/odishatv-khabar/media/post_attachments/uploadimage/library/16_9/16_9_0/Sunabesha_1721210442.jpg)
Sunabesha
ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ମାଧୁର୍ଯ୍ୟ ଓ ଐଶ୍ୱର୍ଯ୍ୟର ମିଳିତ ଆକର୍ଷଣ। ସେ ହେଉଛନ୍ତି ସମଗ୍ର ବିଶ୍ୱର ‘ରାଜା’। ଏନେଇ ରୀତିନୀତି ଓ ବେଶଭୂଷାରେ ଦେଖିବାକୁ ମିଳେ ରାଜକୀୟ ଠାଣି। ଠାକୁରଙ୍କ ସୁନାବେଶ ଏହା ହିଁ କୁହେ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ସୁନାବେଶ ଅନ୍ୟତମ, ଯାହାକି ଅତ୍ୟନ୍ତ ଉପଭୋଗ୍ୟ ଓ ଆକର୍ଷଣୀୟ। ଏହାକୁ ‘ରାଜାଧିରାଜ’ ବେଶ ମଧ୍ୟ କୁହାଯାଏ। ଏହାକୁ ଦର୍ଶନ କରିବା ନେଇ ଶ୍ରୀକ୍ଷେତ୍ର ପାଲଟିଯାଇଛି ଜନସମୁଦ୍ର। ତେବେ ଏଥର ମହାପ୍ରଭୁଙ୍କ ସୁନାବେଶ ସମ୍ପର୍କରେ ଟିକିନିଖି ଖବର ଜାଣିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ, otvkhabar.in କୁ ଲଗ୍ଇନ୍ କରନ୍ତୁ।
- Dec 02, 2024 17:01 IST
Live: ସୁନାରେ ସଜେଇ ହେବେ ଶ୍ରୀଜିଉ
- Dec 02, 2024 16:58 IST
ତିନି ଠାକୁରଙ୍କୁ ସୁନା ବେଶରେ ଦେଖି ଭକ୍ତ ଗଦଗଦ
ତିନି ଠାକୁରଙ୍କୁ ସୁନା ବେଶରେ ଦେଖି ଭକ୍ତ ଗଦଗଦ । #SunaBesha#RathYatra2024#PuriDham#JayJagannath#Puri#Odisha#OTVpic.twitter.com/1N7bzm87fX
— ଓଟିଭି (@otvkhabar) July 17, 2024
- Dec 02, 2024 16:58 IST
ଆଉ କିଛି କ୍ଷଣର ଅପେକ୍ଷା । ସେଇ ଦିବ୍ୟ ଦୁର୍ଲଭ ମହାପ୍ରଭୁଙ୍କର ସୁନା ବେଶ ଦର୍ଶନ କରିବେ ଅଗଣିତ ଭକ୍ତ
ଆଉ କିଛି କ୍ଷଣର ଅପେକ୍ଷା । ସେଇ ଦିବ୍ୟ ଦୁର୍ଲଭ ମହାପ୍ରଭୁଙ୍କର ସୁନା ବେଶ ଦର୍ଶନ କରିବେ ଅଗଣିତ ଭକ୍ତ । ଭଣ୍ଡାର ଘରୁ ବାହାରିବ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାର ।#SunaBesha#JayJagannath#Puri#OTVpic.twitter.com/iDH2kvWgqE
— ଓଟିଭି (@otvkhabar) July 17, 2024
- Jul 17, 2024 22:44 IST
ଟ୍ରାଫିକ୍ କଣ୍ଟ୍ରୋଲ କରୁଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେଣ୍ଟ
ଟ୍ରାଫିକ୍ କଣ୍ଟ୍ରୋଲ କରୁଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେଣ୍ଟ#TrafficAlert#RathYatra2024#Puri#OdishaPolice#OTVpic.twitter.com/DA3G3Hzm8x
— ଓଟିଭି (@otvkhabar) July 17, 2024
- Jul 17, 2024 22:41 IST
ସୁନା ଆଭୂଷଣରେ ମନଲୋଭା ଦିଶୁଛି କାଳିଆ ସୁନା
