିଜେପି, ଖସୁଛି ବିଜେଡି ..

Posted by:-Manoranjan Behera

18:28 PM

ଆସିକା ବିଧାନସଭାରେ ବିଜେପି ବିଜୟୀ

Posted by:-Manoranjan Behera

18:28 PM

ବବିଙ୍କ ଖେଳ ଖତମ! ସମ୍ବଲପୁରରୁ ହାରିଲେ..କୋରେଇରୁ ହାରିଲେ ମାଆ

Posted by:-Manoranjan Behera
  • ବିଜେଡିକୁ ଗୋଟିଏ ପରେ ଗୋଟିଏ ଶକ୍ତ ଧକ୍କା ଲାଗିଛି। ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ଆସନରୁ ପରାଜିତ ହୋଇଥିବାବେଳେ ତାଙ୍କ ମା’ ସନ୍ଧ୍ୟାରାଣୀ ଦାସ କୋରେଇ ବିଧାନସଭା ଆସନରୁ ହାରିଯାଇଛନ୍ତି। ଅଧିକ ପଢ଼ନ୍ତୁ..

18:03 PM

ସୋରଡ଼ା ବିଧାନସଭାରେ ବିଜେପି ବିଜୟୀ

Posted by:-Manoranjan Behera

18:02 PM

ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡିରୁ ପୁଣି ଜିତିଲେ ରମେଶ ଜେନା...

Posted by:-Manoranjan Behera

18:01 PM

ସାନଖେମୁଣ୍ଡି ବିଧାନସଭାରେ କଂଗ୍ରେସ ବିଜୟୀ

Posted by:-Manoranjan Behera

18:00 PM

ଉମରକୋଟ ବିଧାନସଭାରେ ବିଜେପି ବିଜୟୀ

Posted by:-Manoranjan Behera

17:59 PM

ବୀରମହାରାଜପୁର ବିଧାନସଭାରେ ବିଜେପି ବିଜୟୀ

Posted by:-Manoranjan Behera

17:57 PM

ଭୋଗରାଇ ବିଧାନସଭାରେ ବିଜେଡି ବିଜୟୀ

Posted by:-Manoranjan Behera

17:56 PM

ଅଶୋକ ପଣ୍ତା ହାରିଲେ... ବାବୁ ସିଂ ଜିତିଲେ .. ଏକାମ୍ରରେ ବଡ଼ ପରିବର୍ତ୍ତନ ...

Posted by:-Manoranjan Behera

17:55 PM

ମହାକାଳପଡ଼ା ବିଧାନସଭାରେ ବିଜେପି ବିଜୟୀ

Posted by:-Manoranjan Behera

17:54 PM

ବାଲେଶ୍ୱରରେ କ'ଣ କହୁଛି ଟ୍ରେଣ୍ତ ... କିଏ ଜିତିବ, କିଏ ହାରିବ

Posted by:-Manoranjan Behera

17:53 PM

ଭାଙ୍ଗୁଛି ଗୋଟିଏ ପରେ ଗୋଟିଏ ବିଜେଡିର ଗଡ଼.. ବ୍ରଜରାଜନଗରରୁ ଜିତିଲେ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ।

Posted by:-Manoranjan Behera

17:52 PM

କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିର୍ଦୋସ ବିଜୟୀ

Posted by:-Manoranjan Behera

17:51 PM

ପୁଣି ନିର୍ବାଚନରେ ଖରାପ୍ ପ୍ରଦର୍ଶନ... ରାଜ୍ୟରେ କାହିଁକି ଉଠିପାରୁନି କଂଗ୍ରେସ

Posted by:-Manoranjan Behera

17:50 PM

ବିଜେଡିର ଅରୁଣ ସାହୁ ୩୯୬ ଖଣ୍ଡ ଭୋଟ୍‌ରେ ବିଜୟୀ

Posted by:-Manoranjan Behera

17:24 PM

ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧାରୁ ଜିତିଲେ

Posted by:-Manoranjan Behera

17:13 PM

କରଞ୍ଜିଆ ବିଧାନସଭାରେ ବିଜେପି ବିଜୟୀ

Posted by:-Manoranjan Behera

17:12 PM

'ଓଡ଼ିଶାର ଲୋକଙ୍କୁ ଧନ୍ୟବାଦ୍ । ଆମେ ଲୋକଙ୍କ ଆଶା ନିଶ୍ଚିତ ଭାବେ ପୂରଣ କରିବାକୁ ଚେଷ୍ଟା କରିବୁ ।'

