Advertisment

Exit Poll 2024 Live Updates: ୨୪ ନିର୍ବାଚନରେ କିଏ ମାରିବ ବାଜି ?

ସାଧାରଣ ନିର୍ବାଚନରେ ଭୋଟିଂ ପର୍ବ ଶେଷ ହୋଇଥିବା ବେଳେ ଏବେ ଅପେକ୍ଷା ଫଳାଫଳକୁ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
New Update
Exit Poll 2024 Live UpdatesIn odia

Exit Poll 2024

ସାଧାରଣ ନିର୍ବାଚନରେ ଭୋଟିଂ ପର୍ବ ଶେଷ ହୋଇଥିବା ବେଳେ ଏବେ ଅପେକ୍ଷା ଫଳାଫଳକୁ। ୨୪ ନିର୍ବାଚନରେ କିଏ ମାରିବ ବାଜି ? ତାହା ତ ଆସନ୍ତା ୪ ତାରିଖ ଭୋଟ୍ ଗଣତି ପରେ ହିଁ ସ୍ପଷ୍ଟ ହେବ। ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ ସାଢେ ୬ଟାରୁ ଏକଜିଟ୍ ପୋଲ୍ ଆରମ୍ଭ ହେବ। ତେବେ କଣ କହୁଛି ଏକଜିଟ୍ ପୋଲ୍ ତାକୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା..ଟିକିନିଖି ଖବର ଜାଣିବାକୁ ଲଗ୍‌ ଇନ୍ କରନ୍ତୁ otvkhabar.in

Advertisment
Exit Poll General Election 2024
Advertisment
Advertisment