ସୁନା ଆଭୂଷଣରେ ମନଲୋଭା ଦିଶୁଛି କାଳିଆ ସୁନା । #SunaBesha#RathYatra2024#PuriDham#JayJagannath#Puri#Odisha#OTVpic.twitter.com/wiGsY6dICr
— ଓଟିଭି (@otvkhabar) July 17, 2024
- Jul 17, 2024 22:41 IST
ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ସୁନାବେଶ ଦେଖିବାକୁ ଜନ ସମୁଦ୍ର
ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ସୁନାବେଶ ଦେଖିବାକୁ ଜନ ସମୁଦ୍ର । #SunaBesha#RathYatra2024#PuriDham#JayJagannath#Puri#Odisha#OTVpic.twitter.com/jAXw1QRBw7
— ଓଟିଭି (@otvkhabar) July 17, 2024
- Jul 17, 2024 21:15 IST
କେଡ଼େ ସୁନ୍ଦର ଏ ବେଶ...କେଡ଼େ ସୁନ୍ଦର ରୂପକାନ୍ତି...ବଡ଼ ଦାଣ୍ଡରେ ଆଜି ସୁନାବେଶରେ ଝଟକୁଛନ୍ତି କୋଟି ବ୍ରହ୍ମାଣ୍ଡ ଈଶ୍ୱର
/odishatv-khabar/media/post_attachments/media/GSsup64a4AAdURE.jpeg)
- Jul 17, 2024 21:15 IST
ମହାପ୍ରଭୁଙ୍କୁ ସୁନାବେଶରେ ଦେଖି ବିଭୋର ଭକ୍ତ
/odishatv-khabar/media/post_attachments/media/GSsuZ0-bUAEOlbi.jpeg)
/odishatv-khabar/media/post_attachments/media/GSsuZ01bIAAQkvr.jpeg)
/odishatv-khabar/media/post_attachments/media/GSsuZ05akAEXqzV.jpeg)
/odishatv-khabar/media/post_attachments/media/GSsuZ1AacAA92hD.jpeg)
- Jul 17, 2024 21:13 IST
‘ମହାପ୍ରଭୁଙ୍କୁ ସୁନାବେଶ ଦର୍ଶନ କଲେ ଜନ୍ମଜନ୍ମାନ୍ତର ଦୋଷ ଦୂର ହୁଏ’
‘ମହାପ୍ରଭୁଙ୍କୁ ସୁନାବେଶ ଦର୍ଶନ କଲେ ଜନ୍ମଜନ୍ମାନ୍ତର ଦୋଷ ଦୂର ହୁଏ’#RathYatra2024#Sunabesha#Puri#OTVpic.twitter.com/BJIKXsZZer
— ଓଟିଭି (@otvkhabar) July 17, 2024
- Jul 17, 2024 20:34 IST
ସୁନାବେଶ କାହିଁକି ଶ୍ରେଷ୍ଠ?
- Jul 17, 2024 20:34 IST
ପ୍ରଭୁ ବଞ୍ଚିଥିଲେ ଆସନ୍ତା ବର୍ଷ । କୃତାର୍ଥ କର..ପ୍ରଭୁ ।
- Jul 17, 2024 20:33 IST
ମହାପ୍ରଭୁଙ୍କ ପାଦପଦ୍ମର ମହିମା
- Jul 17, 2024 20:33 IST
‘ଡେଉଁରିଆ ପିନ୍ଧିଲେ ମହାପ୍ରଭୁଙ୍କ ସେବା କରିବା ନିଷେଧ ।’
- Jul 17, 2024 20:33 IST
ସଖୀ ଲୋ..ଦେଖ ଦେଖ । ଆଃ..କି ରୂପ ସିଏ...କୋଟି କନ୍ଦର୍ପର ...
- Jul 17, 2024 20:32 IST
କେଉଁ କେଉଁ ଅଳଙ୍କାର ଧାରଣ କରନ୍ତି ମହାପ୍ରଭୁ?
