ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ମାଧୁର୍ଯ୍ୟ ଓ ଐଶ୍ୱର୍ଯ୍ୟର ମିଳିତ ଆକର୍ଷଣ। ସେ ହେଉଛନ୍ତି ସମଗ୍ର ବିଶ୍ୱର ‘ରାଜା’। ଏନେଇ ରୀତିନୀତି ଓ ବେଶଭୂଷାରେ ଦେଖିବାକୁ ମିଳେ ରାଜକୀୟ ଠାଣି। ଠାକୁରଙ୍କ ସୁନାବେଶ ଏହା ହିଁ କୁହେ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ସୁନାବେଶ ଅନ୍ୟତମ, ଯାହାକି ଅତ୍ୟନ୍ତ ଉପଭୋଗ୍ୟ ଓ ଆକର୍ଷଣୀୟ। ଏହାକୁ ‘ରାଜାଧିରାଜ’ ବେଶ ମଧ୍ୟ କୁହାଯାଏ। ଏହାକୁ ଦର୍ଶନ କରିବା ନେଇ ଶ୍ରୀକ୍ଷେତ୍ର ପାଲଟିଯାଇଛି ଜନସମୁଦ୍ର। ତେବେ ଏଥର ମହାପ୍ରଭୁଙ୍କ ସୁନାବେଶ ସମ୍ପର୍କରେ ଟିକିନିଖି ଖବର ଜାଣିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ, otvkhabar.in କୁ ଲଗ୍ଇନ୍ କରନ୍ତୁ।
22:44 PM(6 months ago )
ଟ୍ରାଫିକ୍ କଣ୍ଟ୍ରୋଲ କରୁଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେଣ୍ଟ#TrafficAlert #RathYatra2024 #Puri #OdishaPolice #OTV pic.twitter.com/DA3G3Hzm8x
— ଓଟିଭି (@otvkhabar) July 17, 2024
22:42 PM(6 months ago )
ତିନି ଠାକୁରଙ୍କୁ ସୁନା ବେଶରେ ଦେଖି ଭକ୍ତ ଗଦଗଦ । #SunaBesha #RathYatra2024 #PuriDham #JayJagannath #Puri #Odisha #OTV pic.twitter.com/1N7bzm87fX
— ଓଟିଭି (@otvkhabar) July 17, 2024
22:41 PM(6 months ago )
ସୁନା ଆଭୂଷଣରେ ମନଲୋଭା ଦିଶୁଛି କାଳିଆ ସୁନା । #SunaBesha #RathYatra2024 #PuriDham #JayJagannath #Puri #Odisha #OTV pic.twitter.com/wiGsY6dICr
— ଓଟିଭି (@otvkhabar) July 17, 2024
22:41 PM(6 months ago )
ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ସୁନାବେଶ ଦେଖିବାକୁ ଜନ ସମୁଦ୍ର । #SunaBesha #RathYatra2024 #PuriDham #JayJagannath #Puri #Odisha #OTV pic.twitter.com/jAXw1QRBw7
— ଓଟିଭି (@otvkhabar) July 17, 2024
21:15 PM(6 months ago )
21:15 PM(6 months ago )
21:13 PM(6 months ago )
‘ମହାପ୍ରଭୁଙ୍କୁ ସୁନାବେଶ ଦର୍ଶନ କଲେ ଜନ୍ମଜନ୍ମାନ୍ତର ଦୋଷ ଦୂର ହୁଏ’#RathYatra2024 #Sunabesha #Puri #OTV pic.twitter.com/BJIKXsZZer
— ଓଟିଭି (@otvkhabar) July 17, 2024
20:34 PM(6 months ago )
20:34 PM(6 months ago )
20:33 PM(6 months ago )
20:33 PM(6 months ago )
20:33 PM(6 months ago )
20:32 PM(6 months ago )
20:32 PM(6 months ago )
20:31 PM(6 months ago )
20:06 PM(6 months ago )
ଜାଣନ୍ତୁ ମହାପ୍ରଭୁଙ୍କ ସୁନା ବେଶର ମାହାତ୍ମ୍ୟ #SunaBesha #RathYatra2024 #PuriDham #JayJagannath #Puri #Odisha #OTV pic.twitter.com/UvAW3qfJF0