Posted by:-Manoranjan Behera

17:10 PM

ବିଜେପୁର ବିଧାନସଭାରେ ବିଜେପି ବିଜୟୀ

Posted by:-Manoranjan Behera

17:08 PM

ପାରାଦୀପ ବିଧାନସଭାରେ ବିଜେପି ବିଜୟୀ

Posted by:-Manoranjan Behera

17:07 PM

ଭୁବନେଶ୍ୱର ଏକାମ୍ର ସିଟରୁ ହାରିଲେ ଅଶୋକ ପଣ୍ତା

Posted by:-Manoranjan Behera

16:56 PM

ନୂଆପଡ଼ା ବିଧାନସଭାରେ ବିଜେଡି ଜିତିଲା

Posted by:-Manoranjan Behera

16:55 PM

ନବରଙ୍ଗପୁର ବିଧାନସଭାରେ ବିଜେପି ବିଜୟୀ

Posted by:-Manoranjan Behera

16:54 PM

ଖଲ୍ଲିକୋଟ ବିଧାନସଭାରେ ବିଜେପି ବିଜୟୀ

Posted by:-Manoranjan Behera

16:52 PM

ସତ୍ୟବାଦୀରେ ମାଟି କାମୁଡ଼ିଲା ବିଜେଡି...

Posted by:-Manoranjan Behera

16:43 PM

କେନ୍ଦ୍ରାପଡ଼ା ବିଧାନସଭାରେ ବିଜେଡି ବିଜୟୀ

Posted by:-Manoranjan Behera

16:42 PM

ଡାବୁଗାଁ ବିଧାନସଭାରେ ବିଜେଡି ବିଜୟୀ

Posted by:-Manoranjan Behera

16:41 PM

ରାଉରକେଲା ବିଧାନସଭାରେ ବିଜେଡି ବିଜୟୀ

Posted by:-Manoranjan Behera

16:26 PM

ଖଡ଼ିଆଳ ବିଧାନସଭାରେ ବିଜେଡି ବିଜୟୀ

Posted by:-Manoranjan Behera

16:20 PM

ବୌଦ୍ଧ ବିଧାନସଭାରେ ବିଜେପି ବିଜୟୀ

Posted by:-Manoranjan Behera

16:19 PM

ବରୀ ବିଧାନସଭାରେ ବିଜେଡି ବିଜୟୀ

Posted by:-Manoranjan Behera

16:18 PM

ଆନନ୍ଦପୁର ବିଧାନସଭାରେ ବିଜେଡି ବିଜୟୀ

Posted by:-Manoranjan Behera

16:17 PM

ବିଂଝାରପୁର ବିଧାନସଭାରେ ବିଜେଡି ଜିତିଲା

Posted by:-Manoranjan Behera

16:15 PM

ଟିଟିଲାଗଡ଼ ବିଧାନସଭାରେ ବିଜେପି ବିଜୟୀ

Posted by:-Manoranjan Behera

16:13 PM

ଝାରସୁଗୁଡ଼ାରେ ଚିତ୍‌ପଟାଙ୍ଗ ବିଜେଡ଼ି, ଦୀପାଳିଙ୍କୁ ହରାଇ ଜିତିଲେ ଟଙ୍କଧର

Posted by:-Manoranjan Behera

16:12 PM

ଓଡ଼ିଶା ବିଜେପି କାର୍ଯ୍ୟାଳୟରେ ଖୁବ୍‌ ଖୁସି ବିଜେପି କର୍ମୀ..ଚାଲିଛି ସେଲିବ୍ରେସନ।

Posted by:-Manoranjan Behera

16:01 PM

ଘସିପୁରା ବିଧାନସଭାରେ ଜିତିଲା ବିଜେଡି

Posted by:-Manoranjan Behera

15:59 PM

ଫୁଲବାଣୀ ବିଧାନସଭାରେ ବିଜେପି ବିଜୟୀ

Posted by:-Manoranjan Behera

15:58 PM

ଧର୍ମଗଡ଼ ବିଧାନସଭାରେ ବିଜେପି ବିଜୟୀ

Posted by:-Manoranjan Behera

15:38 PM

ଝାରସୁଗୁଡ଼ାରେ ଚିତ୍‌ପଟାଙ୍ଗ ବିଜେଡ଼ି, ଦୀପାଳିଙ୍କୁ ହରାଇ ଜିତିଲେ ଟଙ୍କଧର