- Jul 17, 2024 20:32 IST
ମହାପ୍ରଭୁଙ୍କ ଦାରୁ ମୂର୍ତ୍ତିର ରହସ୍ୟ କଣ? କାହିଁକି ଲାଗିହୁଏ ସୁବର୍ଣ୍ଣ ଗୋଡ଼, ହାତ
- Jul 17, 2024 20:31 IST
ବଡ଼ ଠାକୁରଙ୍କ ପାଖରେ ଲାଗିହେଲା ସୁନାର ହଳ ମୂଷଳ
- Jul 17, 2024 20:06 IST
ଜାଣନ୍ତୁ ମହାପ୍ରଭୁଙ୍କ ସୁନା ବେଶର ମାହାତ୍ମ୍ୟ
ଜାଣନ୍ତୁ ମହାପ୍ରଭୁଙ୍କ ସୁନା ବେଶର ମାହାତ୍ମ୍ୟ #SunaBesha#RathYatra2024#PuriDham#JayJagannath#Puri#Odisha#OTVpic.twitter.com/UvAW3qfJF0
— ଓଟିଭି (@otvkhabar) July 17, 2024
- Jul 17, 2024 20:06 IST
ସୁନାବେଶରେ ଦର୍ଶନ ଦେଉଛନ୍ତି ବଡ଼ ଠାକୁର
ସୁନାବେଶରେ ଦର୍ଶନ ଦେଉଛନ୍ତି ବଡ଼ ଠାକୁର#Sunabesha#BahudaJatra#RathaJatra#Srimandir#LordJagannathpic.twitter.com/9Cog7L8fy5
— ଓଟିଭି (@otvkhabar) July 17, 2024
- Jul 17, 2024 20:05 IST
ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ#RathYatra2024#Sunabesha#Puri#OTVpic.twitter.com/nkzoUeZu4J
— ଓଟିଭି (@otvkhabar) July 17, 2024
- Jul 17, 2024 20:05 IST
ରଥ ଉପରେ ଦେବୀ ସୁଭଦ୍ରାଙ୍କ ବଡ଼ ତଡ଼ାଉ ବେଶ
ରଥ ଉପରେ ଦେବୀ ସୁଭଦ୍ରାଙ୍କ ବଡ଼ ତଡ଼ାଉ ବେଶ#RathYatra2024#Sunabesha#Puri#OTVpic.twitter.com/cDUTLPFibj
— ଓଟିଭି (@otvkhabar) July 17, 2024
- Jul 17, 2024 20:04 IST
ମହାପ୍ରଭୁଙ୍କ ବିଶାଳ ସ୍ୱର୍ଣ୍ଣ ଶ୍ରୀଭୁଜ, ଶ୍ରୀପୟର...
#ମହାପ୍ରଭୁଙ୍କ_ବିଶାଳ_ଶ୍ରୀଭୁଜ_ଶ୍ରୀପୟର
ମହାପ୍ରଭୁଙ୍କ ବିଶାଳ ସ୍ୱର୍ଣ୍ଣ ଶ୍ରୀଭୁଜ, ଶ୍ରୀପୟର... ଏ ଦୃଶ୍ୟ ଦେଖିଲେ ପୁଲକିତ ହୋଇଯାଏ ଶରୀର, ଭକ୍ତିରେ ଭରିଯାଏ ଭାବନା ।#SunaBesha#Security#GoldenOrnaments#PuriDham#JayJagannath#puri#OTVpic.twitter.com/orkMsjcD97— ଓଟିଭି (@otvkhabar) July 17, 2024
- Jul 17, 2024 20:04 IST
୧୩୨ ପ୍ରକାର ଅଳଙ୍କାରରେ ସଜେଇ ହୋଇଛନ୍ତି ମହାପ୍ରଭୁ
୧୩୨ ପ୍ରକାର ଅଳଙ୍କାରରେ ସଜେଇ ହୋଇଛନ୍ତି ମହାପ୍ରଭୁ#Sunabesha#BahudaJatra#RathaJatra#Srimandir#LordJagannathpic.twitter.com/0evHVubg7k
— ଓଟିଭି (@otvkhabar) July 17, 2024
- Jul 17, 2024 18:54 IST
ମହଣ ମହଣ ସୁନାରେ ସଜେଇ ହେଉଛି କାଳିଆ ସାଆନ୍ତ
ମହଣ ମହଣ ସୁନାରେ ସଜେଇ ହେଉଛି କାଳିଆ ସାଆନ୍ତ#Sunabesha#BahudaJatra#RathaJatra#Srimandir#LordJagannathpic.twitter.com/7scowtmb46
— ଓଟିଭି (@otvkhabar) July 17, 2024
- Jul 17, 2024 18:53 IST
ମହାପ୍ରଭୁଙ୍କ ସୁନାବେଶ ଦେଖିବା ଲାଗି ବଡ଼ଦାଣ୍ତରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼
ମହାପ୍ରଭୁଙ୍କ ସୁନାବେଶ ଦେଖିବା ଲାଗି ବଡ଼ଦାଣ୍ତରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼#Sunabesha#BahudaJatra#RathaJatra#Srimandir#LordJagannathpic.twitter.com/DziACPTezY
— ଓଟିଭି (@otvkhabar) July 17, 2024
- Jul 17, 2024 18:53 IST
ମହାପ୍ରଭୁଙ୍କୁ ଲାଗିହେବ ମକର କୁଣ୍ଡଳ
- Jul 17, 2024 18:39 IST
ରଥ ଉପରେ ଚାଲିଛି ନୀତିକାନ୍ତି
ରଥ ଉପରେ ଚାଲିଛି ନୀତିକାନ୍ତି #SunaBesha#RathYatra2024#PuriDham#JayJagannath#Puri#Odisha#OTVpic.twitter.com/rceqpeVx31
— ଓଟିଭି (@otvkhabar) July 17, 2024
- Jul 17, 2024 18:38 IST
ମହାପ୍ରଭୁ ପିନ୍ଧନ୍ତି କେଉଁ ବସ୍ତ୍ର?