— ଓଟିଭି (@otvkhabar) July 17, 2024
20:06 PM(6 months ago )
ସୁନାବେଶରେ ଦର୍ଶନ ଦେଉଛନ୍ତି ବଡ଼ ଠାକୁର#Sunabesha #BahudaJatra #RathaJatra #Srimandir #LordJagannath pic.twitter.com/9Cog7L8fy5
— ଓଟିଭି (@otvkhabar) July 17, 2024
20:05 PM(6 months ago )
ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ#RathYatra2024 #Sunabesha #Puri #OTV pic.twitter.com/nkzoUeZu4J
— ଓଟିଭି (@otvkhabar) July 17, 2024
20:05 PM(6 months ago )
ରଥ ଉପରେ ଦେବୀ ସୁଭଦ୍ରାଙ୍କ ବଡ଼ ତଡ଼ାଉ ବେଶ#RathYatra2024 #Sunabesha #Puri #OTV pic.twitter.com/cDUTLPFibj
— ଓଟିଭି (@otvkhabar) July 17, 2024
20:04 PM(6 months ago )
#ମହାପ୍ରଭୁଙ୍କ_ବିଶାଳ_ଶ୍ରୀଭୁଜ_ଶ୍ରୀପୟର
— ଓଟିଭି (@otvkhabar) July 17, 2024
ମହାପ୍ରଭୁଙ୍କ ବିଶାଳ ସ୍ୱର୍ଣ୍ଣ ଶ୍ରୀଭୁଜ, ଶ୍ରୀପୟର... ଏ ଦୃଶ୍ୟ ଦେଖିଲେ ପୁଲକିତ ହୋଇଯାଏ ଶରୀର, ଭକ୍ତିରେ ଭରିଯାଏ ଭାବନା ।#SunaBesha #Security #GoldenOrnaments #PuriDham #JayJagannath #puri #OTV pic.twitter.com/orkMsjcD97
20:04 PM(6 months ago )
୧୩୨ ପ୍ରକାର ଅଳଙ୍କାରରେ ସଜେଇ ହୋଇଛନ୍ତି ମହାପ୍ରଭୁ#Sunabesha #BahudaJatra #RathaJatra #Srimandir #LordJagannath pic.twitter.com/0evHVubg7k
— ଓଟିଭି (@otvkhabar) July 17, 2024
18:54 PM(6 months ago )
ମହଣ ମହଣ ସୁନାରେ ସଜେଇ ହେଉଛି କାଳିଆ ସାଆନ୍ତ#Sunabesha #BahudaJatra #RathaJatra #Srimandir #LordJagannath pic.twitter.com/7scowtmb46
— ଓଟିଭି (@otvkhabar) July 17, 2024
18:53 PM(6 months ago )
ମହାପ୍ରଭୁଙ୍କ ସୁନାବେଶ ଦେଖିବା ଲାଗି ବଡ଼ଦାଣ୍ତରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼#Sunabesha #BahudaJatra #RathaJatra #Srimandir #LordJagannath pic.twitter.com/DziACPTezY
— ଓଟିଭି (@otvkhabar) July 17, 2024
18:53 PM(6 months ago )
18:39 PM(6 months ago )
ରଥ ଉପରେ ଚାଲିଛି ନୀତିକାନ୍ତି #SunaBesha #RathYatra2024 #PuriDham #JayJagannath #Puri #Odisha #OTV pic.twitter.com/rceqpeVx31
— ଓଟିଭି (@otvkhabar) July 17, 2024
18:38 PM(6 months ago )
ମହାପ୍ରଭୁ ପିନ୍ଧନ୍ତି କେଉଁ ବସ୍ତ୍ର? #SunaBesha #RathYatra2024 #PuriDham #JayJagannath #Puri #Odisha #OTV pic.twitter.com/RxC1kTUMY7
— ଓଟିଭି (@otvkhabar) July 17, 2024
18:38 PM(6 months ago )