Posted by:-Santosh Kumar Sahoo
  • ଝାରସୁଗୁଡ଼ା ବିଧାନସଭାରେ ବିଜେପି ବିଜୟୀ । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବିଜୟୀ ହେଲେ । ତାଙ୍କ ବିପକ୍ଷରେ ଛିଡ଼ା ହୋଇଥିଲେ ନବ ଦାସଙ୍କ ଝିଅ ଦୀପାଳି । ଉଭୟଙ୍କ ମଧ୍ୟ କଡ଼ା ସଂଘର୍ଷ ପରେ ହାରି ଯାଇଛନ୍ତି ଦୀପାଳି ଦାସ । ଉପନିର୍ବାଚନରେ ଟଙ୍କଧରଙ୍କୁ ହରାଇଥିଲେ ଦୀପାଳି । ଏଥର କିନ୍ତୁ ଆର ପାର୍ । ଅଧିକ ପଢ଼ନ୍ତୁ...

15:32 PM

‘ନବୀନଙ୍କୁ କଣ୍ଟାବାଞ୍ଝିରୁ ଲଢ଼ାଇବା ବିଜେଡିର ଷ୍ଟାଟେଜିକ୍ ମିଷ୍ଟେକ ଥିଲା । ଏହାଠାରୁ ବଡ଼ ଭୁଲ୍ କେଉଁ ଦଳ କରିପାରିବ ନାହିଁ ।’

Posted by:-Santosh Kumar Sahoo

15:32 PM

ଝାରସୁଗୁଡ଼ାରେ ହାରିଲେ ଦୀପାଳି ଦାସ... ବିଜେପିର ଟଙ୍କଧର ତ୍ରିପାଠୀ ବିଜୟୀ ହୋଇଛନ୍ତି....

Posted by:-Santosh Kumar Sahoo

15:27 PM

ବରଗଡ଼ ବିଧାନସଭାରେ ଜିତିଲା ବିଜେପି

Posted by:-Santosh Kumar Sahoo

15:26 PM

ଓଡ଼ିଶାବାସୀ ପରିବର୍ତ୍ତନ ଚାହାନ୍ତି, ସେଥିପାଇଁ ସେମାନେ ଭୋଟ୍ ଦେଇଛନ୍ତି-ମୁକେଶ ମହାଲିଙ୍ଗ

Posted by:-Santosh Kumar Sahoo

15:26 PM

ବ୍ରଜରାଜନଗର ବିଧାନସଭାରେ ଜିତିଲା ବିଜେପି

Posted by:-Santosh Kumar Sahoo

15:26 PM

ରଣପୁର ବିଧାନସଭାରେ ଜିତିଲା ବିଜେପି

Posted by:-Santosh Kumar Sahoo

15:04 PM

ଝାରସୁଗୁଡ଼ାରେ ହାରିଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

Posted by:-Santosh Kumar Sahoo

14:58 PM

ବର୍ତ୍ତମାନର ଟ୍ରେଣ୍ଡ । ବିଧାନସଭାରେ ୮୦ ଆସନରେ ଆଗୁଆ ରହିଛି ବିଜେପି

Posted by:-Santosh Kumar Sahoo

14:52 PM

‘ଓଡ଼ିଶାରେ ହେବ ବିଜେପି ସରକାର’

Posted by:-Santosh Kumar Sahoo

14:47 PM

ଆଠଗଡ଼ ବିଧାନସଭାରେ ବିଜେପି ଆଗୁଆ

Posted by:-Santosh Kumar Sahoo

14:11 PM

ବାରବାଟୀ-କଟକ ବିଧାନସଭାରେ କଂଗ୍ରେସ ଆଗୁଆ

Posted by:-Santosh Kumar Sahoo

14:06 PM

ବାରବାଟୀ-କଟକ ବିଧାନସଭାରେ କଂଗ୍ରେସ ଆଗୁଆ

Posted by:-Santosh Kumar Sahoo

13:54 PM

ରାହୁଲଙ୍କ ପରିଶ୍ରମ ସଫଳ ହେଉଛି

Posted by:-Santosh Kumar Sahoo

13:48 PM

ଭୁବନେଶ୍ୱରରେ କିଏ ଆଗୁଆ ....ଦେଖନ୍ତୁ...

Posted by:-Santosh Kumar Sahoo

13:42 PM

‘କଂଗ୍ରେସକୁ ଯେଉଁ ଏକଜିଟ୍ ପୋଲରେ ଅବହେଳା କରାଯାଇଥିଲା । ବର୍ତ୍ତମାନ ତାହା ଦେଖାଯାଉଛି ।’

Posted by:-Santosh Kumar Sahoo