ମହାପ୍ରଭୁ ପିନ୍ଧନ୍ତି କେଉଁ ବସ୍ତ୍ର? #SunaBesha#RathYatra2024#PuriDham#JayJagannath#Puri#Odisha#OTVpic.twitter.com/RxC1kTUMY7
— ଓଟିଭି (@otvkhabar) July 17, 2024
- Jul 17, 2024 18:38 IST
ବର୍ଷକୁ ୪ ଥର ପ୍ରଭୁ ରାଜ ରାଜେଶ୍ୱର ବେଶରେ ସଜେଇ ହୁଅନ୍ତି
ବର୍ଷକୁ ୪ ଥର ପ୍ରଭୁ ରାଜ ରାଜେଶ୍ୱର ବେଶରେ ସଜେଇ ହୁଅନ୍ତି#Sunabesha#BahudaJatra#RathaJatra#Srimandir#LordJagannathpic.twitter.com/u8DA8674BE
— ଓଟିଭି (@otvkhabar) July 17, 2024
- Jul 17, 2024 18:37 IST
ସୁନାର ଅଳଙ୍କାର ପିନ୍ଧି ଝଟକୁଛନ୍ତି ମହାପ୍ରଭୁ ଜଗନ୍ନାଥ ଆଉ ବଡ଼ଠାକୁର ବଳଭଦ୍ର
/odishatv-khabar/media/post_attachments/media/GSsOWsHboAANC4Q.png)
/odishatv-khabar/media/post_attachments/media/GSsOWsIbkAAK2NJ.png)
- Jul 17, 2024 18:36 IST
ମୁଣ୍ଡରେ କିରଟି, ମଥାରେ ମଥାମଣୀ ପିନ୍ଧି ସୁନାବେଶରେ ଝଟକୁଛନ୍ତି ତିନି ଭାଇ ଭଉଣୀ
/odishatv-khabar/media/post_attachments/media/GSsPGcnboAA60BQ.jpeg)
/odishatv-khabar/media/post_attachments/media/GSsPGcoaUAEJzVu.jpeg)
/odishatv-khabar/media/post_attachments/media/GSsPTwhbwAAOJRb.png)
- Jul 17, 2024 18:30 IST
ସୁନାର ଅଳଙ୍କାର ପିନ୍ଧି ଝଟକୁଛନ୍ତି ମହାପ୍ରଭୁ
/odishatv-khabar/media/post_attachments/media/GSsOWsHboAANC4Q.png)
/odishatv-khabar/media/post_attachments/media/GSsOWsIbkAAK2NJ.png)
- Jul 17, 2024 18:14 IST
ମହାପ୍ରଭୁଙ୍କୁ ରଥାରୁଢ଼ ବେଳେ ସୁନାବେଶରେ ଦେଖିଲେ କୋଟି ପୁଣ୍ୟ ମିଳେ
ମହାପ୍ରଭୁଙ୍କୁ ରଥାରୁଢ଼ ବେଳେ ସୁନାବେଶରେ ଦେଖିଲେ କୋଟି ପୁଣ୍ୟ ମିଳେ..#SunaBesha#JayJagannath#Puri#OTVpic.twitter.com/FdQJiAlqEg
— ଓଟିଭି (@otvkhabar) July 17, 2024
- Jul 17, 2024 18:14 IST
ସୁନାବେଶକୁ ବଡ଼ ତଢ଼ାଇ ବା ରାଜ ରାଜେଶ୍ୱର ବେଶ ବି କୁହାଯାଏ
ସୁନାବେଶକୁ ବଡ଼ ତଢ଼ାଇ ବା ରାଜ ରାଜେଶ୍ୱର ବେଶ ବି କୁହାଯାଏ#SunaBesha#JayJagannath#Puri#OTVpic.twitter.com/UwTbN1J0mS
— ଓଟିଭି (@otvkhabar) July 17, 2024
- Jul 17, 2024 18:12 IST
ସୁନା ଅଳଙ୍କାରରେ ସଜେଇ ହେଉଛନ୍ତି ଚତୁର୍ଦ୍ଧା ମୁରତୀ
/odishatv-khabar/media/post_attachments/media/GSsJo6ubAAA2KML.jpeg)
/odishatv-khabar/media/post_attachments/media/GSsJnKKagAAhLH-.jpeg)
/odishatv-khabar/media/post_attachments/media/GSsJfvyacAAqmvf.jpeg)
- Jul 17, 2024 17:57 IST
ଆରକ୍ଷୀ ବାହିନୀର କର୍ଡନରେ କାଳିଆ ସୁନାକୁ ସିକ୍ୟୁରିଟି... ଆସିଲା ମହଣ ମହଣ ସୁନା
- Jul 17, 2024 17:57 IST
ଏକାଦଶୀ କେତେ ପ୍ରକାରର?
