Advertisment

Snana Yatra 2025 LIVE: ସ୍ନାନବେଦୀରେ ଶ୍ରୀଜିଉ; ହାତୀବେଶରେ ବିଭୂଷିତ ହେବେ ଚତୁର୍ଦ୍ଧାମୂର୍ତ୍ତି...

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଦାରୁ ଦିଅଁଙ୍କ ଦିବ୍ୟସ୍ନାନ

author-image
Diptiranjan Jena
ଅଦ୍ୟତନ ହୋଇଛି
New Update
ସ୍ନାନବେଦୀରେ ଶ୍ରୀଜିଉ

ସ୍ନାନବେଦୀରେ ଶ୍ରୀଜିଉ

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଦାରୁ ଦିଅଁଙ୍କ ଦିବ୍ୟସ୍ନାନ । ଏଥିପାଇଁ ସଜେଇ ହୋଇଛି ସ୍ନାନବେଦୀ । ରତ୍ନ ସିଂହାସନରୁ ସ୍ନାନ ମଣ୍ଡପକୁ ଓହ୍ଲାଇ ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏଥିପାଇଁ ଭକ୍ତିମୟ ହେଲାଣି ଶ୍ରୀକ୍ଷେତ୍ର, ଲୋକାରଣ୍ୟ ହୋଇଛି ବଡ଼ଦାଣ୍ଡ । ମହାପ୍ରଭୁଙ୍କୁ ହାତୀବେଶରେ ଦର୍ଶନ କରି ଭିଜିବ ଭକ୍ତଙ୍କ ତନୁମନ। । ପବିତ୍ର ଦେବସ୍ନାନ ପୂର୍ଣ୍ଣିମାର ଟିକିନିଖି ଖବର ଜାଣିବାକୁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ଆଉ ଲଗ୍‌ ଇନ୍‌ କରନ୍ତୁ otvkhabar.in

Advertisment
Jagannath Temple Hati Besha Snana Yatra
Advertisment
Advertisment