ବର୍ଷକୁ ୪ ଥର ପ୍ରଭୁ ରାଜ ରାଜେଶ୍ୱର ବେଶରେ ସଜେଇ ହୁଅନ୍ତି#Sunabesha #BahudaJatra #RathaJatra #Srimandir #LordJagannath pic.twitter.com/u8DA8674BE
— ଓଟିଭି (@otvkhabar) July 17, 2024
18:37 PM(6 months ago )
18:36 PM(6 months ago )
18:30 PM(6 months ago )
18:14 PM(6 months ago )
ମହାପ୍ରଭୁଙ୍କୁ ରଥାରୁଢ଼ ବେଳେ ସୁନାବେଶରେ ଦେଖିଲେ କୋଟି ପୁଣ୍ୟ ମିଳେ..#SunaBesha #JayJagannath #Puri #OTV pic.twitter.com/FdQJiAlqEg
— ଓଟିଭି (@otvkhabar) July 17, 2024
18:14 PM(6 months ago )
ସୁନାବେଶକୁ ବଡ଼ ତଢ଼ାଇ ବା ରାଜ ରାଜେଶ୍ୱର ବେଶ ବି କୁହାଯାଏ#SunaBesha #JayJagannath #Puri #OTV pic.twitter.com/UwTbN1J0mS
— ଓଟିଭି (@otvkhabar) July 17, 2024
18:12 PM(6 months ago )
17:57 PM(6 months ago )
17:57 PM(6 months ago )
17:56 PM(6 months ago )
17:56 PM(6 months ago )
17:51 PM(6 months ago )
17:50 PM(6 months ago )
17:38 PM(6 months ago )
ଆଜି ହରିଶୟନ ଏକାଦଶୀ ଆଜିର ଦର୍ଶନ କଲେ ଦ୍ୱାଦଶ ଯାତ୍ରାର ପୂଣ୍ୟଫଳ ମିଳିଥାଏ । #SunaBesha #JayJagannath #Puri #OTV pic.twitter.com/HoN1CzSYkP
— ଓଟିଭି (@otvkhabar) July 17, 2024
17:37 PM(6 months ago )
17:34 PM(6 months ago )
17:25 PM(6 months ago )
ଲକ୍ଷ ଲକ୍ଷ ଜନତା ଅପେକ୍ଷା କରିଛନ୍ତି ଏ ଦୁର୍ଲଭ ବେଶ ଦର୍ଶନ କରିବା ପାଇଁ । ଅନେଇ ବସିଛନ୍ତି ସାରା ଜଗତ । #SunaBesha #JayJagannath #Puri #OTV pic.twitter.com/9DLFhVk8kv
— ଓଟିଭି (@otvkhabar) July 17, 2024
17:25 PM(6 months ago )
କିଏ କହେ ତାଙ୍କର କାନ ନାହିଁ...କିଏ କହେ ତାଙ୍କର ପାଦ ନାହିଁ...କିନ୍ତୁ ଆଜି ଅଗଣିତ ବିଶ୍ୱବାସୀ ଦର୍ଶନ କରିବେ ତିନି ଠାକୁରଙ୍କ ପାଦ । #SunaBesha #JayJagannath #Puri #OTV pic.twitter.com/SAZhvEotOc
— ଓଟିଭି (@otvkhabar) July 17, 2024
16:48 PM(6 months ago )
ରଥରେ ଚତୁର୍ଦ୍ଧା ମୂର୍ତ୍ତି ଖାଆନ୍ତି ଶୁଖିଲା ଭୋଗ । ଶଙ୍ଖ ଓ ଚକ୍ର ସଦୃଶ କୋରା ଖାଆନ୍ତି ବଡ଼ ଠାକୁର । ଯାହାକୁ ଶଙ୍ଖ କୋରା ଓ ଚକ୍ର କୋରା କୁହାଯାଏ । #SunaBesha #JayJagannath #Puri #OTV pic.twitter.com/Sd3s2jO28y
— ଓଟିଭି (@otvkhabar) July 17, 2024
16:47 PM(6 months ago )
ବଡ଼ଦାଣ୍ଡରେ ଜନ ସମୁଦ୍ର । ଜଗାର ସୁନାବେଶ ଦେଖିବା ପାଇଁ ଏତେ ଆୟୋଜନ । ସୁନାରେ ସଜେଇ ହେବେ ତିନି ଠାକୁର । #SunaBesha #JayJagannath #Puri #OTV pic.twitter.com/XHsDax9SB9
— ଓଟିଭି (@otvkhabar) July 17, 2024
16:42 PM(6 months ago )