- Jul 17, 2024 17:56 IST
ରଥ ଉପରେ ପଡ଼ିଲାଣି ଚାଙ୍ଗଡ଼ା । ରତ୍ନ ଭଣ୍ଡାରରୁ ଆସିବ ସ୍ୱର୍ଣ୍ଣ ଅଳଙ୍କାର
- Jul 17, 2024 17:56 IST
ମାଳିନୀ ନଦୀକୁ ଶୋଷି ଦେଇଥିଲେ ଅର୍ଦ୍ଧଶୋଷିନୀ
- Jul 17, 2024 17:51 IST
ଶ୍ରୀମନ୍ଦିରରୁ ବାହାରୁଛି ମହାପ୍ରଭୁଙ୍କ ସୁନାର ହାତ ଗୋଡ଼
/odishatv-khabar/media/post_attachments/media/GSsEGupaMAAoWwY.jpeg)
/odishatv-khabar/media/post_attachments/media/GSsEGufa4AAaGHW.jpeg)
- Jul 17, 2024 17:50 IST
ମହାପ୍ରଭୁ ହାତରେ ଧରିବେ ଏଇ ବିରାଟ ରୂପା ସଂଙ୍ଖ
/odishatv-khabar/media/post_attachments/media/GSsEfTvaAAEJ47w.jpeg)
- Jul 17, 2024 17:38 IST
ଆଜି ହରିଶୟନ ଏକାଦଶୀ ଆଜିର ଦର୍ଶନ କଲେ ଦ୍ୱାଦଶ ଯାତ୍ରାର ପୂଣ୍ୟଫଳ ମିଳିଥାଏ
ଆଜି ହରିଶୟନ ଏକାଦଶୀ ଆଜିର ଦର୍ଶନ କଲେ ଦ୍ୱାଦଶ ଯାତ୍ରାର ପୂଣ୍ୟଫଳ ମିଳିଥାଏ । #SunaBesha#JayJagannath#Puri#OTVpic.twitter.com/HoN1CzSYkP
— ଓଟିଭି (@otvkhabar) July 17, 2024
- Jul 17, 2024 17:37 IST
ସୁନାରେ ସଜେଇ ହେବେ ମହାବାହୁ । ରଥ ଉପରକୁ ଆସୁଛି ଚତୁର୍ଦ୍ଧା ମୁରତୀଙ୍କ ସୁନାର ଅଳଙ୍କାର
/odishatv-khabar/media/post_attachments/media/GSsB8LcacAAo49U.jpeg)
/odishatv-khabar/media/post_attachments/media/GSsB-vQbIAAUZMx.jpeg)
/odishatv-khabar/media/post_attachments/media/GSsB8LyaoAIKRGw.jpeg)
- Jul 17, 2024 17:34 IST
ମହାପ୍ରଭୁ ପିନ୍ଧିବେ ଏଇ ସୁନାର ଗୋଡ଼ । ସୁରକ୍ଷାବଳୟ ଭିତରେ ରଥ ଉପରକୁ ନେଉଛନ୍ତି ସେବାୟତ ।
/odishatv-khabar/media/post_attachments/media/GSsBg-zagAAGxsA.jpeg)
/odishatv-khabar/media/post_attachments/media/GSsBg-oboAA5fH_.jpeg)
- Jul 17, 2024 17:25 IST
ଲକ୍ଷ ଲକ୍ଷ ଜନତା ଅପେକ୍ଷା କରିଛନ୍ତି ମହାପ୍ରଭୁଙ୍କ ଦୁର୍ଲଭ ବେଶ ଦର୍ଶନ କରିବେ
ଲକ୍ଷ ଲକ୍ଷ ଜନତା ଅପେକ୍ଷା କରିଛନ୍ତି ଏ ଦୁର୍ଲଭ ବେଶ ଦର୍ଶନ କରିବା ପାଇଁ । ଅନେଇ ବସିଛନ୍ତି ସାରା ଜଗତ । #SunaBesha#JayJagannath#Puri#OTVpic.twitter.com/9DLFhVk8kv
— ଓଟିଭି (@otvkhabar) July 17, 2024
- Jul 17, 2024 17:25 IST
କିଏ କହେ ତାଙ୍କର କାନ ନାହିଁ...କିଏ କହେ ତାଙ୍କର ପାଦ ନାହିଁ
କିଏ କହେ ତାଙ୍କର କାନ ନାହିଁ...କିଏ କହେ ତାଙ୍କର ପାଦ ନାହିଁ...କିନ୍ତୁ ଆଜି ଅଗଣିତ ବିଶ୍ୱବାସୀ ଦର୍ଶନ କରିବେ ତିନି ଠାକୁରଙ୍କ ପାଦ । #SunaBesha#JayJagannath#Puri#OTVpic.twitter.com/SAZhvEotOc
— ଓଟିଭି (@otvkhabar) July 17, 2024
- Jul 17, 2024 16:48 IST
ରଥରେ ଚତୁର୍ଦ୍ଧା ମୂର୍ତ୍ତି ଖାଆନ୍ତି ଶୁଖିଲା ଭୋଗ । ଶଙ୍ଖ ଓ ଚକ୍ର ସଦୃଶ କୋରା ଖାଆନ୍ତି ବଡ଼ ଠାକୁର
ରଥରେ ଚତୁର୍ଦ୍ଧା ମୂର୍ତ୍ତି ଖାଆନ୍ତି ଶୁଖିଲା ଭୋଗ । ଶଙ୍ଖ ଓ ଚକ୍ର ସଦୃଶ କୋରା ଖାଆନ୍ତି ବଡ଼ ଠାକୁର । ଯାହାକୁ ଶଙ୍ଖ କୋରା ଓ ଚକ୍ର କୋରା କୁହାଯାଏ । #SunaBesha#JayJagannath#Puri#OTVpic.twitter.com/Sd3s2jO28y
— ଓଟିଭି (@otvkhabar) July 17, 2024
- Jul 17, 2024 16:47 IST
ବଡ଼ଦାଣ୍ଡରେ ଜନ ସମୁଦ୍ର । ଜଗାର ସୁନାବେଶ ଦେଖିବା ପାଇଁ ଏତେ ଆୟୋଜନ
ବଡ଼ଦାଣ୍ଡରେ ଜନ ସମୁଦ୍ର । ଜଗାର ସୁନାବେଶ ଦେଖିବା ପାଇଁ ଏତେ ଆୟୋଜନ । ସୁନାରେ ସଜେଇ ହେବେ ତିନି ଠାକୁର । #SunaBesha#JayJagannath#Puri#OTVpic.twitter.com/XHsDax9SB9
— ଓଟିଭି (@otvkhabar) July 17, 2024
- Jul 17, 2024 16:41 IST
ପୁରୀରୁ ଶ୍ରୀଜଗନ୍ନାଥଙ୍କ ସୁନାବେଶର ନନ୍ଷ୍ଟପ୍ ସିଧାପ୍ରସାରଣ, ଦେଖନ୍ତୁ...
- Jul 17, 2024 16:11 IST
ସୁନା ବେଶରେ ଦର୍ଶନ ଦେବେ ରଥାରୁଢ ଚତୁର୍ଦ୍ଧା ମୂର୍ତ୍ତି
ସୁନା ବେଶରେ ଦର୍ଶନ ଦେବେ ରଥାରୁଢ ଚତୁର୍ଦ୍ଧା ମୂର୍ତ୍ତି । ଶୃଙ୍ଖଳିତ ସୁନାବେଶ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା । #SunaBesha#JayJagannath#Puri#OTVpic.twitter.com/KixxSjE7di
— ଓଟିଭି (@otvkhabar) July 17, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)