16:41 PM(6 months ago )
16:11 PM(6 months ago )
ସୁନା ବେଶରେ ଦର୍ଶନ ଦେବେ ରଥାରୁଢ ଚତୁର୍ଦ୍ଧା ମୂର୍ତ୍ତି । ଶୃଙ୍ଖଳିତ ସୁନାବେଶ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା । #SunaBesha #JayJagannath #Puri #OTV pic.twitter.com/KixxSjE7di
— ଓଟିଭି (@otvkhabar) July 17, 2024
16:11 PM(6 months ago )
ସୁନା ଅଳଙ୍କାରରେ ସଜ୍ଜିତ ହେବେ ତିନି ଠାକୁର । ସେଥିପାଇଁ ଏବେଠୁ ଲାଗିଲାଣି ଭକ୍ତଙ୍କ ଭିଡ଼ । ପ୍ରାୟ ୧୫ ଲକ୍ଷ ଭକ୍ତ ସୁନାବେଶ ଦର୍ଶନ ପାଇଁ ଆସିବା ନେଇ ଅନୁମାନ କରାଯାଉଛି । #SunaBesha #JayJagannath #Puri #OTV pic.twitter.com/qoG9fzj15P
— ଓଟିଭି (@otvkhabar) July 17, 2024
16:01 PM(6 months ago )
#ରାତି_୧୧ରେ_ବନ୍ଦ_ସୁନାବେଶ_ଦର୍ଶନ
— ଓଟିଭି (@otvkhabar) July 17, 2024
ଏ ବର୍ଷ ବଢ଼ିବନି ସୁନାବେଶ ଦର୍ଶନ ସମୟ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା। ଯେଉଁ ସମୟ ନିର୍ଘଣ୍ଟ ହୋଇଛି, ସେତିକି ସମୟ ହିଁ ମହାପ୍ରଭୁଙ୍କ ଦର୍ଶନ ମିଳିବ। ରାତି ୧୧ଟାରେ ବନ୍ଦ ହେବ ସୁନାବେଶ ଦର୍ଶନ।#Sunabesha #Puri #OTV pic.twitter.com/jqoUp49GDm
15:59 PM(6 months ago )
ଆଉ କିଛି କ୍ଷଣର ଅପେକ୍ଷା । ସେଇ ଦିବ୍ୟ ଦୁର୍ଲଭ ମହାପ୍ରଭୁଙ୍କର ସୁନା ବେଶ ଦର୍ଶନ କରିବେ ଅଗଣିତ ଭକ୍ତ । ଭଣ୍ଡାର ଘରୁ ବାହାରିବ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାର ।#SunaBesha #JayJagannath #Puri #OTV pic.twitter.com/iDH2kvWgqE
— ଓଟିଭି (@otvkhabar) July 17, 2024
15:32 PM(6 months ago )
ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ମାଧୁର୍ଯ୍ୟ ଓ ଐଶ୍ୱର୍ଯ୍ୟର ମିଳିତ ଆକର୍ଷଣ। ସେ ହେଉଛନ୍ତି ସମଗ୍ର ବିଶ୍ୱର ‘ରାଜା’। ଏନେଇ ରୀତିନୀତି ଓ ବେଶଭୁଷାରେ ଦେଖିବାକୁ ମିଳେ ରାଜକୀୟ ଠାଣି। ଠାକୁରଙ୍କ ସୁନାବେଶ ଏହା ହିଁ କୁହେ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ସୁନାବେଶ ଅନ୍ୟତମ, ଯାହାକି ଅତ୍ୟନ୍ତ ଉପଭୋଗ୍ୟ ଓ ଆକର୍ଷଣୀୟ। ଏହାକୁ ‘ରାଜାଧିରାଜ’ ବେଶ ମଧ୍ୟ କୁହାଯାଏ। ଏହାକୁ ଦର୍ଶନ କରିବା ନେଇ ଶ୍ରୀକ୍ଷେତ୍ର ପାଲଟିଯାଏ ଜନସମୁଦ୍ର। ଅଧିକ ପଢ଼ନ୍ତୁ...
15:31 PM(6 months ago )
ଆଜି ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ। ମହଣ ମହଣ ସୁନାରେ ବିଭୂଷିତ ହୋଇ ଦର୍ଶନ ଦେବେ ଚତୁର୍ଦ୍ଧା ମୂର୍ତ୍ତି । ପୁରି ଉଠିବ ସିଂହଦ୍ବାର, ଉଚ୍ଛୁଳିବ ବଡ଼ଦାଣ୍ଡ । ସକାଳୁ ୩ ରଥ ଉପରେ ଦୈନନ୍ଦିନ ନୀତିକାନ୍ତି ପରେ ଅପରାହ୍ନରେ ସ୍ବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଦର୍ଶନ ଦେବେ ରଥାରୁଢ଼ ୩ ଠାକୁର। ଅଧିକ ପଢ଼ନ୍ତୁ...